ଖୋଲିଲା ବିବାଦୀୟ ଟେଣ୍ଡର ବାକ୍ସ! ନିରବୀ ଗଲେ ଜିଲ୍ଲାପାଳ.

Spread the love

କୋଦଳା: ଜେଏମଜେ ବ୍ୟୁରୋ: ଗଞ୍ଜାମ ଜିଲ୍ଲା କୋଦଳା NAC ରେ ବିବାଦ ପିଛା ଛାଡୁନଥିବା ବେଳେ. ପୂର୍ତ୍ତ ବିଭାଗ ଜାଗାରେ NAC କରିଥିବା ବେଆଇନ ଟେଣ୍ଡର ଆଜି ଖୋଲିଲା.. ଟେଣ୍ଡର ବେ ନିୟମ ଥିବା ନେଇ ଜିଲ୍ଲାପାଳ, ପିଡି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ସେହି ଟେଣ୍ଡର ବାକ୍ସ ଖୋଲିବା ନେଇ. କୋଦଳା ଅଞ୍ଚଳ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି.. ଯାହା ସୂଚନା ରହିଛି, ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦୁର୍ନୀତି ଏବେ ଚରମ ସୀମାରେ ପହଞ୍ଚି ସାରିଲାଣି।କିଛି ମାସ ତଳେ ପୂର୍ତ୍ତବିଭାଗ ତରଫରୁ ତହସିଲ କ୍ୱାଟର ପରିସରରେ ଫେବର ପକାଇବା ପାଇଁ ଚାରିଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା ।ସେଇ କାମ ବର୍ତମାନ ସୁଦ୍ଧା ହୋଇନଥିବା ବେଳେ ବର୍ତମାନ ସେହି କାମ ପାଇଁ କୋଦଳା ଏନଏସି ତାର ଚିଠି ନମ୍ବର ୩୪୦୫/୨୬.୧୨.୨୦୨୫ ପ୍ରକାରେ ଟେଣ୍ଡର ବିଜ୍ଞପ୍ତି କରି ୭,୮୧,୩୭୦ଟଙ୍କା ଅଟକଳ ମୂଲ୍ୟ ରେ ଯାହାକି ୧୮.୧୨.୨୦୨୫ରେ ସାର୍ବଜନୀନ ହୋଇଥିଲା ।ଏହାର ଶେଷ ତାରିଖ ୨୬.୧୨.୨୦୨୫ ଥିବା ବେଳେ ୨୯.୧୨.୨୦୨୫ଦିନ ୧୧ଘଂଟିକା ସମୟରେ ଓପେନ କରିବା ଧାର୍ଯ୍ୟ କରାଯାଥିଲା।ହେଲେ ବିଜ୍ଞପ୍ତି ଅନୁଯାୟୀ ଆଜି ସେଇ ଟେଣ୍ଡର କୋଦଳା ଏନଏସି ତରଫରୁ ଓପେନ କରାଯାଇଛି।

ଜାଗା ବିବାଦ ସାଙ୍ଗକୁ ବେନିୟମ ଟେଣ୍ଡର ଜାଣି ଜିଲ୍ଲାପାଳ ନୀରବ ରହିଯିବା ଘଟଣା କୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି.. ସେପଟେ ବିବାଦୀୟ ଜାଗା କୁ ନେଇ ଆମ ପ୍ରତିନିଧି ପୂର୍ତ୍ତ ବିଭାଗ ଯନ୍ତ୍ରୀ ଜୟନ୍ତ କୁମାର ପତି ଙ୍କୁ ଯୋଗାଯୋଗ କରିବା ପରେ ସେ କହିଛନ୍ତି କାମ ହେବାକୁ ଥିବା ଜାଗା ଏନ୍ ଏ ସି କୁ ହସ୍ତାନ୍ତର କରାଯାଇନାହିଁ। ହେଲେ ଏବେ ପ୍ରଶ୍ନ ଉଠୁଛି କାହା ବଳରେ କାହା ନିର୍ଦେଶ ରେ କୋଦଳା ଏନଏସି ଏହି ଟେଣ୍ଡର ବାହାର କରି ଟେଣ୍ଡର ଓପେନ କଲା ତାହାକୁ ନେଇ ପ୍ରଶ୍ନ ଉଠିଛି।


ଟେଣ୍ଡର ଦୁର୍ନୀତି କୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହେଲା ଏକ୍ସ ମାଧ୍ୟମରେ ରାଜ୍ୟସରକାର ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରାଗଲା ପରେ ମଧ୍ୟ ମଧ୍ୟ କିଭଳି ଏମିତି ଦୁର୍ନୀତି କୁ ପ୍ରସୟ ଦେଉ ଛନ୍ତି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ? ସେହିପରି ପୂର୍ବରୁ ଗତ ୨୮ ତାରିଖ ରେ ଅନୁରୂପ ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ବେଳେ ଗତ ୨୯ ତାରିଖ ରେ ଜଣେ କାଉସିଲର ତଥା ସାମ୍ବାଦିକ ଭଗବାନ ପାଢ଼ୀ ଙ୍କୁ ଏନଏସି ପରିସରରେ ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନିର୍ଦେଶ ରେ ମାଡ ମାରି ସିସିଟିଭି ଫୁଟେଜ କୁ ଗାୟବ କରିଦେଇଥିଲେ ମଧ୍ୟ ଆଜକୁ ଏକ ମାସ ବିତିଯାଇଥିଲେ ମଧ୍ୟ ଏନଏସି କାର୍ଯ୍ୟାଳୟ ରେ ବର୍ତମାନ ସୁଦ୍ଧା ସିସି ଟିଭି ଲାଗିନାହିଁ

  • jmjnewso

    Related Posts

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    Spread the love

    Spread the loveଧରାକୋଟ : ଜେଏମଜେ ନ୍ୟୁଜ : ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ଢ଼ଉପଦା ଗାଁ ରେ ଦୁର୍ଘଟଣା l ନାବାଳିକା ଉପରେ ମାଡ଼ିଗଲା ଘରୋଇ ବସ୍ l ଘଟଣାସ୍ଥଳରେ ନାବାଳିକା ଙ୍କ ମୃତ୍ୟୁ l ବସ ନେଇ ଚମ୍ପଟ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 65 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ