ବାରବାଟିରେ ଡିସେମ୍ବର ୯ ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦ ମ୍ୟାଚ୍ ପାଇଁ ବସିଲା ପ୍ରସ୍ତୁତି ବୈଠକ

Spread the love

ଜେଏମଜେ ବ୍ୟୁରୋ :ବାରବାଟି ରେ ଡିସେମ୍ବର ୯ ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦ ମ୍ୟାଚ୍ ପାଇଁ ବସିଲା ପ୍ରସ୍ତୁତି ବୈଠକ । କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ବସିଥିଲା ଏହି ବୈଠକ। ଏହି ବୈଠକ ରେ ସି ଏମ୍ ସି କମିଶନର ,ଓ ସି ଏ ସମ୍ପାଦକ, ଅଲମ୍ପିକ୍ସ ଆସୋସିଏସନ୍ ର ସମ୍ପାଦକ ଙ୍କ ଙ୍କ ସହ ଅନ୍ୟ କ୍ରୀଡା ସଂଗଠକ ଓ ବିଭିନ୍ନ ବିଭାଗ ରେ ଅଧିକାରୀ ମାନେ ସାମିଲ ଥିଲେ।ଶୃଙ୍ଖଳିତ ଭାବେ ମ୍ୟାଚ୍ ଆୟୋଜନ ପାଇଁ କରାଯାଇଥିଲା ଆଲୋଚନା।

ତଳ ବାଲିଯାତ୍ରା ପଡିଆ ରେ ଗାଡି ପାର୍କିଂ କରାଯିବ।ମ୍ୟାଚ୍ ସମୟରେ ଏକ ଗ୍ରୀନ କରିଡ଼ର ରଖାଯିବ। କୌଣସି ଅପ୍ରିତୀକର ପରିସ୍ଥିତି କୁ ଦୃଷ୍ଟିରେ ରଖି ଏସ ସି ବି ରେ ୨୦ ଟି ବେଡ୍ କୁ ପ୍ରସ୍ତୁତ ରଖାଯିବ।

ଟିକେଟ ବିକ୍ରି ବେଳେ ଗହଳି ନହେବା ପାଇଁ ଲମ୍ବା ଧାଡ଼ି କରାଯିବ। ସେହିଭଳି ଟିକେଟ ବିକ୍ରି ସମୟରେ କିଭଳି କଳା ବଜାରି ନହେବ ଓ ଟିକେଟ କିଣିବାକୁ ଆସୁଥିବା ଲୋକ ଙ୍କୁ ପାଣି ଓ ଗ୍ଲୁକୋଜ ବଣ୍ଟନ କରାଯିବକଟକ ଇନ୍ କଟକ ରେ ଫ୍ୟାନ ଗ୍ୟଲେରୀ ତିଆରି ହେବ। ସୂଚନା ଦେଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ୍ ସୀନ୍ଧେ।

  • jmjnewso

    Related Posts

    ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ

    Spread the love

    Spread the loveବେଗୁନିଆପଡା : ଜେଏମଜେ ନ୍ୟୁଜ : ବେଗୁନିଆପଡା ବାପୁଜୀ ଷ୍ଟାଡିୟମ ଠାରେ ପାୟୋନିୟର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଶନିବାର ଦିନ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି. ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର…

    ବ୍ରହ୍ମପୁରରେ ସାଂସଦ ଖେଳ ମହୋତ୍ସବ ଉଦ୍ଘାଟିତଭାଗ ନେବେ ୧୦୧ଟି ଦଳ, ୨୦୪୪ ଖେଳାଳୀ

    Spread the love

    Spread the loveବ୍ରହ୍ମପୁରରେ :(ଜେଏମଜେ ନ୍ୟୁଜ ): ସାଂସଦ ଖେଳ ମହୋତ୍ସବ ଉଦ୍ଘାଟିତହୋଇଯାଇଛି. ଭାଗ ନେବେ ୧୦୧ଟି ଦଳ, ୨୦୪୪ ଖେଳାଳୀ..ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ସ୍ପୋର୍ଟ୍ସ ଏରିନା (କ୍ରୀଡା ମଞ୍ଚ) ଠାରେ ସାଂସଦ ଖେଳ ମହୋତ୍ସବ ୨୦୨୫ ଉଦ୍ଘାଟିତ…

    Leave a Reply

    Your email address will not be published. Required fields are marked *

    You Missed

    ନବୀନଙ୍କ ପାଖରୁ ଫାଇଲ ଫେରିନି: ରାଜସ୍ୱ ମନ୍ତ୍ରୀ

    ନବୀନଙ୍କ ପାଖରୁ ଫାଇଲ ଫେରିନି: ରାଜସ୍ୱ ମନ୍ତ୍ରୀ

    ନବୀନଙ୍କ ବିରୋଧରେ ପୋଲିସ ଲଗାଇଲେ ମୋହନ

    ନବୀନଙ୍କ ବିରୋଧରେ ପୋଲିସ ଲଗାଇଲେ ମୋହନ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।