ରାଖି ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା

Spread the love

ରାଜ୍ୟର ମହିଳା ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆସନ୍ତା ଅଗଷ୍ଟ ୨୮ ତାରିଖ, ରାଖି ପୂର୍ଣ୍ଣିମା ଦିନ ହିତାଧିକାରୀଙ୍କ ଖାତାକୁ ‘ସୁଭଦ୍ରା’ ଯୋଜନାର ଟଙ୍କା ପଠାଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ନୟାଗଡ଼ରେ ଏନେଇ ରାଜ୍ୟସ୍ତରୀୟ ସମାରୋହ ଆୟୋଜନ କରାଯିବ । ଏହି ଅବସରରେ ରାଜ୍ୟର ୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ମିଳିଛି

ଯୋଜନାର ନିୟମ ଅନୁଯାୟୀ, ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଆର୍ଥିକ ସହାୟତା ଦିଆଯାଉଛି ।ବିଶେଷ କଥା ହେଉଛି, ପ୍ରଥମଥର ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟଙ୍କା ମିଳିବ । ଏଭଳି ଆବେଦନକାରୀଙ୍କୁ ପୂର୍ବ କିସ୍ତି ସହ ମୋଟ ୫ଟି କିସ୍ତିର ଟଙ୍କା ମିଳିବ ବୋଲି କୁହାଯାଇଛି । ରକ୍ଷାବନ୍ଧନ ଅବସରରେ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ସୁଭଦ୍ରା ଟଙ୍କା ପ୍ରଦାନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି ।

  • jmjnewso

    Related Posts

    ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

    Spread the love

    Spread the love କଟକ: ଜେଏମଜେ ନ୍ୟୁଜ : ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା…

    ଆମଦାନୀରୁ କଟକଣା ହଟିଲା ; ଶସ୍ତା ହୋଇପାରେ ଚିନି:

    Spread the love

    Spread the loveନୂଆଦିଲ୍ଲୀ : ଜେଏମଜେ ନ୍ୟୁଜ : ଭାରତୀୟ ଚିନି ଶିଳ୍ପ ଏବେ ଅସାଧାରଣ ସଙ୍କଟ ଦେଇ ଗତି କରୁଛି। ପର୍ଯ୍ୟାପ୍ତ ଆଖୁ ଚାଷ ହେଉଥିଲେ ବି ଚିନି ମୂଲ୍ୟ ହୁ ହୁ ହୋଇ ବଢ଼ି ଚାଲିଛିି। ଦୁଇ ମାସ…

    Leave a Reply

    Your email address will not be published. Required fields are marked *

    You Missed

    ଗଞ୍ଜାମରେ ବିନା ଅନୁମତିରେ ଶୋଭାଯାତ୍ରା ମନା

    ଗଞ୍ଜାମରେ ବିନା ଅନୁମତିରେ ଶୋଭାଯାତ୍ରା ମନା

    ଆଇପିଏସ୍ ସ୍ତରରେ ଅଦଳବଦଳ, ଆଶିଷ ସିଂହ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି

    ଆଇପିଏସ୍ ସ୍ତରରେ ଅଦଳବଦଳ, ଆଶିଷ ସିଂହ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି

    ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ

    ସୁଭଦ୍ରାର ୫ମ କିସ୍ତି ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ

    ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

    ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

    ବିକଳାଙ୍ଗ ମହିଳାଙ୍କୁ ଜନ ସମ୍ପର୍କ ସାମ୍ୱାଦିକ ସଂଘ ରାସନ ସାମଗ୍ରୀ ପ୍ରଦାନ

    ବିକଳାଙ୍ଗ ମହିଳାଙ୍କୁ ଜନ ସମ୍ପର୍କ ସାମ୍ୱାଦିକ ସଂଘ ରାସନ ସାମଗ୍ରୀ ପ୍ରଦାନ

    କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ ; ଆମେ ଗୁଣ୍ଡା ନୁହେଁ, ପେଟ ପାଟଣା ପାଇଁ ୧୨ ଘଣ୍ଟା ଖଟୁ

    କ୍ଷମା ମାଗିଲା ଅନଲାଇନ୍ ଡ୍ରାଇଭର ସଂଘ ; ଆମେ ଗୁଣ୍ଡା ନୁହେଁ, ପେଟ ପାଟଣା ପାଇଁ ୧୨ ଘଣ୍ଟା ଖଟୁ