ରାମନାଗୁଡ଼ା ଠାରେ ବାମସେଫ ଏବଂ ରାଷ୍ଟ୍ରୀୟ ମୂଳନୀବାସୀ ସଙ୍ଘର ସପ୍ତମ ଜିଲ୍ଲାସ୍ତରୀୟ ସଂଯୁକ୍ତ ଅଧିବେସନ

Spread the love

ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ କଲ୍ୟାଣ ମଣ୍ଡପ ଠାରେ ବାମସେଫ ଏବଂ ରାଷ୍ଟ୍ରୀୟ ମୂଳନୀବାସୀ ସଙ୍ଘର ସପ୍ତମ ଜିଲ୍ଲାସ୍ତରୀୟ ସଂଯୁକ୍ତ ଅଧିବେସନ ଭରତ ଚନ୍ଦ୍ର ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୂଳନୀବାସୀ ମାନେ ନିଜର ହକ କିପରି ଆଇନ ଅନୁସାରେ ପାଇବେ,ସମ୍ବିଧାନର ପଞ୍ଚମ ଅନୁଛେଦ ଲାଗୁକରିବା ସହିତ, ଜଙ୍ଗଲ-ଜମି-ଜଳ ଅଧିକାର ସହିତ ପେସା ଆଇନ ଲାଗୁ କରିବା ନେଇ ଆଲୋଚନା ହୋଇଥିଲା l ଏହି ଅଧିବେଶନ ରେ ମୁଖ୍ୟ ଅଥିତି ବାଞ୍ଛାନିଧି ବେହେରା, ବିଶେଷ ଅତିଥି ରାମନାଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ଜିଲ୍ଲା ବାମସେଫ ସଭାପତି ଗୋବିନ୍ଦ ମାଣ୍ଡାଙ୍ଗି,କାର୍ଯ୍ୟକରି ସଭାପତି କାହୁଁ ଚରଣ ଲିମା,ବୁଡୁ କଣ୍ଡାଗୋରି,ଘାସି ରାମ ମାଝୀ,ଲଷ୍ମୀ ପ୍ରାସ୍କା,ନବୀନ ଚନ୍ଦ୍ର ନାୟକ ବେହେରା,ଜଗନ୍ନାଥ ଶବର,ବାଲ୍ମୀକି ହୁଇକା,ଭାଗ୍ୟଧର ପାଳ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l
ରାୟଗଡା ରୁ ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ jmj ନିୟୁଜ

  • Related Posts

    ବିଧାୟିକାଙ୍କ ଅଭିଯୋଗକୁ SPଙ୍କ ଖଣ୍ଡନ…

    Spread the love

    Spread the love-ବିଧାୟିକା ମନୋରମା ମହାନ୍ତିଙ୍କ ଅଭିଯୋଗକୁ କଳାହାଣ୍ଡି ଏସ୍‌ପିଙ୍କ ଖଣ୍ଡନ-ପରିବାର ଲୋକଙ୍କୁ ଗାଳିଗୁଲଜ ନେଇ କରିଥିବା ଅଭିଯୋଗ ଠିକ୍‌ ନୁହେଁ-ନିୟମ ଅନୁସାରେ ପୋଲିସ ବିଧାୟକଙ୍କ ସ୍ବାମୀକୁ ପଚରାଉଚରା ପାଇଁ ଯାଇଥିଲା

    ଅର୍ଥନୀତି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

    Spread the love

    Spread the loveଗୋପାଳପୁର: ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗ ଓ ସେଣ୍ଟର ଅଫ ସୋସିଆଲ ଏସକେଲୁସନ ଏଣ୍ଡ ଇଂକ୍ଲୁସିବ ପଲିସି ଏବଂ ଓଡ଼ିଶା ସରକାରଙ୍କ ପି ଏମ -ଉଷା ମିଳିତରେ…

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର