ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶlତ୍ରୀ ଜୟନ୍ତୀ ପାଳିତ

Spread the love

କୋରାପୁଟ : ଜେଏମଜେ ନ୍ୟୁଜ : କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶlତ୍ରୀ ଜୟନ୍ତୀ ପାଳନ କରିଛି l ପ୍ରଥମେ ଲାଲ ବହାଦୁର ଶlତ୍ରୀ ଙ୍କ ର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଗାନ୍ଧୀ ପାର୍କ ରେ ଉଭୟ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ କୋରାପୁଟ ବିଧାୟକ ରଘୁରାମ ମାଛ କୋରାପୁଟ ଜିଲ୍ଲା ପାଳ ମନୋଜ ସତ୍ୟବାନ ମହାଜନ ସଂସଦ ପ୍ରତିନିଧି ମନୋଜ ଅlର୍ଚଯ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ସମେତ ସମସ୍ତ ଜନ ପ୍ରତିନିଧି ମlନଗଣ୍ୟବ୍ୟକ୍ତି ମାନେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ସର୍ବଧର୍ମ ସଭା ଅନୁଷ୍ଠିତ ହୋଇଥିଲା l ଓ ପରେ ଗାନ୍ଧୀ ଶlତ୍ରୀ ଙ୍କ ସ୍ମୃତି ଚlରଣ କରିବା ପରେ ଏ ଉପଲକ୍ଷେ କରାଯାଇଥିବା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ନିମନ୍ତ୍ରିତ ଅତିଥି ମାନେ ପୁରସ୍କୃତ କରିଥିଲେ ଏହି କାଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାଯ୍ୟଳୟ ର ସମସ୍ତ ଅଧିକାରୀ ପରିଚାଳନା କରିଥିଲେ l ସେହିପରି ଆଜି ସକାଳେ ରାମ ଧୁମ ଧ୍ଵନୀ ରେ ସାରା ସହର ପ୍ରକମ୍ଫିତ ହୋଇଥିଲା l କୋରାପୁଟ ରୁ

ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ

  • jmjnewso

    Related Posts

    କନିସି ଠାରେ ଗାନ୍ଧୀ ଜୟନ୍ତୀ ପାଳିତ : ଯୋଗ ଦେଲେ ପରିବହନ ମନ୍ତ୍ରୀ

    Spread the love

    Spread the loveରଙ୍ଗେଈଲୁଣ୍ଡା : ଜେଏମଜେ ନ୍ୟୁଜ : ଗାନ୍ଧୀଜୟନ୍ତୀ ଅବସରରେ କନିସି ହାଟ ଏବଂ ଜଗନ୍ନାଥ ମନ୍ଦିର ରେ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ପରିବହନ ଏବଂ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା…

    ରାୟଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲପାଳ କାର୍ଯାଳୟ ଘେରାଉ ଏବଂପଦଯାତ୍ରା ।

    Spread the love

    Spread the loveରାୟଗଡ : ଜେଏମଜେ ନ୍ୟୁଜ (ସୁପ୍ରିୟା ଷଡ଼ଙ୍ଗୀ ): – ରାୟଗଡ଼ ଜିଲ୍ଲାର କଂଗ୍ରେସ ଦଳ ପକ୍ଷରୁନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ଅଭିଯୋଗକୁ ନେଇ ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ପଦଯାତ୍ରା କରଯାଇଛି। ଭାରତର ନିର୍ବାଚନ ପ୍ରକ୍ରିୟା…

    Leave a Reply

    Your email address will not be published. Required fields are marked *

    You Missed

    କନିସି ଠାରେ ଗାନ୍ଧୀ ଜୟନ୍ତୀ ପାଳିତ : ଯୋଗ ଦେଲେ ପରିବହନ ମନ୍ତ୍ରୀ

    କନିସି ଠାରେ ଗାନ୍ଧୀ ଜୟନ୍ତୀ ପାଳିତ : ଯୋଗ ଦେଲେ ପରିବହନ ମନ୍ତ୍ରୀ

    ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶlତ୍ରୀ ଜୟନ୍ତୀ ପାଳିତ

    ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶlତ୍ରୀ ଜୟନ୍ତୀ ପାଳିତ

    ନିମ୍ନମାନର କାମକୁ ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

    ନିମ୍ନମାନର କାମକୁ ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

    ଦୁଇ ବାଇକ ମୁହାଁମୁହିଁ ଧକ୍କା ; ଚାରି ଆହତ

    ଦୁଇ ବାଇକ ମୁହାଁମୁହିଁ ଧକ୍କା ; ଚାରି ଆହତ

    କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୬ଅନୁଷ୍ଠିତ

    କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୬ଅନୁଷ୍ଠିତ

    ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ