ହୋଇପାରୁନି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣା : ଜନୈତିକ ରଣନୀତି ନା ମିଳୁନି ସହମତି?

Spread the love

ଭାରତୀୟ ଜନତା ପାର୍ଟି (ବିଜେପି) ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା ସ୍ଥଗିତ ରଖିଛି। ଉପରାଷ୍ଟ୍ରପତି ନିର୍ବାଚନ ପରେ ଘୋଷଣା ହେବ। ଏହା ରାଜନୈତିକ ରଣନୀତି ବୋଲି ଜଣାପଡ଼ୁଛି। ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୪ ଲୋକସଭା ନିର୍ବାଚନ ପରେ ଶେଷ ହେବାର ଥିଲା। କିନ୍ତୁ ସେପ୍ଟେମ୍ବରରେ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହା ସ୍ଥଗିତ ରଖାଯାଇଛି। ବିହାର ନିର୍ବାଚନ ଆଗରୁ ଏହା ଘୋଷଣା ହେବ ବୋଲି ସୂଚନା ରହିଛି।

ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଗୁରୁତ୍ୱପୂର୍ଣ୍ଣ। ଏନଡିଏର ରାଜ୍ୟସଭା ସଂଖ୍ୟା ମଜବୁତ ସ୍ଥିତିରେ ରହିଛି । ଜଣେ ବରିଷ୍ଠ ନେତା କହିଛନ୍ତି, “ନୂଆ ଅଧ୍ୟକ୍ଷ ରାଜ୍ୟସ୍ତରୀୟ ନୀତି ପରିବର୍ତ୍ତନ ଓ କାର୍ଯ୍ୟକର୍ତ୍ତା ରଣନୀତିରେ ପରିବର୍ତ୍ତନ ଆଣିବେ। ଏବେ ଦଳ ଏକତା ଓ ସ୍ଥିରତା ଚାହୁଁଛି।” ବିହାର ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାସ୍ କରାଇବା ଜରୁରି।

ଦଳ ଭିତରେ ନେତୃତ୍ୱ ଚୟନ ପାଇଁ ଅନେକ ନାମ ଚର୍ଚ୍ଚା ହେଉଛି। ସଙ୍ଗଠନ ଦକ୍ଷତା, ପ୍ରଶାସନିକ କ୍ଷମତା, ଆରଏସଏସ ସ୍ୱୀକୃତି ଓ ନିର୍ବାଚନୀ ଅଭିଜ୍ଞତା ଗୁରୁତ୍ୱପୂର୍ଣ୍ଣ। ମୋଦୀ-ଶାହାଙ୍କ ୨୦୨୯ ଦୂରଦୃଷ୍ଟି ସହ ମେଳ ଖାଉଥିବା ନେତା ଚୟନ ହେବେ।

ବିଜେପି ନୂଆ ନେତୃତ୍ୱ ଗଢ଼ିବାକୁ ଚାହୁଁଛି। ଜାତି, ଆଞ୍ଚଳିକ ଓ ନୂଆ ପିଢ଼ିର ସନ୍ତୁଳନ ରକ୍ଷା କରାଯିବ। ଉପରାଷ୍ଟ୍ରପତି ନିର୍ବାଚନରେ ମିଳିତ ଦଳଙ୍କ ସମର୍ଥନ ଜରୁରି। ଏହି ବିଳମ୍ବ ଗୋଷ୍ଠୀ ବିବାଦକୁ ଏଡ଼ାଇବ। ୨୦୨୭ ରାଷ୍ଟ୍ରପତି ନିର୍ବାଚନକୁ ନଜରରେ ରଖି ଦଳ ଚାଲୁଥିବା କୁହାଯାଉଛି।

ଉପରାଷ୍ଟ୍ରପତି ନିର୍ବାଚନ ପରେ ଶୀର୍ଷ ପରିବର୍ତ୍ତନ ହେବ। କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ମଧ୍ୟରେ ଅଦଳ ବଦଳ ହୋଇପାରେ। ବିଜେପି ସଂସଦୀୟ ରଣନୀତିକୁ ଅଗ୍ରାଧିକାର ଦେଇ ନିଷ୍ପତ୍ତି ନେବ ବୋଲି ସୂଚନା ରହିଛି।

  • jmjnewso

    Related Posts

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ କାମରେ ବଡ଼ ଗଡ଼ବଡ଼ର ଅଭିଯୋଗ । ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ତିନି ସାଂସଦ । ସଙ୍ଗୀତା ସିଂଦେଓ, ବଳଭଦ୍ର ମାଝୀ,ଓ ପାଣିଗ୍ରାହୀଙ୍କ ଚିଠି । ତେବେ ଚିଠିରେ କେଉଁ ସାଂସଦ କଣ…

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 41 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ