୪୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ . ବଳଙ୍ଗା ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ କହିଲେ ଡାକ୍ତର.
ଜେଏମଜେ ବ୍ୟୁରୋ : ଏମ୍ସ ଡାକ୍ତରୀ ଟିମ୍ ସହିତ ଆଲୋଚନା କଲେ ପୀଡ଼ିତାଙ୍କ ବାପା । ପରବର୍ତ୍ତୀ ମେଡିକାଲ ବୁଲେଟିନ ଆସିବା ଆଗରୁ ନିଜ ଝିଅର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ପାଇଁ ଯାଇଛନ୍ତି ବାପା । ଏମ୍ସରେ ଚିକିତ୍ସିତ ହେଉଥିବା…
ରୁପା ମୁଦି, ଚକୋଲେଟ ଖୋଲିବ ରହସ୍ୟ.
ଜେଏମଜେ ବ୍ୟୁରୋ : ବଳଙ୍ଗା ନାବାଳିକା ପୋଡ଼ି ଘଟଣା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି । ବାଲେଶ୍ବର ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ବଳଙ୍ଗା ଘଟଣା ସବୁଠି ଆଲୋଚନାର ବିଷୟ ହୋଇଛି । ତେବେ ଘଟଣାସ୍ଥଳରୁ ଯାହା ସାମନାକୁ ଆସିଛି…
ନାବାଳିକାକୁ ନିଆଁ ଲଗାଇଦେବା ଘଟଣା, ଦୋଷୀଙ୍କୁ ତୁରନ୍ତ ଗିରଫ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ
ଜେଏମଜେ ବ୍ୟୁରୋ : ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗାଥାନା ଅଞ୍ଚଳରେ ନାବାଳିକାକୁ ନିଆଁ ଲଗାଇଦେବା ଘଟଣାରେ ଦୋଷୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ଦୋଷୀଙ୍କୁ ତୁରନ୍ତ ଗିରଫ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୀଡ଼ିତାଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର…
ଛାତ୍ରୀ ଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଲେ 3 ଜଣ ଦୁର୍ବୁତ୍ତ.
ଜେଏମଜେ ବ୍ୟୁରୋ : ପୁଣି ଏକ ବଡ଼ ଖବର ସାମନା କୁ ଆସିଛି ଜଣେ ଛାତ୍ରୀ ଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲେ 3 ଜଣ ଦୁର୍ବୁତ୍ତ.। ଏ ହେଉଛି ସବୁଠାରୁ ବଡ଼ ଖବର ଓ ସମ୍ବେଦନଶୀଳ ଖବର…. ରାଜ୍ୟରେ କିଭଳି…
ପୋଲିସ କୁ ତଦନ୍ତ କରିବ କ୍ରାଇମବ୍ରାଞ୍ଚ!
ଜେଏମଜେ ବ୍ୟୁରୋ : ସୌମ୍ୟାଶ୍ରୀ ମୃତ୍ୟୁ ମାମଲାର ତଦନ୍ତ ଯେତିକି ବଢ଼ୁଛି; ସେତିକି ଅବହେଳା ସାମ୍ନାକୁ ଆସୁଛି। ସୌମ୍ୟାଶ୍ରୀ ଓ କଲେଜ ଅଧ୍ୟକ୍ଷ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରିନଥିଲା।କେବଳ ଦୁଇଥର ଷ୍ଟେସନ ଡାଏରୀ କରିଥିଲା।…
୧୨ ବର୍ଷ ପୂର୍ବରୁ ଜଣେ ଶିକ୍ଷୟିତ୍ରି ଇତିଶ୍ରୀ ବି ସମସ୍ତଙ୍କୁ ଗୁହାରୀ କରି ପୋଡ଼ି ମରିଥିଲେ.
୧୨ ବର୍ଷ ପୂର୍ବରୁ ଜଣେ ଶିକ୍ଷୟିତ୍ରୀଙ୍କ ଦେହରେ କେହି ଅଜଣା ବ୍ୟକ୍ତି ନିଆଁ ଲଗାଇ ଦେଇଥିଲା। ସେହି ଠିକା ଶିକ୍ଷୟିତ୍ରୀ କିଛି ଦିନ ବିଶାଖାପାଟଣା ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆରପୁରକୁ ଚାଲିଯାଇଥିଲେ। ମୃତ୍ୟୁ ପୂର୍ବରୁ ଜମାନବନ୍ଦୀ ଦେଇଥିଲେ…
ରାତି ୧୨ଟା ୩୦ରେ ଛାତ୍ରୀଙ୍କୁ ମୃତ ଘୋଷଣା. ଏମ୍ସ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି
ଦୋଷୀଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯିବ: ସରକାର ଏମ୍ସରେ ଛକାପଞ୍ଝା: ଆମ୍ବୁଲାନ୍ସ ଆଗରେ ଶୋଇପଡ଼ିଲେ ବିଜେଡି କର୍ମୀ, ପୁଲିସ ସହ ଧସ୍ତାଧସ୍ତି, ଧାରଣା ଦେଲେ କଂଗ୍ରେସ କର୍ମକର୍ତ୍ତା ଭୁବନେଶ୍ବର: ଫକୀରମୋହନ କଲେଜର ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ…
ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇ। ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ
ଜେଏମଜେ ବ୍ୟୁରୋ : ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇ। ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ। ସୋମବାର ବିଳମ୍ବିତ ରାତିରେ ଏମ୍ସ କର୍ତ୍ତୃପକ୍ଷ ତାଙ୍କୁ ମୃତ (କ୍ଲିନିକାଲ୍ ଡେଥ୍) ଘୋଷଣା କରିଛନ୍ତି। ଫଳରେ ନିଜ…
ନିଲମ୍ବିତ ପ୍ରିନ୍ସିପାଲ ଦିଲିପ ଘୋଷ ଗିରଫ
ଜେଏମଜେ ବ୍ୟୁରୋ : ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାରି ଭିତରେ ଏହି ଘଟଣାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଏହି ଘଟଣାରେ…
ଏମ୍ସରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ବାଲେଶ୍ଵର ଏଫଏମ୍ କଲେଜର ଛାତ୍ରୀ
ଜେଏମଜେ ବ୍ୟୁରୋ : ଭୁବନେଶ୍ଵର ଏମ୍ସରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ବାଲେଶ୍ଵର ଏଫଏମ୍ କଲେଜର ଛାତ୍ରୀ । ଗତକାଲି ତାଙ୍କୁ ବାଲେଶ୍ଵରରୁ ଆଣି ଏମସରେ ଭର୍ତ୍ତି କରାଯାଇଥିଲା। କଲେଜରେ ଅଧ୍ୟାପକଙ୍କୁ ଦୁର୍ବ୍ୟବହାର ସହି ନପାରି ସେ ନିଜ ଦେହରେ ପେଟ୍ରୋଲ…
















