ଆରମ୍ଭ ହୋଇଛି ପାର୍ବଣ, ବିଭିନ୍ନ ଶକ୍ତି ଓ ଦେବୀ ପୀଠରେ ଆରମ୍ଭ ହୋଇଯାଇଛି ଷୋଡ଼ଶ ଉପଚାର ପୂଜାର୍ଚ୍ଚନା..

Spread the love

ଜେଏମଜେ ବ୍ୟୁରୋ : ଆଜି ଠାରୁ ବିଭିନ୍ନ ଶକ୍ତି ପୀଠ ଓ ଦେବୀ ପୀଠ ମାନଙ୍କରେ ଦୁର୍ଗା ଉତ୍ସବ ପାଇଁ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା କରାଯାଉଛି । ଖୋର୍ଦ୍ଧା ଜିଲ୍ଲାର ବାଣପୁରର ମା’ ଭଗବତୀ ମନ୍ଦିର, ଭୁଷଣ୍ଡପୁରର ମା’ ଉଗ୍ରତାରା ମନ୍ଦିର, ଟାଙ୍ଗୀ ଗ୍ରାମର ମା’ ଚଣ୍ଡୀ ମନ୍ଦିର ଓ ମା’ ମଙ୍ଗଳା ମନ୍ଦିର, କଟକ ର ଚଣ୍ଡୀ ମନ୍ଦିର, ଗଞ୍ଜାମ ତାରାତାରିଣୀ, ଭୈରବୀ, ମା ନାରାୟଣୀ ଙ୍କ ମନ୍ଦିରରେ ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ୱାରା ଦୁର୍ଗାତ୍ସୋବ ନିମିତ୍ତ ଆଜି ଠାରୁ ଶହସ୍ତ୍ର କୁମ୍ଭ ବରଣ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।
ପୁରପଲ୍ଲୀର ସମସ୍ତ ଦେବୀ ପୀଠ ଓ ଶକ୍ତି ପୀଠ ମାନଙ୍କରେ ଏହି ପୂଜା କରାଯାଏ । ତେଣୁ ପ୍ରତ୍ୟେକ ଦେବୀ ପୀଠ ମାନଙ୍କରେ ଭକ୍ତମାନଙ୍କ ଗହଳି ଚହଳି ଦେଖିବାକୁ ମିଳିଥାଏ । ଜଗତଜନନୀ ମା’ ଦୁର୍ଗା ଧରାବତରଣ କରିଥାନ୍ତି ତେଣୁ ଦୁର୍ଗାତ୍ସୋବ ପାଳନ ପାଇଁ ଆଜି ଠାରୁ ୧୬ଦିନ ବ୍ୟାପୀ ଦେବୀ ମା’ ବିଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଉତ୍ସବ ମୁଖର ହୋଇଯାଇଛି ଶକ୍ତି ପୀଠ.।ମାନସିକଧାରୀ ମା’ଙ୍କର ଆଶିଷ ପାଇବା ପାଇଁ ବ୍ରତ ପାଳନ କରିଥାନ୍ତି ।

  • jmjnewso

    Related Posts

    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    Spread the love

    Spread the loveକୋରାପୁଟ : ଜେଏମଜେ ନ୍ୟୁଜ : ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗକୁ ନେଇ UG ପ୍ରଥମ ବର୍ଷ ଦ୍ୱିତୀୟ ସେମିଷ୍ଟର ଇଂରାଜୀ ପରୀକ୍ଷା ସ୍ଥଗିତ କରାଯାଇଛି ।ଆଜି ଅପରାହ୍ନ ୨ଟାରେ ପରୀକ୍ଷା ହେବାକୁ ଥିବା…

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    Leave a Reply

    Your email address will not be published. Required fields are marked *

    You Missed

    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ

    • By jmjnewso
    • September 19, 2026
    • 27 views
    ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ:  ସରକାରଙ୍କୁ ଘେରିବେ ବିରୋଧୀ

    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    • By jmjnewso
    • September 19, 2026
    • 37 views
    ପଞ୍ଚାୟତ ସମିତି ବୈଠକରେ ବିଜେପି ନେତା ମୁହାଁମୁହିଁ

    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    • By jmjnewso
    • September 19, 2026
    • 28 views
    ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ସ୍ଥଗିତ

    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    • By jmjnewso
    • September 19, 2026
    • 56 views
    ସକ୍ରିୟ ହେଉଛି ବାତ୍ୟା ‘ଅର୍ଣ୍ଣବ’!

    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    • By jmjnewso
    • September 18, 2026
    • 70 views
    ଆଇଏଏସ ସ୍ତରରେ ପୁଣି ଅଦଳବଦଳ

    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

    • By jmjnewso
    • September 18, 2026
    • 48 views
    “ନଶାମୁକ୍ତ ଭାରତ ଅଭିଯାନ” ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା