ସ୍କାଉଟସ ଓ ଗାଇଡସ ଦ୍ୱାରା ଚାରା ରୋପଣ :

Spread the love

ଆସିକା: ଜେଏମଜେ ନ୍ୟୁଜ (ହରିହର ପାଢ଼ୀ ): ଆସିକା ବିଜ୍ଞାନ ମହାବିଦ୍ୟାଳୟ ର ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡସ ର ସ୍ବେଛାସେବୀ ମାନଙ୍କ ଜରିଆରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅଧ୍ୟାପକ ତଥା ରୋଭର ଲିଡର ଶ୍ରୀ ସରୋଜ କୁମାର ପଣ୍ଡା ଓ ଅଧ୍ୟାପିକା ତଥା ରେଞ୍ଜର ଲିଡର ସୁଶ୍ରୀ ରଶ୍ମୀପ୍ରିୟା କାଲୋ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି. ପରିବେଶ ଓ ଜଳବାୟୁ କୁ ସନ୍ତୁଳିତ ରଖିବା ଓ ପୃଥିବୀ ପୃଷ୍ଠ ରେ ବସବାସ କରୁଥିବା ସମଗ୍ର ଜୀବ ଜଗତ ର ହିତ ଲାଗି ଏହି କାର୍ଯ୍ୟକ୍ରମ କରାଯାଇଥିଲା. ମହାବିଦ୍ୟାଳୟ ର ଖେଳ ପଡିଆ ର ଚତୁର୍ପାଶ୍ୱ ରେ ପ୍ରାୟ ଷାଠିଏ ଗୋଟି ବିଭିର୍ଣ୍ଣ କିସମ ର ଚାରା ତଥା ଶାଗୁଆଣୀ, ହଳନ୍ଦ, ଶିଶୁଆ, କୃଷ୍ଣଚୂଡ଼ା, ବିଷ୍ଣୁଚୁଡା, ଚକ୍ରୀ, ନିମ, ଶାଳ, ଅଁଳା ପ୍ରବୃତି ରୋପଣ କରାଯାଇଥିଲା. କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସ୍କାଉଟ ରୋଭର ସାହେଲ ପଣ୍ଡା, ସ୍ନେହାଶିଷ ଲେଙ୍କା, ଆଲୋକ ସ୍ୱାଇଁ, ବସନ୍ତରାଜ ବାଡ଼ତ୍ୟା, ଏଲ. ମାନସ ଦୋରା, ରାଜେଶ ଗୌଡ଼, ବିଷ୍ଣୁପ୍ରସାଦ ଭୋଳ, ଓମ ପ୍ରସାଦ ପରିଡା, ରାଜା ପୋଲାଈ, ଶୁଭମ ଡାକୁଆ, ଜଗଦିଶ ନାୟକ ସମେତ ରେଞ୍ଜର ଅର୍ପିତା ଷଢଙ୍ଗୀ, ଶୁଭଶ୍ରୀ ପ୍ରଧାନ, ସ୍ଵାତିରାଣୀ ପଣ୍ଡା, ପ୍ରାଚୀ ପ୍ରଜ୍ଞା ମାଝୀ, ହରପ୍ରିୟା ଜେନା, ନେଇନା ବାଡ଼ତ୍ୟା, ଜ୍ୟୋତି ନାହାକ, ଦୀପିକା ନାହାକ ସମେତ ଅନେକ ସ୍ବେଛାସେବୀ ଅଂଶ ଗ୍ରହଣ କରିଥିଲେ.

  • jmjnewso

    Related Posts

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    Spread the love

    Spread the loveବୁଗୁଡ଼ା,୦୪/୧୦ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ନୂତନ ରାସନ କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ…

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    Spread the love

    Spread the loveବରଗଡ଼ : ଜେଏମଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ):ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ବଜାର ପ୍ରାଙ୍ଗଣରେ ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନ ଭେଡେନର ରେଶମ, ଅରେଇଗୁଡି, ଅଇଁଲାପାଲି ଓ ଲୁହାଖଣ୍ଡି ପଞ୍ଚାୟତକୁ ନେଇ ନୂଆଁଖାଇ ବନ୍ଧୁମିଳନ…

    Leave a Reply

    Your email address will not be published. Required fields are marked *

    You Missed

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ