କାନିସ୍ୱାମୀ ଙ୍କ ଦ୍ୱାରା ସ୍ୱାମୀ ଆୟାପା ଙ୍କ ପୂଜା ଓ କୁକୁମ ପୂଜା ଅନୁଷ୍ଠିତ

Spread the love


ବ୍ରହ୍ମପୁର :(ଜେଏମଜେ ନ୍ୟୁଜ ): ବ୍ରହ୍ମପୁର ଓଁ ବିହାର ସ୍ଥିତ ସ୍ୱାମୀ ଆୟାପା ମନ୍ଦିର ନିକଟରେ ରାମକୃଷ୍ଣ ଆଚାରୀ ଗୁରୁସ୍ୱାମୀ ଓ ଗନ୍ନା ଗୁରୁସ୍ୱାମୀ ଙ୍କ ନେତୃତ୍ୱ ରେ ବହୁ କାନିସ୍ୱାମୀ ନୂତନ ମାଳା ଧାରଣା କରିଥିବା ଏବଂ ଭକ୍ତ ସ୍ୱାମୀ ଆୟାପା ଙ୍କୁ ଆବାହନ କରି ପୂଜା ଆଳତି ନୈବେଦ୍ୟ କରିବା ସହିତ କୁକୁମ ପୂଜା କରିଥିବା ଜଣାଯାଇଛି.। ଏହି ଅବସରରେ କାନିସ୍ୱାମୀ ଙ୍କ ପରିବାର ଓ ମହିଳା ଭକ୍ତ ମାନେ କୁକୁମ ପୂଜା କରି ଆୟାପା ସ୍ୱାମୀ ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ପରିବାର ଓ ଜଗତର ମଙ୍ଗଳ କାମନା କରିଥିଲେ।ଏହି ମାଳା ଧାରଣ ଆଗାମୀ ସଂକ୍ରାନ୍ତି ରେ ସମାପନ ହେବାକୁ ଥିବାରୁ ବହୁ କାନି ସ୍ୱାମୀ ଓ ପରିବାର ଆୟାପା ଙ୍କ ଭକ୍ତି ରେ ସମର୍ପଣ ହୋଉଥିବା ଦେଖିବାକୁ ମିଳିଛି।ଆଖ ପାଖ ଅଞ୍ଚଳରୁ ଏକ ହଜାର ରୁ ଉର୍ଦ୍ଧ ଭକ୍ତ ପ୍ରସାଦ ସେବନ କରିଥିଲେ
ବିଭୁତି ଶତପଥୀଙ୍କ ରିପୋର୍ଟ

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 27 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 31 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 24 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 19 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍