ଉଦ୍ୟମିତା ପ୍ରୋତ୍ସାହନ ସ୍ବାବଲମ୍ବୀ ସଚେତନ କାର୍ଯକ୍ରମ ଅନୁଷ୍ଠିତ.

Spread the love

ଜେଏମଜେ ବ୍ୟୁରୋ : ଉଦ୍ୟମିତା ପ୍ରୋତ୍ସାହନ ସ୍ବାବଲମ୍ବୀ ସଚେତନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।
ସ୍ବାବଲମ୍ବୀ ଭାରତ ଅଭିଯାନ ଗଞ୍ଜାମ ଜିଲ୍ଲା ପକ୍ଷରୁ ପୋଲସରା ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସ୍ବାବଲମ୍ବୀ ଭାରତ ଅଭିଯାନ ପକ୍ଷରୁ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ଏହି ଅବସର ରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଅଞ୍ଚଳ ରେ କିପରି ସ୍ବାବଲମ୍ବୀ ହୋଇ ପାରିବେ ସେ ନେଇ ଆଲୋଚନା ହୋଇ ଅଛି । ଏହି ଅବସର ରେ ରାକେଶ ଜେନା ସ୍ବାବଲମ୍ବୀ ଭାରତ ଅଭିଯାନ ଗଞ୍ଜାମ ଜିଲ୍ଲା ଯୁବ ପ୍ରମୁଖ, ସନ୍ତୋଷ କୁମାର ପାଢ଼ୀ ପ୍ରଧାନ ଅର୍ଚଯ୍ୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପୋଲସରା, ଅମୂଲ୍ୟ କୁମାର ସାହୁ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଜିଲ୍ଲା ସମ୍ପ୍ରକ ପ୍ରମୂଖ, ସୁବ୍ରତ ବେହେରା, ରାଷ୍ଟ୍ରୀୟ ବଜରଙ୍ଗ ଦଳ ଗଞ୍ଜାମ ଜିଲ୍ଲା ଗୋ ସୁରକ୍ଷା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆଗକୁ ବର୍ତ୍ତମାନର ଛାତ୍ର ଛାତ୍ରୀ ଆଗକୁ ନୂତନ ଯୁବ ପିଢ଼ି ହୋଇ ଗଢ଼ି ଉଠିବାକୁ ଯାଉଥିବା କିପରି ନିଜର ଭବିଷ୍ୟତ ଗଢ଼ିବା ସହିତ ରୋଜଗାର କ୍ଷମ ହୋଇ ପାରିବେ ତାହାକୁ ନେଇ ନିଜର ମତ ରଖିଥିଲେ। ଉକ୍ତ ସମୟରେ ବିଭିନ୍ନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ପରିସେଶରେ ସୋନୁ ଜେନା ଧନ୍ୟବାଦ୍ ପ୍ରସ୍ତାବ ଆଗତ କରିଥିଲେ।

  • jmjnewso

    Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    କଟକ ରେ ମହାମହିମ

    ବିହାର ଉପନିର୍ବାଚନ ରେ ବିଜେପି ପରାଜୟ

    ଗଞ୍ଜାମ ଆସୁଛନ୍ତି ରାଷ୍ଟ୍ରପତି

    04 ଅଗଷ୍ଟ 2026:ଜନତା ମାଗେ ଜବାବ

    ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର

    ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର

    ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ

    ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ