କନ୍ୟାରୀବାଡିରେ ପାନୀୟ ଜଳ ଯୋଗାଣ ଠପ୍

Spread the love


କୋଦଳା : ଜେଏମଜେ ନ୍ୟୁଜ (କୃଷ୍ଣ ଚନ୍ଦ୍ର ପଲେଇ ):
ଗ୍ରାମାଞ୍ଚଳରେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସକାଶେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖାଦେଇଛି ,ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତର କନ୍ୟାରିବାଡି ଗ୍ରାମରେ ପାଇପରେ ପାନୀୟ ଜଳ ନଆସିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ଜଳଯୋଗଣ ବନ୍ଦ ଥିବା ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛୁ ବୋଲି ଗ୍ରାମବାସି ମାନେ କହିଛନ୍ତି ।ଏସମ୍ପର୍କରେ ବେଗୁନିଆପଡା ଗ୍ରାମ୍ୟ ଜଳଯୋଗଣ ଏବଂ ପରିମଳ ବିଭାଗର ଯନ୍ତ୍ରୀ ମାନଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ । ଏଠି ପ୍ରଶ୍ନ ଉଠିଛି ଜଳଯୋଗାଣ ପ୍ରକଳ୍ପ କାହା ପାଇଁ ? କଣ ପାଇଁ ବନ୍ଦ ରହିଛି ଜଳ ଯୋଗାଣ ? ଏଥିପାଇଁ ଦାୟୀ କିଏ ? ଏହାର ଉତ୍ତର ଅପେକ୍ଷାରେ ଗ୍ରାମବାସୀ।

  • jmjnewso

    Related Posts

    ତାଳସରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ।

    Spread the love

    Spread the loveକୋଦଳା : ଜେଏମଜେ ନ୍ୟୁଜ (କୃଷ୍ଣ ଚନ୍ଦ୍ର ପଲେଇ ): ପ୍ରତିବର୍ଷ ସେପ୍ଟେମ୍ବର ୨୩ ତାରିଖକୁ ସାରା ଭାରତରେ ଜାତୀୟ ଆୟୁର୍ବେଦ ଦିବସ (National Ayurveda Day) ଭାବେ ପାଳନ କରାଯାଏ। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା…

    ଅଶାନ୍ତ ସମୁଦ୍ର ରେ ବୁଡିଗଲା ଡ଼ଙ୍ଗା।

    Spread the love

    Spread the loveଛତ୍ରପୁର : ଜେଏମଜେ ନ୍ୟୁଜ : ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଜେଟିରେ ଅଘଟଣ ଘଟିଛି । ସମୁଦ୍ରରେ ଉଚ୍ଚ ଜୁଆର ଓ ଅଶାନ୍ତ ପରିସ୍ଥିତି ଯୋଗୁଁ ଜେଟି…

    Leave a Reply

    Your email address will not be published. Required fields are marked *

    You Missed

    ତାଳସରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ।

    • By jmjnewso
    • September 23, 2026
    • 22 views
    ତାଳସରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ।

    କନ୍ୟାରୀବାଡିରେ ପାନୀୟ ଜଳ ଯୋଗାଣ ଠପ୍

    • By jmjnewso
    • September 23, 2026
    • 20 views
    କନ୍ୟାରୀବାଡିରେ ପାନୀୟ ଜଳ ଯୋଗାଣ ଠପ୍

    ଗାନ୍ଧି ମାର୍ଗରେ ବିଜେଡିର ରଣହୁଙ୍କାର, ପୁଲିସ ସହ ଧସ୍ତାଧସ୍ତି

    • By jmjnewso
    • September 23, 2026
    • 22 views
    ଗାନ୍ଧି ମାର୍ଗରେ ବିଜେଡିର ରଣହୁଙ୍କାର, ପୁଲିସ ସହ ଧସ୍ତାଧସ୍ତି

    ରାଜ୍ୟରେ ଦରଦାମ ବୃଦ୍ଧି, ସ୍ବୀକାର କଲେ ସରକାର

    • By jmjnewso
    • September 23, 2026
    • 29 views
    ରାଜ୍ୟରେ ଦରଦାମ ବୃଦ୍ଧି, ସ୍ବୀକାର କଲେ ସରକାର

    ରାଜ୍ୟରେ ୨ ଲକ୍ଷ ୩୦ ହଜାର ଷଣ୍ଢ, ବିଧାନସଭାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା

    • By jmjnewso
    • September 23, 2026
    • 12 views
    ରାଜ୍ୟରେ ୨ ଲକ୍ଷ ୩୦ ହଜାର ଷଣ୍ଢ, ବିଧାନସଭାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା

    ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ଉପଜିଲ୍ଲାପାଳ । କାର୍ଯ୍ୟ ସନ୍ତୋଷଜନକ ନ ଥିଲେ ପଦ ଯିବ!

    • By jmjnewso
    • September 23, 2026
    • 51 views
    ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ଉପଜିଲ୍ଲାପାଳ । କାର୍ଯ୍ୟ ସନ୍ତୋଷଜନକ ନ ଥିଲେ ପଦ ଯିବ!