ପାଣି ବିଲ୍ ବାଧୁଛି: ଘରୋଇ ସଂସ୍ଥାକୁ ଯିବ ପାନୀୟ ଜଳ ଯୋଗାଣ
ଜେଏମଜେ ବ୍ୟୁରୋ : ରାଜ୍ୟର ସମସ୍ତ ସହରାଞ୍ଚଳରେ ଏବେ ସୁଦ୍ଧା ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଲାନି। ଏବେବି ଲୋକଙ୍କୁ ଦିନକୁ ଘଣ୍ଟାଏରୁ ଦୁଇ ଘଣ୍ଟା ପାଣି ମିଳୁଛି। ହେଲେ ସାଧାରଣ ଲୋକଙ୍କ ଠାରୁ ପ୍ରତି କିଲୋଲିଟର ପିଛା ୬ଟଙ୍କା…
ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ରୋକିବାକୁ ଉପବାଚସ୍ପତିଙ୍କ ପ୍ରସ୍ତାବ
ଜେଏମଜେ ବ୍ୟୁରୋ : ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଭାବରେ ରୋକିବା ପାଇଁ ୟୁପି ଗ୍ୟାଙ୍ଗଷ୍ଟର ଆଇନ ଧାରାରେ “ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ଯ୍ୟକଳାପ (ନିବାରଣ) ଆଇନ” ପ୍ରଣୟନ ପାଇଁ ଉପବାଚସ୍ପତି ଭବାନୀଶଙ୍କର ଭୋଇ ପ୍ରସ୍ତାବ…
ପୋଲିସ ର ନୂଆ ଫଣ୍ଡା. “କାଉଣ୍ଟର ଏତଲା”
ଜେଏମଜେ ବ୍ୟୁରୋ : ମୋହନ ସରକାର କ୍ଷମତାକୁ ଆସିବା ପରେ ପୋଲିସ ବ୍ୟବସ୍ଥା କିପରି ସୁଦୃଢ ହେବ ଓ ସାଧାରଣ ଲୋକେ କିପରି ତ୍ୱରିତ ନ୍ୟାୟ ପାଇବେ, ସେ ଦିଗରେ ପ୍ରାଥମିକତା ଦିଆଯାଉଛି । ଏତଲାକୁ ଜିରୋ ଟଲେରାନ୍ସ ଭାବେ ଗ୍ରହଣ…
ରାଖି ପୂର୍ଣ୍ଣିମାରେ ମହିଳାଙ୍କୁ ଭେଟି. ଜୟପୁରରୁ ମିଳିବ ସୁଭଦ୍ରାର ୩ୟ କିସ୍ତି
ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ଅଗଷ୍ଟ ୯ ତାରିଖରେ ମହିଳାଙ୍କୁ ରକ୍ଷା ବନ୍ଧନ ଉପହାର ଦେବେ ସରକାର। ସୁଭଦ୍ରା ଯୋଜନା ଅଧୀନରେ ମୋଟ ୧.୨୪ କୋଟି ମହିଳା ହିତାଧିକାରୀ ୫,୦୦୦ ଟଙ୍କାର ତୃତୀୟ କିସ୍ତି ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ରବିବାର ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ…
ବିଜେଡି ମିଛ କହୁଛି:ମେଟ୍ରୋ ପ୍ରକଳ୍ପକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା
ଜେଏମଜେ ବ୍ୟୁରୋ : ବିଜେଡି ମିଛ କହୁଛି। ଆମେ କହିଛୁ କେନ୍ଦ୍ରର ସହାୟତାରେ ମେଟ୍ରୋ କରାଯିବ। ସେଥିପାଇଁ କମିଟି ନିଷ୍ପତ୍ତି ନେଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି।ଏହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଉପମୁଖ୍ୟମନ୍ତ୍ରୀ କନକ…
ଅନିଶ୍ଚିତତା ଭିତରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ!
ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ବାତିଲ । କାର୍ଯ୍ୟ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର କଣ୍ଟ୍ରାକ୍ଟ ବାତିଲ । ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ରଞ୍ଜିତ ବିଲ୍ଡକନ୍ ସହ କଣ୍ଟ୍ରାକ୍ଟ ବାତିଲ । କଣ୍ଟ୍ରାକ୍ଟ ବାତିଲ କଲା…
ଫେକ୍ ଜବ୍ କାର୍ଡ ଧରିବାକୁ ଆରମ୍ଭ ହେବ E-KYC
ଜେଏମଜେ ବ୍ୟୁରୋ : ନକଲି ଜବ କାର୍ଡ ହାତେଇବାରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି । ଏହାରି ଭିତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ।ଫେକ୍ କାର୍ଡଧାରୀଙ୍କୁ ଧରିବାକୁ ଆରମ୍ଭ ହେବ e-KYC ।…
ରାଜ୍ୟରେ ୨୩ ଜିଲ୍ଲାରେ ଖୋଲିବ ୫୬ଟି ନୂଆ କୋର୍ଟ.
ଜେଏମଜେ ବ୍ୟୁରୋ : ରାଜ୍ୟରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି। ଏଥିରୁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୩ଟି ନୂଆ କୋର୍ଟ ସ୍ଥାପନ କରାଯିବ। ଠିକ୍ ସେହିପରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ଲେଖାଏଁ ନୂଆ କୋର୍ଟ ସ୍ଥାପନ କରାଯିବ।…
ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ
ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ରଦ୍ଦ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ। ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କଲେ ଆଡ଼ଭୋକେଟ୍ ଜେନେରାଲ୍।ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରପ୍ରାପ୍ତ VC ନିଯୁକ୍ତ ପାଇଥିଲେ। ନିଯୁକ୍ତିକୁ ବେଆଇନ…
ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାକୁ ହାଇକୋର୍ଟଙ୍କ ଝଟକା
ଜେଏମଜେ ବ୍ୟୁରୋ : ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାକୁ ହାଇକୋର୍ଟଙ୍କ ଝଟକା । ଯୋଜନା କାର୍ଯ୍ୟକାରିତା ଉପରେ ଅଙ୍କୁଶ ଲଗାଇଲେ କୋର୍ଟ ।ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାକୁ ହାଇକୋର୍ଟଙ୍କ ଝଟକା ଲାଗିଛି । ଏହି ଯୋଜନାକୁ ଚାଲେଞ୍ଜ କରି…















