ମହାନ ଜନନେତା ଅଶୋକ ଦାସଙ୍କ ୧୬ ତମ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତିଚାରଣ ସଭା
ଭୁବନେଶ୍ୱର:ଜେଏମଜେ ନ୍ୟୁଜ: (ପ୍ରମୋଦ କୁମାର ମହାପାତ୍ର): ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ବିଶିଷ୍ଟ ଜନନେତା ଅଶୋକ ଦାସଙ୍କର ୧୬ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇ ଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଡ଼ିଶାର ବହୁ ଗନ୍ୟ ମାନ୍ୟ ବ୍ୟକ୍ତି ମାନେ ଯୋଗ…
ପିକନିକ କରିବାକୁ ଆସି ଦାରିଙ୍ଗବାଡିରେ ପିଟାପିଟି
ଦାରିଙ୍ଗବାଡି: ଜେଏମଜେ ନ୍ୟୁଜ: ଦାରିଙ୍ଗବାଡି ଦୁଲୁରି ପାଇନ୍ ଜଙ୍ଗଲରେ ବଣଭୋଜି ସମୟରେ ରବିବାର ଦିନ ଗଣ୍ଡଗୋଳ ହୋଇଥିଲା। ନିଶାସକ୍ତ କିଛି ପର୍ଯ୍ୟଟକ କୌଣସି କାରଣବଶତଃ ପରସ୍ପର ସହ ଯୁକ୍ତିତର୍କ କରିଥିଲେ। ସୂତ୍ର ଅନୁଯାୟୀ, ଏହି ବିବାଦ ଖୁବ୍ ଶୀଘ୍ର ଦୁଇ ଗୋଷ୍ଠୀ…
୨ ଟି ଟ୍ରଫ୍ ଓ୍ବାଲ୍ ଲାଇନିଙ୍ଗ୍ ଶିଳାନ୍ୟାସ କଲେ ବିଧାୟକ
କୋଦଳା : ଜେଏମଜେ ନ୍ୟୁଜ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ଶରଧାପୁର ଓ କନିଆରିବାଡି ଠାରେ ୨ ଟି ଟ୍ରଫ୍ ଓ୍ବାଲ୍ ଲାଇନିଙ୍ଗ୍ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଶନିବାର କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ…
ବିଧାୟକ ଙ୍କୁ କୃତଜ୍ଞତା ଜଣାଇଲେ ନବ ନିଯୁକ୍ତ ସରକାରୀ ଆଇନଜୀବୀ ।
ବ୍ରହ୍ମପୁର : ଜେଏମଜେ ନ୍ୟୁଜ: ବହୁ ପ୍ରତିକ୍ଷୀତ ନବ ନିଯୁକ୍ତ ସରକାରୀ ଆଇନଜୀବୀ ମାନେ ମାନ୍ୟବର ବିଧାୟକ କେ ଅନିଲ କୁମାର ଏବଂ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ ଙ୍କୁ ଭେଟି କୃତଜ୍ଞତା ଜଣାଇବା ସହ ଆଗାମୀ ଦିନ ମାନଙ୍କରେ…
ପ୍ରଭାତ କୁମାର ସାମଲ APP ନିଯୁକ୍ତ
କବିସୂର୍ଯ୍ୟନଗର (ଜେଏମଜେ ନ୍ୟୁଜ ): ପ୍ରଭାତ ସାମଲ ହେଲେ ସହକାରୀ ସରକାରୀ ଓକିଲ. କବିସୂର୍ଯ୍ୟନଗର କୋର୍ଟ ରେ ନିଯୁକ୍ତି ମିଳିଥିବା ଆଜି ଆଇନ ବିଭାଗ ପକ୍ଷରୁ ଚିଠି ନଂ 1-LR-18/2025…21321/ 24 ଡିସେମ୍ବର 2025 ରୁ ଜଣାଯାଇଛି . କବିସୂର୍ଯ୍ୟନଗର JMFC…
ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ।
ମୟୁରଭଞ୍ଜ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା କରଞ୍ଜିଆ ପିଏମଶ୍ରୀ ସରକାରୀ ହାଇସ୍କୁଲ ପରିସରରେ ଉଦଘାଟିତ ହୋଇଯାଇଛି।.ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ବିନୋଦ ସିଂ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ କେନ୍ଦୁଝର ସାଂସଦ ଅନନ୍ତ…
ଏକଦିବସୀୟ ଅଭୀମୁଖିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋରାପୁଟ :(ଜେଏମଜେ ନ୍ୟୁଜ): ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କୋରାପୁଟ ମଣ୍ଡଳସ୍ତରୀୟ ଏକଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୫୦ ଜଣ ପ୍ରଧାନଶିକ୍ଷକ,ସହାୟକ ଶିକ୍ଷକ ଏବଂ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।କୋରାପୁଟ ମଣ୍ଡଳ ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ…
ନିଷ୍ଟ ବିଶ୍ୱବିଦ୍ୟାଳୟରେ ଦ୍ଵିତୀୟ ସମାବର୍ତ୍ତନ ଉତ୍ସବ.।
ବ୍ରହ୍ମପୁର : (ଜେଏମଜେ ନ୍ୟୁଜ ): ଗୋଳନ୍ଥରା ସ୍ଥିତ ନିଷ୍ଟ ବିଶ୍ବବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ବବିଦ୍ୟାଳୟର 5 ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୩ ଜଣ ଛାତ୍ରଛାତ୍ରୀଙ୍କୁ ରୋପ୍ୟ ପଦକ ସହିତ ସମୁଦାୟ ୩୩୫ ଜଣ…
ଧାନ କ୍ରୟ ପାଇଁ ବୈଠକ
ବେଗୁନିଆପଡା :(ଜେଏମଜେ ନ୍ୟୁଜ ): ଚାଷୀଙ୍କ ଠାରୁ ଧାନ କ୍ରୟ ପାଇଁ ସରକାର ପ୍ରସ୍ତୁତ ହେଉଥିବା ଆସନ୍ତା 23 ତାରିଖରେ ଗଞ୍ଜାମ ଜିଲ୍ଲାରେ ଧାନ କ୍ରୟ ଆରମ୍ଭ କରିବା ପାଇଁ ସରକାର ଘୋଷଣା କରିଛନ୍ତି । ସେଥିପାଇଁ ଶୁକ୍ରବାର ଦିନ ବେଗୁନିଆପଡା…
କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୯ଶ ବାର୍ଷିକୋତ୍ସବ ଅନୁଷ୍ଠିତ
କବିସୂର୍ଯ୍ୟନଗର,:(ଜେଏମଜେ ନ୍ୟୁଜ): କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୯ଶ ବାର୍ଷିକୋତ୍ସବ କନକ ମଞ୍ଜରୀ ପାଠାଗାର ଠାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରେସ୍ କ୍ଲବର ବାର୍ଷିକୋତ୍ସବରେ ସଭାପତି ସମରଜିତ୍ ମହାନ୍ତି ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ ସହିତ…
















