ଗିରଫ ହେଲେ ଅଧ୍ୟାପକ, ଅଧ୍ୟକ୍ଷ ନିଲମ୍ବିତ

ଜେଏମଜେ ବ୍ୟୁରୋ : ବାଲେଶ୍ଵର ଫକୀର ମୋହନ ସ୍ଵଂୟଶାସିତ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ। ସେ କଲେଜର ଶିକ୍ଷା ବିଭାଗ ମୁଖ୍ୟ(ଏଚଓଡି) ଥିଲେ। ସମୀରଙ୍କୁ ତାଙ୍କ ପଦବୀରୁ ନିଲମ୍ବିତ କରାଯିବା ପରେ…

ପ୍ରେମୀ ଯୁଗଳଙ୍କ ବେକରେ ହଳ କରାଇଲେ : ଗାଁ ରେ କଙ୍ଗାରୁ କୋର୍ଟ

ଜେଏମଜେ ବ୍ୟୁରୋ : ଏବେବି ବଞ୍ଚିରହିଛି ପୁରାତନ ପରମ୍ପରାକୁ ନେଇ କଙ୍ଗାରୁକୋର୍ଟ। ଗୋଟିଏ ବଂଶର ହେବା ପ୍ରେମୀ ଯୁଗଳଙ୍କୁ ମହଙ୍ଗା ପଡ଼ିଛି। ବିଲରେ ହଳ କରିବାପରେ ତଡ଼ା ଖାଇଲେ। ଆଉ ଏବେ ଉଭୟଙ୍କ ଖୋଜ ଖବର ନାହିଁ। ଏପରି ଏକ ଅଭାବନୀୟ…

ଜଗନ୍ନାଥ ପ୍ରଧାନ ବିରୋଧରେ ଲାଗିଛି BNS ର ୧୧ଟି ଦଫା

ଭୁବନେଶ୍ୱର:(ଜେଏମଜେ ନ୍ୟୁଜ): ଜୁନ ୩୦ରେ BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜେଲ୍ ଗଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଡିସିପି ଅଫିସରେ ଆତ୍ମସମର୍ପଣ କରିବା ପରେ ପୋଲିସ ଗିରଫ କରିଛି ।ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ…

ଅଶାନ୍ତ ହେଉଛି ଗଞ୍ଜାମ. କଥା କଥାରେ ଗଡ଼ୁଛି ମୁଣ୍ଡ। ଜୁଲାଇ ଆରମ୍ଭରୁ ୩ ଜଣଙ୍କୁ ହତ୍ୟା

ଜେଏମଜେ ବ୍ୟୁରୋ : ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା। କଥା କଥାରେ ଗଡ଼ୁଛି ମୁଣ୍ଡ। ଜୁଲାଇ ପହିଲାରେ ଜିଲ୍ଲାରେ ୩ ଜଣଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଗତକାଲି ରାତିରେ ଆଉ ଏକ ମରଣାନ୍ତକ ଆକ୍ରମଣ ହୋଇଛି। ଥାନାରେ କେସ୍…

ପୂର୍ବ ଶତ୍ରୁତାକୁ ନେଇ ଗଞ୍ଜାମରେ ପୁଣି ଗଡିଲା ମୁଣ୍ଡ

ଜେଏମଜେ ବ୍ୟୁରୋ : ପୂର୍ବ ଶତ୍ରୁତାକୁ ନେଇ ଗଞ୍ଜାମରେ ପୁଣି ଗଡିଲା ମୁଣ୍ଡ, ଛତ୍ରପୁର ଥାନା ଅର୍ନ୍ତଗତ ଗୋବା ଗ୍ରାମର ୩ଜଣ ଯୁବକ ଆଜି ସକାଳେ ଚୁଟି କାଟିବାକୁ ତାରାତାରିଣୀ ଛକ ନିକଟକୁ ଯାଉଥିଲେ। ଏହି ସମୟରେ ସେହି ଗ୍ରାମର ୮ରୁ…

ଭଉଣୀକୁ ବଳାତ୍କାର କଲେ ଭାଇ: ଅଭିଯୋଗ ପରେ ବଳତ୍କାରୀ ଗିରଫ.

ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲା ବ୍ରହ୍ମପୁର ସଦର ସବ ଡିଭିଜାଲ ଅଧୀନରେ ଦିନକୁ ଦିନ ବଳାତ୍କାର ଓ ଗଣବଳାତ୍କାର ବଢି ଚାଲିଛି। ଏହାକୁ ନେଇ ପୋଲିସ ପାଇଁ ମୁଣ୍ଡ ବିନ୍ଧା ପାଲଟିଛି l ଗତ ଏକ ମାସ ମଧ୍ୟ୍ୟରେ ଗୋଳନ୍ଥରା…

ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦ୍ଦେଶକ: ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଛାନ୍‌ଭିନ୍‌.

ଜେଏମଜେ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଏକକାଳୀନ ୮ଟି ସ୍ଥାନରେ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ଟିମ୍‌। ଭୁବନେଶ୍ବର,କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ…

ଦଳାଚକଟା ପଛରେ ସାଙ୍ଘାତିକ ଅବ୍ୟବସ୍ଥା. ପ୍ରଶାସନ ମାନିବାକୁ ନାରାଜ

ଜେଏମଜେ ବ୍ୟୁରୋ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସି ଜୀବନ ହରାଇଲେ ଶ୍ରଦ୍ଧାଳୁ। ଏହା କ’ଣ ଥିଲା ସେମାନଙ୍କର ନିୟତି ? ଦଳାଚକଟା ପାଇଁ ଦାୟୀ କିଏ ? କିଏ ଏତେ ବଡ଼ ଅଘଟଣର ଦୋଷ ମୁଣ୍ଡାଇବ ? ନା ବିନା…

ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ; ବିଶ୍ବହିନ୍ଦୁ ପରିଷଦ ନେତା ଭବାନୀ ଶଙ୍କର ଦାସ ସମେତ ୨ ମହିଳା ଗିରଫ

ଜେଏମଜେ ବ୍ୟୁରୋ : ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା ସାରା ବିଶ୍ବରେ ଓଡ଼ିଶାକୁ ଲଜ୍ଜିତ କରିଥିବା ବେଳେ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ବ୍ରହ୍ମପୁର ସହରରେ ଜଣେ ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ ହୋଇଥିବା ନେଇ ବୈଦ୍ୟନାଥପୁର…

ଧରାକୋଟକୁ ନେଇ ତେଜିଲା ରାଜନୀତି, ସରକାର ଆଦିବାସୀ ବିରୋଧୀ, ଜବାବ ଦେଲା ବିଜେପି

ଭୁବନେଶ୍ଵର: (ଜେଏମଜେ ବ୍ୟୁରୋ )ଧରାକୋଟରେ ଦୁଇ ଦଳିତଙ୍କୁ ଅମାନୁଷିକ ନିର୍ଯ୍ୟାତନା ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଉଚିତ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛି ଦଳିତ ମହାସଂଘ । ଆଉ ଦଳିତ…