ସ୍ୱର୍ଗତ ପୀତବାସ ପଣ୍ଡା ଙ୍କ ଦ୍ଵାଦଶାହ ଦିବସରେ ଯୋଗଦେଲେ ମନ୍ତ୍ରୀ,ସାଂସଦ,ବିଧାୟକ,ଜିଲ୍ଲା ସଭାପତି ।

ବ୍ରହ୍ମପୁର :(ଜେଏମଜେ ନ୍ୟୁଜ ): ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ତଥା ରାଜ୍ୟ ବାର କାଉନସିଲ ସଦସ୍ୟ ସ୍ୱର୍ଗତ ପୀତବାସ ପଣ୍ଡା ଙ୍କ ଦ୍ଵାଦଶାହ ଦିବସରେ ଯୋଗଦେଇ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସୃତି ଚାରଣ…

“ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳ

ରାୟଗଡ଼: (ଜେଏମଜେ ନ୍ୟୁଜ )-: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ତଥା ଲୋକାଭିମୁଖୀ ଯୋଜନା ‘ପିଏମ ଜନମନ’ର ଲକ୍ଷ୍ୟ ସହ ସମ୍ୱନ୍ୱିତ ଏକ ଅନନ୍ୟ ପ୍ରୟୋଗ ଭାବେ ରାୟଗଡା ଜିଲ୍ଲା ପ୍ରଶାସନ, ଓଡ଼ିଶାର ପ୍ରଥମ କରି (ପିଭିଟିଜି), ବିଶେଷ ଭାବେ ପ୍ରଭାବିତ…

କୋଟିଆ ଲୋକଙ୍କୁ ମାଗଣା ରାସନ ଦେବାକୁ ଆନ୍ଧ୍ର ବାଣ୍ଟିଲା ଡିଜିଟାଲ ରାସନକାର୍ଡ

ଜେଏମଜେ ବ୍ୟୁରୋ : ପୁଣି ଆନ୍ଧ୍ରର ମନମାନି । କୋଟିଆରେ ପୁଣି ପଡୋଶୀ ପ୍ରଶାସନର ଅନୁପ୍ରବେଶ। ଅନୁପ୍ରବେଶ କରି ଗାଁ ଲୋକଙ୍କୁ ରାସନକାର୍ଡ ବାଣ୍ଟିଲା ଆନ୍ଧ୍ର । କୋଟିଆ ଅଞ୍ଚଳରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ଗାଁ ଗାଁ…

ଚିଲିକାରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ।

ଜେଏମଜେ ବ୍ୟୁରୋ : ଚିଲିକାରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ । ଚଳିତ ବର୍ଷ ଚିଲିକାରେ ଲକ୍ଷାଧିକ ବିଦେଶୀ ପକ୍ଷୀମାନଙ୍କ ସମାଗମ ହେବ ବୋଲି ଲକ୍ଷ ରଖିଛି ବନ ବିଭାଗ । ଏହାକୁ ଆଖି ଆଗରେ ରଖି ସୁରକ୍ଷାକୁ କଡାକଡି କରିଛି ବନ…

କଳିଙ୍ଗା ଘାଟି ଭୂସ୍ଖଳନ ସ୍ଥଳରେ ପୁଣି ଧୋଇଗଲା ୨୫ଫୁଟ ସିମେଣ୍ଟ କଂକ୍ରିଟ ରାସ୍ତା

ଜେଏମଜେ ବ୍ୟୁରୋ : କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଧୋଇ ହୋଇଯିବା ଘଟଣାକୁ ଆଜି ୨୮ଦିନ ବିତିଗଲା। ରାସ୍ତା ନିର୍ମାଣ ଚାଲିଛି। କିନ୍ତୁ ବର୍ଷା ତୁହାକୁ ତୁହା ହେଉଥିବା ବେଳେ ଦୁଇ ଦୁଇ ଥର ସେଇ ଗୋଟିଏ ସ୍ଥାନରେ ଭୂସ୍ଖଳନ…

କୁକୁର ଗଣତି ପାଇଁ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ ଫଳ ଶୂନ୍ୟ

ଜେଏମଜେ ବ୍ୟୁରୋ : ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରରେ କୁକୁର ଗଣତି କରୁଛୁ ବୋଲି ଡିଣ୍ଡିମ ପିଟିଲେ। ଏ ବାବଦରେ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । କିନ୍ତୁ ଫଳ ଶୂନ । ସ୍ଥିତି ଏପରି…

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ: ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳି

ଜେଏମଜେ ବ୍ୟୁରୋ : ଚଳିତ ବର୍ଷର କାର୍ତ୍ତିକ ବ୍ରତ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବ୍ରତ ପାଳନ ପାଇଁ ହବିଷ୍ୟାଳିମାନେ ପୁରୀରେ ଆସି ପହଞ୍ଚିଛନ୍ତି। ତେବେ ୧ ମାସ ଧରି ଚାଲିବାକୁ ଥିବା ଏହି ବ୍ରତ ନଭେମ୍ବର ୫ରେ ସମାପ୍ତ ହେବ। ପୁରୀ…

କଟକ ସହରରେ କର୍ଫ୍ୟୁ କୋହଳ, ସହରରେ ସ୍ଥିତି ସ୍ବାଭାବିକ

କଟକ : (ଜେଏମଜେ ବ୍ୟୁରୋ ):କଟକ ସହରରେ କର୍ଫ୍ୟୁ କୋହଳ । ପରବର୍ତ୍ତୀ ନିର୍ଦ୍ଦେଶ ଆସିନଥିବାରୁ କର୍ଫ୍ୟୁ କୋହଳ କରାଯାଇଛି । ସହରରେ ସ୍ଥିତି ସ୍ବାଭାବିକ ରହିଛି । ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ରହିଥିଲା । ପରବର୍ତ୍ତୀ…

କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଘୋଷଣା, ବିଶୃଙ୍ଖଳା କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।

ଜେଏମଜେ ବ୍ୟୁରୋ : ଆଗାମୀ ୩୬ ଘଣ୍ଟା ପାଇଁ କଟକରେ ଲାଗୁ ହେଲା କର୍ଫ୍ୟୁ । କଟକ ସହରର ଏକାଧିକ ଥାନା ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ଆଜି ରାତି ୧୦ଟାରୁ ଆସନ୍ତା ୩୬ ଘଣ୍ଟା…

ଆସନ୍ତାକାଲି କଟକ ବନ୍ଦ: ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ: ବନ୍ଦ ପୂର୍ବରୁ ପୁଲିସର ଫ୍ଲାଗମାର୍ଚ୍ଚ

ଜେଏମଜେ ବ୍ୟୁରୋ : କଟକରେ ଦୁର୍ଗାପୂଜା ଭସାଣ ବେଳେ ଗଣ୍ଡଗୋଳ ମାମଲାରେ ଫେରୁଛି ଶାନ୍ତି । ତଥାପି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ପୁଲିସ । ଗଣ୍ଡଗୋଳ ହୋଇଥିବା ସ୍ଥାନରେ ଆଜି ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ସେପଟେ…