ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହରତାଳ: ଚାଲିବନି UPI , ATM?

Spread the love

ଜେଏମଜେ ବ୍ୟୁରୋ : ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ ଏହି ହଡ଼ତାଳ ଡାକରା ଦେଇଛି। ଏପରି ସ୍ଥିତିରେ ଦେଶର ଲକ୍ଷ ଲକ୍ଷ ଗ୍ରାହକଙ୍କ ମନରେ ପ୍ରଶ୍ନ ଉଠୁଛିଏହି ୩ ଦିନ କେବଳ ବ୍ୟାଙ୍କ ଶାଖା ବନ୍ଦ ରହିବ ନା ତା’ ସହିତ UPI, ATM ଏବଂ ଇଣ୍ଟରନେଟ ବ୍ୟାଙ୍କିଂ ମଧ୍ୟ ପ୍ରଭାବିତ ହେବ?

ବ୍ୟାଙ୍କ ହରତାଳର ପ୍ରଭାବ ମୁଖ୍ୟତଃ ଶାଖାରେ ହେଉଥିବା କାର୍ଯ୍ୟ ଉପରେ ପଡ଼ିବାର ସମ୍ଭାବନା ରହିଛି। UPI, ଇଣ୍ଟରନେଟ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ ଏବଂ ATM ଭଳି ସେବା ସାଧାରଣତଃ ଚାଲୁ ରହିବାର ଆଶା କରାଯାଉଛି।

Oplus_16908288

ହଡ଼ତାଳ ସମୟରେ ATM ସେବା ମଧ୍ୟ ଚାଲୁ ରହିବାର ଆଶା ରହିଛି। ଅନେକ ବ୍ୟାଙ୍କ ହଡ଼ତାଳ ସମୟରେ ଗ୍ରାହକଙ୍କୁ ATM ଏବଂ ଅନ୍ୟ ସେଲ୍ଫ-ସର୍ଭିସ ସୁବିଧା ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ କୌଣସି ନିର୍ଦ୍ଦିଷ୍ଟ ATMରେ ଟଙ୍କା ଶେଷ ହୋଇଯିବା କିମ୍ବା ବୈଷୟିକ ତ୍ରୁଟି ଦେଖାଦେଲେ ସମସ୍ୟା ହୋଇପାରେ। ତେଣୁ ଆପଣଙ୍କୁ ନଗଦ ଟଙ୍କାର ଆବଶ୍ୟକତା ଥିଲେ ଆଗୁଆ କିଛି ଟଙ୍କା ଉଠାଇ ରଖିବା ଭଲ।

  • jmjnewso

    Related Posts

    ବର୍ଷାଛାଡିଲା ହେଲେଦୁଃଖ ଦେଇଗଲେ ଧନେଇ ବାଘୁଆ : ଜଳ ମଗ୍ନ ହୋଇ ରହିଛି ଏକର ଏକର ଚାଷ ଜମି..

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଜନିତ ଗଞ୍ଜାମ ଜିଲ୍ଲା ର ଚାଷୀ ଙ୍କ ପାଇଁ ଆଣିଛି ଦୁଃଖ l ଦୀର୍ଘ ଚାରି ଦିନ ଧରି ଲାଗିରହିଥିବା ବର୍ଷା ଶୁକ୍ରବାର ଠାରୁ…

    ୨୮ରୁ ୩ ଦିନିଆ ଧର୍ମଘଟ : ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ

    Spread the love

    Spread the loveନୂଆଦିଲ୍ଲୀ: ଜେଏମଜେ ନ୍ୟୁଜ :ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତୀ। ଆସନ୍ତା ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ। ସୋମବାର ୨୮ ତାରିଖରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ହେବ। ଗ୍ରାହକଙ୍କ ସୁବିଧା ଏବଂ ପ୍ରସ୍ତାବିତ ୩ ଦିନିଆ…

    Leave a Reply

    Your email address will not be published. Required fields are marked *

    You Missed

    ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହରତାଳ: ଚାଲିବନି UPI , ATM?

    • By jmjnewso
    • September 27, 2026
    • 21 views
    ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହରତାଳ: ଚାଲିବନି UPI , ATM?

    କଳିଙ୍ଗା ଘାଟିରେ ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: ସ୍ୱାଭାବିକ ଅବସ୍ଥା ବିଳମ୍ବ ହୋଇପାରେ!

    • By jmjnewso
    • September 27, 2026
    • 27 views
    କଳିଙ୍ଗା ଘାଟିରେ ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: ସ୍ୱାଭାବିକ ଅବସ୍ଥା ବିଳମ୍ବ ହୋଇପାରେ!

    ସୋମବାରକୁ ‘ଅଣ ବୈଠକ ଦିବସ’ ଘୋଷଣା କଲେ ରାଜ୍ୟ ସରକାର

    • By jmjnewso
    • September 27, 2026
    • 18 views
    ସୋମବାରକୁ ‘ଅଣ ବୈଠକ ଦିବସ’ ଘୋଷଣା କଲେ ରାଜ୍ୟ ସରକାର

    ଭିଜିଲାନ୍ସ ଜାଲରେ AEE ଶିଶିର କୁମାର ଦାଶ, ଏକକାଳନୀ ୬ ଠିକଣାରେ ଚାଲିଛି ଚଢ଼ାଉ

    • By jmjnewso
    • September 27, 2026
    • 27 views
    ଭିଜିଲାନ୍ସ ଜାଲରେ AEE ଶିଶିର କୁମାର ଦାଶ, ଏକକାଳନୀ ୬ ଠିକଣାରେ ଚାଲିଛି ଚଢ଼ାଉ

    ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ: ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କାର୍ଯ୍ୟ

    • By jmjnewso
    • September 27, 2026
    • 28 views
    ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ: ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କାର୍ଯ୍ୟ

    ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି

    • By jmjnewso
    • September 26, 2026
    • 41 views
    ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି