ଆସିକାରେ ଆରମ୍ଭ ହେଲା ଇଟା ଭାଟି ଭଙ୍ଗା ଅଭିଯାନ

Spread the love

ଆସିକା :ଜେଏମଜେ ନ୍ୟୁଜ (ହରିହର ପାଢ଼ୀ ): ଆସିକା ତହସିଲ ଅନ୍ତର୍ଗତ ବାବନପୁର ଏବଂ ଗୁଣ୍ଠପଡା ରାଜସ୍ୱ ନିରୀକ୍ଷକ ଅଧୀନରେ ଥିବା ଇଟା ଭାଟି ଉପରେ ଚଢ଼ାଉ କରି ଇଟା ଭାଟି ଭଙ୍ଗା ଅଭିଯାନ ଆରମ୍ଭ ହୋଇଥିଲା l
ଏହି ଚଢ଼ାଉ କାର୍ଯ୍ୟକ୍ରମ ରେ ତହସିଲଦାର
ସଂଗୀତା ସେନ,ଅତିରିକ୍ତ ତହସିଲଦାର ଅମରେଶ ସାବତ,ପୋଲିସ ପକ୍ଷରୁ କାଳିଚରଣ ପାଢ଼ୀ,ନିରାଳ ମୌଜା ସୁପର ଭାଇଜର ସୁନୀଲ କୁମାର ମହାରଣା, ରାଜସ୍ବ ନିରୀକ୍ଷକ ସୁଧାଂଶୁ ଶେଖର ଗୌଡ଼, ଅମିନ ଜିଲୁ କୁମାର ପ୍ରଧାନ, ସୁନୀଲ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l

ବେଆଇନ ରେ ମାଟି, ବାଲି, କୋଇଲା କୁ କୋରା ରେ ନେଇ କିଛି ଲୋକ ମାନେ ଜିଲ୍ଲା ଏବଂ ଜିଲ୍ଲା ବାହରରୁ କୁଶଳୀ କାରିଗର ମାନଙ୍କୁ ଆଣି ଏକ ନିଛାଟିଆ ଚାଳ କୁଡ଼ିଆରେ ରଖି ଇଟା ପୋଡା କାର୍ଯ୍ୟ କରୁଛନ୍ତି l ଲକ୍ଷ ଲକ୍ଷ ଇଟା କୁ ପୋଡି ପରିବେଶ ପ୍ରଦୂଷଣ କରୁଛନ୍ତି l ଖଣି କିମ୍ବା ତହସିଲ ଠାରୁ ଅଦ୍ୟାବଧି କୌଣସି ଅନୁମତି ନନେଇ ଇଟା ଭାଟି ଚାଲୁଥିଲା l
ଆଜି ଗୁଣ୍ଠପଡା ରାଜସ୍ବ ଇଲାକାର ବାବନପୁର, ନିରାଳ ଅଂଚଳ ରେ ଆଜି ସମସ୍ତ ଅଧିକାରୀ ପହଂଚି ଇଟା ଭାଟି ଭଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି l ଆଗକୁ ଏଭଳି ଇଟା ଭାଟି ଭଙ୍ଗା ଅଭିଯାନ ଚାଲୁ ରହିବ ବୋଲି ପ୍ରକାଶ କରିଛନ୍ତି l

  • jmjnewso

    Related Posts

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    Spread the love

    Spread the love କୋଦଳା : ଜେଏମଜେ ନ୍ୟୁଜ (ଭଗବାନ ପାଢ଼ୀ ): ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ ଟଙ୍କା.. ତାହା ପୁଣି ସରକାରୀ ଟଙ୍କା।ବିଜେପି ରଙ୍ଗ, ବିଜେପି ଚିହ୍ନ, ଲଗାଇ ନେତା ମନ୍ତ୍ରୀ ଙ୍କୁ ଖୁସି…

    ଆଜି ଶ୍ରୀଜିଉଙ୍କ ଅଧର ପଣା ଭୋଗ ଲାଗି ନୀତି

    Spread the love

    Spread the loveପୁରୀ :ଜେଏମଜେ ନ୍ୟୁଜ : ଆଜି ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଲାଗିବ । ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଅଧର ନୀତି ସମୟ ରାତି ୮ଟା ରହିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚା ତୁମ୍ୱାକୃତି…

    Leave a Reply

    Your email address will not be published. Required fields are marked *

    You Missed

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    “ଜନତା ମାଗେ ଜବାବ “28 ଜୁଲାଇ 2026