ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ

Spread the love

ବେଗୁନିଆପଡା : ଜେଏମଜେ ନ୍ୟୁଜ : ବେଗୁନିଆପଡା ବାପୁଜୀ ଷ୍ଟାଡିୟମ ଠାରେ ପାୟୋନିୟର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଶନିବାର ଦିନ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି. ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଉଦଘାଟନ କରିଥିବା ବେଳେ ବିଜେପି ରାଜ୍ୟ ପରିଷଦ ସଦସ୍ୟ ସତୀଶ ରଞ୍ଜନ ତାରିଣୀ, ସରପଞ୍ଚ କାଶୀନାଥ ବେହେରା, ଶିବ ଶଙ୍କର ବାରିକ, ସନ୍ତୋଷ କୁମାର ସ୍ୱାଇଁ, ପଙ୍କଜ କୁମାର ସେଠି, ମୁକୁନ୍ଦ ମାଧବ ସ୍ୱାଇଁ, ବିନୋଦ ଚନ୍ଦ୍ର ଜେନା, ପ୍ରତିମା ପାଢ଼ୀ ସମିତି ସଭ୍ୟା ସୁଚିତ୍ରା ମହାନ୍ତି,  ସମାଜସେବି ଦନାର୍ଦନ ଦାସ, ଶରତ ଚନ୍ଦ୍ର ପାଣ୍ଡି,ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ, ନିରଞ୍ଜନ ପ୍ରଧାନ, ରତନ ବିଷୋୟୀ, ସ୍ଥାନୀୟ  ସଭାପତି ଏ. ମୋହନ ଆଚାରି, କ୍ୟାପଟେନ ଗୋପାଳ କୃଷ୍ଣ ଦୋରା ଯୋଗଦେଇ କ୍ରୀଡାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ  । କ୍ରୀଡା ଦ୍ୱାରା ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ହୋଇ ପାରିବା ସହ ଏକ ବନ୍ଧୁତ୍ୱ ପୂର୍ଣ୍ଣ ପ୍ଲାଟଫର୍ମ ସୃଷ୍ଟି ହୋଇପାରୁଛି  । ପାୟୋନିୟର କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ମାନେ ପରିଚାଳନା କରିଥିଲେ । ଆଜିର ମ୍ୟାଚ ହିଞ୍ଜିଳିକାଟୁ ସହିତ ଧରାକୋଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

କୃଷ୍ଣ ଚନ୍ଦ୍ର ପଲେଇଙ୍କ ରିପୋର୍ଟ..

  • jmjnewso

    Related Posts

    ବ୍ରହ୍ମପୁରରେ ସାଂସଦ ଖେଳ ମହୋତ୍ସବ ଉଦ୍ଘାଟିତଭାଗ ନେବେ ୧୦୧ଟି ଦଳ, ୨୦୪୪ ଖେଳାଳୀ

    Spread the love

    Spread the loveବ୍ରହ୍ମପୁରରେ :(ଜେଏମଜେ ନ୍ୟୁଜ ): ସାଂସଦ ଖେଳ ମହୋତ୍ସବ ଉଦ୍ଘାଟିତହୋଇଯାଇଛି. ଭାଗ ନେବେ ୧୦୧ଟି ଦଳ, ୨୦୪୪ ଖେଳାଳୀ..ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ସ୍ପୋର୍ଟ୍ସ ଏରିନା (କ୍ରୀଡା ମଞ୍ଚ) ଠାରେ ସାଂସଦ ଖେଳ ମହୋତ୍ସବ ୨୦୨୫ ଉଦ୍ଘାଟିତ…

    ବାରବାଟିରେ ଡିସେମ୍ବର ୯ ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦ ମ୍ୟାଚ୍ ପାଇଁ ବସିଲା ପ୍ରସ୍ତୁତି ବୈଠକ

    Spread the love

    Spread the loveଜେଏମଜେ ବ୍ୟୁରୋ :ବାରବାଟି ରେ ଡିସେମ୍ବର ୯ ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦ ମ୍ୟାଚ୍ ପାଇଁ ବସିଲା ପ୍ରସ୍ତୁତି ବୈଠକ । କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ବସିଥିଲା ଏହି ବୈଠକ। ଏହି ବୈଠକ ରେ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 12 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 15 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 25 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 35 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 40 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 35 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ