ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି କଲା ଓଏଏସ ସଂଘ

ଜେଏମଜେ ବ୍ୟୁରୋ : ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ ପାଇଁ ଓଏଏସ ସଂଘର ଦୃଢ଼ ଦାବି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଓଏଏସ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ…

ଆନ୍ଦୋଳନରୁ ଓହରିଲା ORS ସଙ୍ଘ.

ଜେଏମଜେ ବ୍ୟୁରୋ : ଓଆରଏସ ସଂଘ ଆନ୍ଦୋଳନରୁ ଓହରିଲା । ଜରୁରୀ ସେବାରେ ଯୋଗ ଦେବେ । ମନ୍ତ୍ରୀଙ୍କ ଅନୁରୋଧ କ୍ରମେ କାଯ୍ୟରେ ଯୋଗଦେବେ । ରଥଯାତ୍ରା ଓ ବନ୍ୟାଞ୍ଚଳରେ ଅଫିସରେ କାଯ୍ୟରେ ଯୋଗଦେବେ । ଓଏଏସ ସଂଘର ଦାବିକୁ ସମର୍ଥନ…

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ, କାହାରିକୁ ଛଡ଼ା ଯିବନି

ଭୁବନେଶ୍ୱର(ଜେଏମଜେ ନ୍ୟୁଜ ): ଯିଏ ବି ଦୋଷୀ ଥାଉନା କାହିଁକି କାହାରିକୁ ଛଡ଼ା ଯିବନି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ । OAS ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗ ନେଇ ବୈଠକ ମନ୍ତ୍ରୀମାନଙ୍କ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟମନ୍ତ୍ରୀ…

ରାଜ୍ୟରେ ଓଏଏସ ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ

ଜେଏମଜେ ବ୍ୟୁରୋ : ରାଜ୍ୟରେ ଓଏଏସ ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏକ ଜରୁରୀ ବୈଠକ ଡାକିଛନ୍ତି । ଏନେଇ ଲୋକସେବା ଭବନରେ ଜରୁରୀ ବୈଠକ ଆରମ୍ଭ ହୋଇଛି । ବୈଠକରେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ…

ଲୋକସେବା ଭବନରେ OAS ସଂଘର ବୈଠକ, ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ଛୁଟିରେ ରହିବେ

ଭୁବନେଶ୍ୱର :(ଜେଏମଜେ ନ୍ୟୁଜ ): ଲୋକସେବା ଭବନରେ OAS ସଂଘର ବୈଠକ । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦେଲେ OAS ସଂଘ । ଘଟଣା ପଛରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ଦାବି ହୋଇଛି। ଗିରଫ ନହେଲେ…

ଓଏଏସ୍‌ ସଂଘକୁ ଆଶ୍ୱସ୍ତ କଲେ ମୁଖ୍ୟମନ୍ତ୍ରୀ: OAS ସଂଘ ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ.

ଜେଏମଜେ ବ୍ୟୁରୋ :ଦୋଷୀ ଯେତେ ପ୍ରଭାବଶାଳୀ ହୋଇଥାଆନ୍ତୁ ନା, କାହିଁକି ତାଙ୍କୁ କଠୋର ଦଣ୍ଡ ଦିଆଯିବ । ଓଏଏସ୍ ଅଧିକାରୀଙ୍କୁ ଆକ୍ରମଣକାରୀ ଓ ଏହା ପଛରେ ଯେଉଁମାନେ ବି ରହିଛନ୍ତି ସମସ୍ତଙ୍କୁ ଜେଲ୍ରେ ପୂରାଇବୁ । ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ…

BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ, ସମୂହ ଛୁଟିରେ ଯିବେ OAS ଅଧିକାରୀ

ଜେଏମଜେ ବ୍ୟୁରୋ : ସମୂହ ଛୁଟିରେ ଯିବେ OAS ଅଧିକାରୀ । ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ପ୍ରତିବାଦରେ ସମସ୍ତେ ଛୁଟିବାକୁ ନେଇଛନ୍ତି ନିଷ୍ପତ୍ତି । କାଲିଠାରୁ ସମୂହ ଛୁଟିରେ ଯିବେ OAS ଅଧିକାରୀ । OAS ଆସୋସିଏସନ…

କଡା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣକୁ ମୁଁ ନିନ୍ଦା କରିଛି। ଏହା ମୋତେ ମଧ୍ୟ ମର୍ମାହତ କରିଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହାକୁ ଆମ ସରକାର ନିନ୍ଦା କରୁଛି। ଯେଉଁମାନେ…

ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼: ଜନ ଶୁଣାଣି ଚାଲିଥିବା ବେଳେ ଅଫିସରେ ପଶି ଘୋଷାଡ଼ିବା ସହ ପିଟିଲେ ୫ ଦୁର୍ବୃତ୍ତ

ଭୁବନେଶ୍ୱର (ଜେଏମଜେ ନ୍ୟୁଜ): ବିଏମସି କାର୍ଯ୍ୟାଳୟରେ ଗୁଣ୍ଡାଗିରି । ଅଫିସ ଭିତରେ ପଶି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ । ସୋମବାର ଅଭିଯୋଗ ଶୁଣାଣି ଚାଲିଥିବାବେଳେ ୫ ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ଧଶେଇ ପଶି ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି…

OAS ସ୍ତରରେ ଅଦଳବଦଳ

ଜେଏମଜେ ବ୍ୟୁରୋ : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି । ୧୪ଜଣଙ୍କୁ ବଦଳି କରାଯାଇଛି । ଏନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜସ୍ୱ ବୋର୍ଡ କୋର୍ଟ ଅଫିସର…