ମୃତ ବ୍ୟକ୍ତିଙ୍କ ନାଁରେ ବିଲ୍ ବକେୟା ଥିଲେ ତାଙ୍କ ପରପିଢ଼ିଙ୍କୁ ରିହାତି ଦିଆଯାଇ ବିଦ୍ୟୁତ ସଂଯୋଗ କରାଯିବ

ଭୁବନେଶ୍ବର ୧୯।୮:  ଜେଏମଜେ ବ୍ୟୁରୋ : ଶକ୍ତି ବିଭାଗର ଗୃହ କମିଟି ବୈଠକରେ ବିଦ୍ୟୁତ ବିଲ୍ ଓ ସ୍ମାର୍ଟ ମିଟରକୁ ନେଇ ଉଦବେଗ । ତାପଜ ବିଦ୍ୟୁତ ଅପେକ୍ଷା ଜଳ ବିଦ୍ୟୁତ, ସୌର ବିଦ୍ୟୁତ ଏବଂ ପବନ ବିଦ୍ୟୁତ ଉତ୍ପାଦନ ବୃଦ୍ଧି କରିବା ପାଇଁ ଶକ୍ତି ବିଭାଗକୁ…

ନବୀନ ପଟ୍ଟନାୟକ ଙ୍କ ବିରୁଦ୍ଧରେ ଜୟନାରାୟଣ ଙ୍କ ବିସ୍ପୋରକ ବୟାନ.

ଜେଏମଜେ ବ୍ୟୁରୋ : ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏକ ବିସ୍ଫୋରକ ବୟାନ ଦେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଜୟନାରାୟଣ ଅଭିଯୋଗ କରିଛନ୍ତି ଯେ ନବୀନ ପଟ୍ଟନାୟକ ତାଙ୍କୁ ହତ୍ୟା କରିବାକୁ…

ଟଳିଲା ବଡ଼ ଅଘଟଣ : ମଞ୍ଚରୁ ଓହ୍ଲାଇବାର କିଛି ମିନିଟ୍ ପରେ ଭୁଶୁଡ଼ିଲା ରାଜ୍ୟପାଳଙ୍କ ମଞ୍ଚ.

ଜେଏମଜେ ବ୍ୟୁରୋ : ରାଜ୍ୟପାଳଙ୍କ ସଭାରେ ଅଘଟଣ । ମଞ୍ଚରୁ ଓହ୍ଲାଇଲେ ରାଜ୍ୟପାଳ, ଭୁଶୁଡ଼ିଲା ମଞ୍ଚ । ରାଜ୍ୟପାଳଙ୍କ ମଞ୍ଚରୁ ଓହ୍ଲାଇବାର କିଛି ସମୟ ପରେ ମଞ୍ଚର ପଛ ପାର୍ଶ୍ବ ଭୁଶୁଡ଼ି ପଡ଼ିଥିଲା । ପ୍ରବଳ ବର୍ଷା ପାଇଁ ମଞ୍ଚଟି ଭୁଶୁଡ଼ି ପଡ଼ିଥିବା ଜଣାପଡିଛି ।  ସୂଚନାଯୋଗ୍ୟ ଯେ, ଭଦ୍ରକ…

ପୂର୍ବତନ ସୁପ୍ରିମକୋର୍ଟ ଜଜ୍ ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡି ବ୍ଲକ୍‌ର ଉପରାଷ୍ଟ୍ରପତି ପ୍ରାର୍ଥୀ

ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିରୋଧୀ ଇଣ୍ଡି ମେଣ୍ଟ । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ଇଣ୍ଡି ମେଣ୍ଟ ପ୍ରାର୍ଥୀ କରିଛି। ସେ ସିଧାସଳଖ ଶାସକ ଦଳ ପ୍ରାର୍ଥୀ ଏବଂ ବିଜେପି…

୩ଦିନ ଧରି ସୁସ୍ଥ ନଥିଲେ ନବୀନ!

ଜେଏମଜେ ବ୍ୟୁରୋ : ୩ଦିନ ଧରି ସୁସ୍ଥ ନଥିଲେ ନବୀନ! ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି ଯେ, ବିଗତ ୩ଦିନ ଧରି ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଦେଇଥିଲା । ତେବେ ଆଜି ପୂର୍ବାହ୍ନରେ ନବୀନ ଅଧିକ ଅସୁସ୍ଥ ଅନୁଭବ କରିବାରୁ ୨ଜଣ…

ହସ୍ପିଟାଲ ବାହାରେ ସମର୍ଥକଙ୍କ ଭିଡ଼: ନବୀନଙ୍କୁ ଦେଖା କରିବାକୁ ବାରଣ କରୁଛି କିଏ ?

ଜେଏମଜେ ବ୍ୟୁରୋ : ନବୀନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଜଣାପଡ଼ିବା ପରେ ହଜାର ହଜାର ସମର୍ଥକଙ୍କ ହସ୍ପିଟାଲ ବାହାରେ ଭିଡ଼ ଲାଗିଛି । ବିଜେଡି ସମର୍ଥକମାନେ ହସ୍ପିଟାଲ ବାହାରେ ଏକତ୍ରିତ ହୋଇ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଥିବାବେଳେ ହସ୍ପିଟାଲh…

ନବୀନ ଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ କାହିଁକି ଏତେ ଅବହେଳା ଓ କ’ଣ ଲୁଚାଇବାକୁ ହେଉଛି ପ୍ରୟାସ?

ଜେଏମଜେ ବ୍ୟୁରୋ : କାହିଁକି ଏତେ ଅବହେଳା ଓ କ’ଣ ଲୁଚାଇବାକୁ ହେଉଛି ପ୍ରୟାସ? ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଜଣେ ଲୋକପ୍ରିୟ ନେତା । ବୟସାଧିକ୍ୟ ଯୋଗୁ ଅସୁସ୍ଥ ଥିବା…

ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୋପନୀୟତା କାହିଁକି?

ଜେଏମଜେ ବ୍ୟୁରୋ : ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୋପନୀୟତା କାହିଁକି୭୯ବର୍ଷୀୟ ନବୀନ ପଟ୍ଟନାୟକଙ୍କଙ୍କର ଜୁନ୍ ୨୨ତାରିଖରେ ସର୍ଭ୍ରିକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର କରାଯାଇଥିବା ନେଇ ତାଙ୍କ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଡାକ୍ତର ରାଜଶେଖରଙ୍କ ନେୃତୃତ୍ୱରେ ଓ…

ସାତ ଦିନ ଭିତରେ ସତ୍ୟପାଠ ଦିଅ, ନଚେତ୍ ସାରା ଦେଶକୁ କ୍ଷମା ମାଗ।

ଜେଏମଜେ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ବଡ଼ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ କହିଛନ୍ତି ଯେ, ନର୍ବାଚନ ଆୟୋଗ ଓ…

ଭୋଟ୍ ଚୋରି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ପ୍ରେସମିଟରେ ସ୍ପଷ୍ଟୀକରଣ: ଆମେ ପକ୍ଷ ନୁହେଁ, ବିପକ୍ଷ ନୁହେଁ….ଆମେ କେବଳ ସମକକ୍ଷ.

ଜେଏମଜେ ବ୍ୟୁରୋ : ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ଶେଷରେ ପ୍ରେସମିଟ୍ କରି ସ୍ପଷ୍ଟୀକରଣ ରଖିଛନ୍ତି ନିର୍ବାଚନ ଆୟୋଗ । ବିହାରରେ କରାଯାଇଥିବା ଏସଆଇଆରକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇବା ପରେ ଏହାର ଜବାବ ରଖିଛନ୍ତି ନିର୍ବାଚନ ଆୟୋଗ । ସ୍ପଷ୍ଟ…