ଗଞ୍ଜାମ ବିଜେଡି କାର୍ଯ୍ୟାଳୟ ଠାରେ ନୂତନ କର୍ମକର୍ତାଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର : ଗଞ୍ଜାମ ବିଜେଡି କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ମୋନନୀତ ଗଞ୍ଜାମ ଜିଲ୍ଲା ସୋସିଆଲ ମେଡ଼ିଆ କୋଅର୍ଡିନେଟର ,IT କୋଅର୍ଡିନେଟର ,ଷ୍ଟିରିଙ୍ଗ କମିଟି, ଇମ୍ପ୍ଲିମେସନ କମିଟି ର ସମସ୍ତ ସଦସ୍ୟ ଙ୍କୁ…

ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଜରିମାନା ନଦେଲେ ବାତିଲହେବ RC

ଜେଏମଜେ ବ୍ୟୁରୋ : ଟ୍ରାଫିକ ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । ଜରିମାନା ନଦେଇ ବର୍ତ୍ତିପାରିବେନି ଅମାନିଆ । ଆଗ ଆରସି ବାତିଲ ହେବ । ବାରମ୍ବାର ଟ୍ରାଫିକ ନିୟମ ଭାଙ୍ଗିଲେ ଗାଡିକୁ ଅଧରାସ୍ତାରେ ଉଠାଇନେବେ ଟ୍ରାଫିକ ପୁଲିସ । ଟ୍ରାଫିକ…

ସୋମବାର କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ

ଜେଏମଜେ ବ୍ୟୁରୋ : କଟକ ଦରଘା ବଜାରରେ ଭସାଣିବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆସନ୍ତା ସୋମବାର କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ । ପୋଲିସ ଓ ଜିଲ୍ଲା ପ୍ରଶାସନର ବିଫଳତାକୁ ଦାୟୀ କରାଯାଇଛି । ଏହାସହ କଟକ…

କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ଏସଆଇ ପରୀକ୍ଷା ମହାଦୁର୍ନୀତିର ତଦନ୍ତ ଦାୟିତ୍ବ

ଜେଏମଜେ ବ୍ୟୁରୋ: ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବା ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ଏସଆଇ ପରୀକ୍ଷାର ତଦନ୍ତ ଦାୟିତ୍ବ। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରିବେ। ସୁପରଭାଇଜିଂ ଅଫିସର ଭାବେ…

ଭୂସ୍ଖଳନ ମୁକାବିଲା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବେ ଓଡ଼ିଶା ସରକାର

ଜେଏମଜେ ବ୍ୟୁରୋ : ନିକଟରେ ଗଜପତି ଜିଲ୍ଲାରେ ଘଟିଥିବା ଭୂସ୍ଖଳନ ପରେ ଜୀବନହାନି ରୋକିବା ପାଇଁ ଓଡ଼ିଶା ସରକାର ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିଥିବା ନେଇ ଶନିବାର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।…

ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ଆମ୍ବୁଲାନ୍ସ: ଚେନ୍ନାଇରୁ ମୃତଦେହ ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ଅଘଟଣ

ଜେଏମଜେ ବ୍ୟୁରୋ : ଗଂଜାମ ଜିଲ୍ଲା ଖଲ୍ଲିକୋଟରେ ବଡ଼ ଘାଟିରେ ଓଲଟିଲା ଆମ୍ବୁଲାନ୍ସ । ସେଥିରେ ଥିବା ୪ଜଣ ଗୁରୁତର ହୋଇଛନ୍ତି । ତାମିଲନାଡରୁ ଆସିଥିବା ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୪ ଗୁରୁତରଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି ।…

ପୋଲିସ ଏସ୍ଆଇ ନିଯୁକ୍ତିରେ କେଳେଙ୍କାରୀ ପ୍ରସଙ୍ଗ; ସୋମବାର ବିଜେଡିର ପ୍ରତିବାଦ ଶୋଭାଯାତ୍ରା

ଜେଏମଜେ ବ୍ୟୁରୋ : ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣା । ରାଜ୍ୟ ସରକାରଙ୍କର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଅଭିଯୋଗ କରି ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜୁ ଜନତା ଦଳ ଘୋଷଣା କରିଛି ।…

କଫ ସିରପ ପିଇ ୧୧ ଶିଶୁ ମୃତ, ତଦନ୍ତ ଆରମ୍ଭ

ଜେଏମଜେ ବ୍ୟୁରୋ : ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଫ ସିରପ ପିଇ ୧୧ ଶିଶୁଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି। ମଧ୍ୟପ୍ରଦେଶର ଛିନ୍ଦୱାଡାରେ ସର୍ବାଧିକ ମୃତ୍ୟୁ ରିପୋର୍ଟ ହୋଇଛି। କଫ ସିରପ ଖାଇବା ପରେ କିଡନୀ ଫେଲ ହେବା ଯୋଗୁଁ ଗତ…

ଆଗାମୀ ସପ୍ତାହରେ ବ୍ରହ୍ମପୁରରୁ ଆରମ୍ଭ ହେବ ଅମୃତ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ଜେଏମଜେ ବ୍ୟୁରୋ : ବ୍ରହ୍ମପୁର-ସୁରତ (ଉଧନା)-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାକୁ ଶୁକ୍ରବାର ଦିନ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଥିବା ନେଇ ପୂର୍ବତଟ ରେଳପଥ ସୂଚନା ଦେଇଛି। ପ୍ରତି ରବିବାର ଉଧନାରୁ ଏବଂ ପ୍ରତି ସୋମବାର ବ୍ରହ୍ମପୁରରୁ ଏହି…

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ଜେଏମଜେ ବ୍ୟୁରୋ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜନସମ୍ପର୍କ ଅଭିଯାନ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନତା ମଇଦାନ ଗାନ୍ଧୀ ପାର୍କରେ ଜାତିର…