ଶ୍ରଦ୍ଧା ଫାଉଣ୍ଡେସନ ” ତରଫରୁ ଅସହାୟ ଦିବ୍ୟାଙ୍ଗ ପରିବାରଙ୍କୁ ସହାୟତା ପ୍ରଦାନ

Spread the love

ବ୍ରହ୍ମପୁର (ଜେଏମଜେ ନ୍ୟୁଜ ): ସହରର ଅଗ୍ରଣୀ ସମାଜସେବା ଅନୁଷ୍ଠାନ “ଶ୍ରଦ୍ଧା ଫାଉଣ୍ଡେସନ ” ତରଫରୁ ରାଧାକୃଷ୍ଣ ବିଲ ସାହିରେ ରହୁଥିବା ଭି. ଜାନକୀ ରାଓ ଓ ତାଙ୍କ ଦିବ୍ୟାଙ୍ଗ ପୁଅ ଅସହାୟ ହୋଇ ଫାଉଣ୍ଡେସନକୁ ସହାୟତା ପାଇଁ ଅନୁରୋଧ କରିବା ପରେ, ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ତାଙ୍କରି ଚଳିବା ନିମନ୍ତେ ଦୁଇ ମାସର ରାସନ ସାମଗ୍ରୀ ପ୍ରଦାନ କରାଯାଇଥିବା ଜଣାଯାଇଛି..

ଏଭଳି ସେବା କାର୍ଯ୍ୟକ୍ରମ ରେ ସଭାପତି ପ୍ରଣବ କୁମାର ପଣ୍ଡା, ଉପ ସଭାପତି ସସ୍ମିତା ପାଢ଼ୀ, ସମ୍ପାଦିକା ଶ୍ରଦ୍ଧାଞ୍ଜଳି ପାଢ଼ୀ, କୋଷାଧ୍ୟକ୍ଷ ରାଇରଞ୍ଜନ ନନ୍ଦ, ସାଂସ୍କୃତିକ ସମ୍ପାଦକ ଯତୀନ୍ଦ୍ର କୁମାର ତ୍ରିପାଠୀ, କାର୍ଯକାରିଣୀ ସଭ୍ୟ ଡ଼କ୍ଟର ସୁରଜିତ ପାଣିଗ୍ରାହୀ ଏବଂ ମନୋଜ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ସ୍ଥାନୀୟ କର୍ପୋରେଟର ଡି କରୁଣାକର, ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ ଓ କୈଳାଶ ଚୌଧୁରୀ ଉପସ୍ଥିତ ଥିବା ଜଣାଯାଇଛି.
ବ୍ରହ୍ମପୁର ରୁ ବିଭୁତି ଶତପଥୀ ଙ୍କ ରିପୋର୍ଟ..

  • jmjnewso

    Related Posts

    ବିଧାୟିକାଙ୍କ ଅଭିଯୋଗକୁ SPଙ୍କ ଖଣ୍ଡନ…

    Spread the love

    Spread the love-ବିଧାୟିକା ମନୋରମା ମହାନ୍ତିଙ୍କ ଅଭିଯୋଗକୁ କଳାହାଣ୍ଡି ଏସ୍‌ପିଙ୍କ ଖଣ୍ଡନ-ପରିବାର ଲୋକଙ୍କୁ ଗାଳିଗୁଲଜ ନେଇ କରିଥିବା ଅଭିଯୋଗ ଠିକ୍‌ ନୁହେଁ-ନିୟମ ଅନୁସାରେ ପୋଲିସ ବିଧାୟକଙ୍କ ସ୍ବାମୀକୁ ପଚରାଉଚରା ପାଇଁ ଯାଇଥିଲା

    ଅର୍ଥନୀତି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

    Spread the love

    Spread the loveଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗ ଓ ସେଣ୍ଟର ଅଫ ସୋସିଆଲ ଏସକେଲୁସନ ଏଣ୍ଡ ଇଂକ୍ଲୁସିବ ପଲିସି ଏବଂ ଓଡ଼ିଶା ସରକାରଙ୍କ ପି ଏମ -ଉଷା ମିଳିତରେ…

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର