ଶାସକ ଦଳର ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ କରୁଛି କୋଦଳା ଏନଏସି

Spread the love


କୋଦଳା: ଜେଏମଜେ ନ୍ୟୁଜ: (ଭଗବାନ ପାଢ଼ୀ): ଦୁର୍ନୀତି ରେ ବୁଡି ରହିଥିବା କୋଦଳା ଏନଏସି. ଏବେ ଗଞ୍ଜାମ ଜିଲ୍ଲା ରେ ସର୍ବତ୍ର ଆଲୋଚନା ଚାଲିଥିବା ବେଳେ ପୁଣି ସାଙ୍ଘାତିକ ଭିଡ଼ିଓ ଓ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା. କୁହାଯାଉଛି କୋଦଳା ଏନଏସି ପକ୍ଷରୁ ଗତ ୨୬ଜାନୁଆରୀ ସାଧାରଣତନ୍ତ୍ର ଦିବସ ପାଳନ କରାଗଲା.। କିଛି ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ କିଛି ହିତାଧିକାରୀ ଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଗଲା। କିନ୍ତୁ ଅନୁଷ୍ଠିତ ଜାତୀୟ କାର୍ଯ୍ୟକ୍ରମ ବିଷୟରେ କାଉନସିଲରଙ୍କୁ ଅବଗତ କରାଯାଇନଥିବା ବେଳେ ଶାସକ ବିଜେପି ଦଳୀୟ କର୍ମକର୍ତା ଙ୍କୁ ନିମନ୍ତ୍ରଣ କରି ମଞ୍ଚ ଉପରେ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ହେଲେ କାଉନସିଲ ବୈଠକ ଡାକନଯାଇ କିଏ ନେଲା ନିଷ୍ପତି ଏବଂମୁନ୍ସିପାଲ ଆଇନ ଅନୁଯାୟୀ ବିନା କାଉନସିଲ ବୈଠକ ନିଷ୍ପତି ରେ ଏନଏସି ବ୍ୟୟ କରିବା ଆଇନ ବହିର୍ଭୁତ ହେଉଥିବା ବେଳେ ଜାତୀୟ କାର୍ଯ୍ୟକ୍ରମ କରିବା ଏବେ ଦଳୀୟ କର୍ମକର୍ତା ଙ୍କୁ ନେଇ ଭତ୍ତା ବଣ୍ଟନ କରିବା ଘଟଣା କୁ ନେଇ ଆମ ପ୍ରତିନିଧି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା ନେଇଥିବା ବେଳେ ଏନଏସି ଅଧ୍ୟକ୍ଷ ଙ୍କ ନିର୍ଦେଶ ରେ କରାଗଲା ବୋଲି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।ଏବେ ପ୍ରଶ୍ନ ଉଠୁଛି ଆଇନ ଠାରୁ ଉର୍ଦ୍ଧରେ ରହି ଅଧ୍ୟକ୍ଷ ଙ୍କ ଆଇନ ଉଲଘଂନ କାର୍ଯ୍ୟ କୁ ନେଇ କୋଦଳା ରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏବେ ଏନଏସି କୁ ନିଜ ପୈତୃକ ସମ୍ପତି ଭଳି ବ୍ୟବହାର କରାଯାଉଛି ବୋଲି କିଛି କାଉନ୍ସିଲର ପ୍ରତିକ୍ରିୟା ରେ କହିଛନ୍ତି। ଅନ୍ୟ ପକ୍ଷରେ ଅଧିକାରୀ ଙ୍କ ଜାଣତରେ ସରକାରୀ ତହବିଲ ରୁ ଟଙ୍କା ବ୍ୟୟ କରି ଶାସକ ଦଳର ପ୍ରଚାର ପ୍ରସାର ପାଇଁ କାହିଁକି ହୀନ ରାଜନୀତି କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି କାଉସିଲର ଭଗବାନ ପାଢ଼ୀ ।
ସରକାରୀ ଟଙ୍କା ଅନିୟମିତତା ଅପବ୍ୟବହାର କରି ଦୁର୍ନୀତି ର ଶୀର୍ଷ ରେ ରହି ଆସୁଥିବା କୋଦଳା ଏନଏସି ପ୍ରତି କାହିଁକି ଜିଲ୍ଲା ପ୍ରଶାସନ, ଭିଜିଲାନ୍ସ ଓ ରାଜ୍ୟ ସରକାର ନିରବ? ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି.

  • jmjnewso

    Related Posts

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    Spread the love

    Spread the loveଧରାକୋଟ : ଜେଏମଜେ ନ୍ୟୁଜ : ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ଢ଼ଉପଦା ଗାଁ ରେ ଦୁର୍ଘଟଣା l ନାବାଳିକା ଉପରେ ମାଡ଼ିଗଲା ଘରୋଇ ବସ୍ l ଘଟଣାସ୍ଥଳରେ ନାବାଳିକା ଙ୍କ ମୃତ୍ୟୁ l ବସ ନେଇ ଚମ୍ପଟ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 69 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ