ବନ୍ୟା ବେଳେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ: ସୁରେଶ ପୂଜାରୀ

Spread the love

ଜେଏମଜେ ବ୍ୟୁରୋ : ବନ୍ୟା ପରିସ୍ଥିତି ମଧ୍ୟରେ ବିରୋଧୀ ଦଳର ଭୂମିକାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ସମୟରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗ୍ରାଉଣ୍ଡକୁ ଯାଇ ବନ୍ୟା ବିପନ୍ନଙ୍କ ସ୍ଥିତି ବୁଝନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।ସୁରେଶ ପୂଜାରୀ କହିଛନ୍ତି, ବିରୋଧୀ ଦଳର ପ୍ରତିବାଦ କରିବା ଓ ନିଜ ପ୍ରସଙ୍ଗ ଉଠାଇବାର ଅଧିକାର ରହିଛି ।

ଏମ୍‌ବିବିଏସ୍‌, ପାଠ୍ୟପୁସ୍ତକ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାରେ ଆପତ୍ତି ନାହିଁ । କିନ୍ତୁ କେଉଁ ପ୍ରସଙ୍ଗ କେତେବେଳେ ଉଠାଯିବ, ତାହା ବିଚାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

୨୬ଟି ଜିଲ୍ଲା ବନ୍ୟା ପରିସ୍ଥିତିରେ ପ୍ରଭାବିତ ଥିବାରୁ ବର୍ତ୍ତମାନ ବନ୍ୟା ପ୍ରସଙ୍ଗରେ ଆଲୋଚନା ପ୍ରାଥମିକତା ହେବା ଦରକାର ବୋଲି ସେ କହିଛନ୍ତି । ବିଧାନସଭାରେ ବନ୍ୟା ନେଇ ଆଲୋଚନା ହେଲେ କେଉଁଠି ସରକାରୀ ସହାୟତା ପହଞ୍ଚିପାରିନାହିଁ ଏବଂ କେଉଁଠି ଆହୁରି ସହାୟତା ଆବଶ୍ୟକ, ତାହା ଜଣାପଡ଼ିବ । ଏହାଦ୍ୱାରା ସେହି ଅଞ୍ଚଳରେ ଶୀଘ୍ର ସହାୟତା ପହଞ୍ଚାଇହେବ ବୋଲି ସୁରେଶ ପୂଜାରୀ କହିଛନ୍ତି ।

  • jmjnewso

    Related Posts

    ସମୟ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସମୟ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବାର…

    ଦେଢ଼ ଲକ୍ଷ କୋଟି ଛୁଇଁବ ଓଡ଼ିଶାର ଋଣଭାର, ମୁଣ୍ଡପିଛା ଋଣ ୩୧ ହଜାରରୁ ଅଧିକ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦେଢ଼ ଲକ୍ଷ କୋଟି ଛୁଇଁଲାଣି ଋଣଭାର । ମୁଣ୍ଡପିଛା ଋଣ ଭାର ଟପିବ ୩୧ ହଜାର । ରାଜ୍ୟର ବଜେଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ଟପିଲାଣି। ଡବଲ ଇଞ୍ଜିନ ସରକାର…

    Leave a Reply

    Your email address will not be published. Required fields are marked *

    You Missed

    MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର

    • By jmjnewso
    • September 28, 2026
    • 11 views
    MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର

    ବିଜେପି ନେତା ଙ୍କୁ ମରଣାନ୍ତକ ଆକ୍ରମଣ

    • By jmjnewso
    • September 28, 2026
    • 19 views
    ବିଜେପି ନେତା ଙ୍କୁ ମରଣାନ୍ତକ ଆକ୍ରମଣ

    ସମୟ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

    • By jmjnewso
    • September 28, 2026
    • 8 views
    ସମୟ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

    ଦେଢ଼ ଲକ୍ଷ କୋଟି ଛୁଇଁବ ଓଡ଼ିଶାର ଋଣଭାର, ମୁଣ୍ଡପିଛା ଋଣ ୩୧ ହଜାରରୁ ଅଧିକ

    • By jmjnewso
    • September 28, 2026
    • 12 views
    ଦେଢ଼ ଲକ୍ଷ କୋଟି ଛୁଇଁବ ଓଡ଼ିଶାର ଋଣଭାର, ମୁଣ୍ଡପିଛା ଋଣ ୩୧ ହଜାରରୁ ଅଧିକ

    ବିଜେଡିକୁ ମନମୋହନଙ୍କ ଟାର୍ଗେଟ; ‘ଦାୟିତ୍ୱସମ୍ପନ୍ନ ବିରୋଧୀ ହୋଇଥିଲେ ପ୍ରସ୍ତାବ ଦେଇଥାନ୍ତେ’

    • By jmjnewso
    • September 28, 2026
    • 13 views
    ବିଜେଡିକୁ ମନମୋହନଙ୍କ ଟାର୍ଗେଟ; ‘ଦାୟିତ୍ୱସମ୍ପନ୍ନ ବିରୋଧୀ ହୋଇଥିଲେ ପ୍ରସ୍ତାବ ଦେଇଥାନ୍ତେ’

    ବନ୍ୟା ବେଳେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ: ସୁରେଶ ପୂଜାରୀ

    • By jmjnewso
    • September 28, 2026
    • 17 views
    ବନ୍ୟା ବେଳେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ: ସୁରେଶ ପୂଜାରୀ