ତିନି ଘରୋଇ ବ୍ୟାଙ୍କ ସହ କାରବାର ନେଇ ଅର୍ଥ ବିଭାଗର ୟୁ-ଟର୍ଣ୍ଣ

ଜେଏମଜେ ବ୍ୟୁରୋ : ତିନି ଘରୋଇ ବ୍ୟାଙ୍କ ସହ କାରବାର ନେଇ ଅର୍ଥ ବିଭାଗର ୟୁ-ଟର୍ଣ୍ଣ। ପରିଣାମକୁ ଆକଳନ ନ କରି ଲୋକ ଦେଖାଣିଆ ଭାବେ ନିର୍ଦ୍ଦେଶନାମା ଜାରି କରିଥିଲା ଅର୍ଥ ବିଭାଗ। ଏବେ ନେଡି ଗୁଡ କହୁଣୀକୁ ବୋହିଗଲା ପରେ…

କେନ୍ଦ୍ର ସରକାରଙ୍କ ନୂଆ ନିୟମ: ଏଣିକି ଦୁଇଚକିଆ ଯାନରେ ଲାଗିବ ଟୋଲ ଟ୍ୟାକ୍ସ

ଜେଏମଜେ ବ୍ୟୁରୋ: ଜାତୀୟ ରାଜପଥରେ ଯାତାୟାତ କରୁଥିବା ଦୁଇଚକିଆ ଯାନକୁ ନେଇ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ, ଜାତୀୟ ରାଜପଥର ଟୋଲରେ ଏଣିକି ଦୁଇଚକିଆ ଯାନଗୁଡ଼ିକୁ ମଧ୍ୟ ଟ୍ୟାକ୍ସ ଦେବାକୁ ପଡ଼ିବ । ଜୁଲାଇ ୧୫ ତାରିଖରୁ…

କୋଟିଆ ରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ସୀମାନ୍ତ କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ! ପ୍ରଥମଥର ପାଇଁ କୋଟିଆରେ ହେବ ରଥଯାତ୍ରା । ଯେଉଁଥରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଏକାଧିକ ମନ୍ତ୍ରୀ ସାମିଲ ହେବେ ।ଆସନ୍ତାକାଲି ସୁଦ୍ଧା କାର୍ଯ୍ୟକ୍ରମ ଚୂଡ଼ାନ୍ତ…

ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା-ଅବକାରୀ ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ରାଜ୍ୟକୁ ସମ୍ପୁଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ଅବକାରୀ ମନ୍ତ୍ରୀଙ୍କ ଅପିଲ ରହିଛି । “ଚଳିତ ବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ବିଭିନ୍ନ…

ବାହାର ଠିକାଦାରଙ୍କୁ ‘ମୋହନ’ ଛାଟ, ଆଉଟସୋର୍ସିଂ ସଂସ୍ଥାକୁ ହଟାଇବାକୁ ଯୋଜନା

ଜେଏମଜେ ବ୍ୟୁରୋ: ବାହାର ଠିକାଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍‌ । ୧୦ ବର୍ଷର ଫାଇଲ୍ ଖୋଜି ଇଞ୍ଜିନିୟରିଂ କାମ କରୁଥିବା ଆଉଟ୍‌ସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ…

ଜୁନ ରୁ ଅଗଷ୍ଟ ମଧ୍ୟରେ ଜିଲ୍ଲା ସହ ପଞ୍ଚାୟତ ଓ ବ୍ଲକ୍‌କୁ ଯିବେ ସଚିବ

ଜେଏମଜେ ବ୍ୟୁରୋ : ଜିଲ୍ଲା ସହ ପଞ୍ଚାୟତ ଓ ବ୍ଲକ୍କୁ ଯିବେ ସଚିବ । ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଜୁନ୍ରୁ ଅଗଷ୍ଟ ମାସ ମଧ୍ୟରେ ସଚିବ ମାନେ ଗସ୍ତ କରିବେ । ସଚିବ ମାନେ ୨ରୁ ୩…

ଇ-ରେଜିଷ୍ଟ୍ରେସନ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ: ଘରେ ବସି ମିଳିବ ରାଜସ୍ବ ସେବା

ଜେଏମଜେ ବ୍ୟୁରୋ : ରାଜସ୍ବ ସେବା ପାଇଁ ଉଦ୍ଦିଷ୍ଟ ଇ -ରେଜିଷ୍ଟେସନ ଆପ୍ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଣିକି ଗୋଟିଏ ମୋବାଇଲ୍ ଆପରେ ମିଳିବ ସମସ୍ତ ରାଜସ୍ବ ସେବା। ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ…

ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ; ବିଶ୍ବହିନ୍ଦୁ ପରିଷଦ ନେତା ଭବାନୀ ଶଙ୍କର ଦାସ ସମେତ ୨ ମହିଳା ଗିରଫ

ଜେଏମଜେ ବ୍ୟୁରୋ : ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା ସାରା ବିଶ୍ବରେ ଓଡ଼ିଶାକୁ ଲଜ୍ଜିତ କରିଥିବା ବେଳେ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ବ୍ରହ୍ମପୁର ସହରରେ ଜଣେ ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ ହୋଇଥିବା ନେଇ ବୈଦ୍ୟନାଥପୁର…

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ: ଆଗକୁ ‘ଆମ ଶାସନ’ ବ୍ୟବସ୍ଥା

ଭୁବନେଶ୍ୱର : (ଜେଏମଜେ ନ୍ୟୁଜ) ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜନକୈନ୍ଦ୍ରିକ ଶାସନ ପରିଚାଳନା ପାଇଁ ବୈଷୟିକ ଜ୍ଞାନ କୌଶଳର ବ୍ୟାପକ ବ୍ୟବହାର ଉପରେ ମୁଖ୍ୟ…

ପୋଲିସ ଉପସ୍ଥିତିରେ ତହସିଲଦାରଙ୍କୁ ମାଡ଼

ଜେଏମଜେ ବ୍ୟୁରୋ : ପୋଲିସ ଉପସ୍ଥିତିରେ ତହସିଲଦାରଙ୍କୁ ମାଡ଼ । ମାଡ ମାରିବା ପରେ ଘୋଷାଡି ଘୋଷାଡି ନେଲେ ଉତ୍ତ୍ୟକ୍ତ ଲୋକ । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ତିତିରି ଅଞ୍ଚଳରେ ଜବର ଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା । ତିତିରି…