କନିସି ଠାରେ ଗାନ୍ଧୀ ଜୟନ୍ତୀ ପାଳିତ : ଯୋଗ ଦେଲେ ପରିବହନ ମନ୍ତ୍ରୀ

Spread the love

ରଙ୍ଗେଈଲୁଣ୍ଡା : ଜେଏମଜେ ନ୍ୟୁଜ :

ଗାନ୍ଧୀଜୟନ୍ତୀ ଅବସରରେ କନିସି ହାଟ ଏବଂ ଜଗନ୍ନାଥ ମନ୍ଦିର ରେ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ପରିବହନ ଏବଂ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏକ ମାସ ଧରି ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ ଅବସରରେ ସେପ୍ଟେମ୍ବର ୧୭ତାରିଖ ଠାରୁ ଅକ୍ଟୋବର ୧୭ ଯାଏଁ ସ୍ୱଛତା କାର୍ଯ୍ୟକ୍ରମ ସାରା ଭାରତରେ ଚାଲୁରହିଥିବା ବେଳେ ସେବା ମନଭାବ ନେଇ ଆଜି ଏହି କାର୍ଯ୍ୟକ୍ରମ ରେ ଲୋକେ ଅଂଶ ଗ୍ରହଣ କରିଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟ ରେ କହିଥିଲେ। ସମେସ୍ତେ ମିଳିମିଶି ପରିବେଶ କୁ ସ୍ୱଚ୍ଛ ଏବଂ ପରିଷ୍କାର ରଖିବା ପାଇଁ ଶପଥ ନେଇଥିଲେ।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସାରଥୀ ପାତ୍ର, ଗଙ୍ଗାଧର ଶତପଥୀ, ରଜତ ପଣ୍ଡିତ, ଗୋପୀନାଥ ମହାରଣା, ଦେବେନ୍ଦ୍ର ପ୍ରଧାନ, ମିଟୁ ପାଣିଗ୍ରାହୀ , ଆଶାକର୍ମୀ ଶିଳ୍ପରାଣୀ ପଣ୍ଡା, ଦୀପିକା ସାମଲ, ଉର୍ମିଳା ରାଉତ, ମମତା ଦଳାଇଙ୍କ ସମେତ ପଞ୍ଚାୟତର ସମସ୍ତ ଆଶାକର୍ମୀ ଉପସ୍ଥିତ ଥିଲେ।

  • jmjnewso

    Related Posts

    ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶlତ୍ରୀ ଜୟନ୍ତୀ ପାଳିତ

    Spread the love

    Spread the loveକୋରାପୁଟ : ଜେଏମଜେ ନ୍ୟୁଜ : କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶlତ୍ରୀ ଜୟନ୍ତୀ ପାଳନ କରିଛି l ପ୍ରଥମେ ଲାଲ ବହାଦୁର ଶlତ୍ରୀ ଙ୍କ ର ପ୍ରତିମୂର୍ତ୍ତିରେ…

    ରାୟଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲପାଳ କାର୍ଯାଳୟ ଘେରାଉ ଏବଂପଦଯାତ୍ରା ।

    Spread the love

    Spread the loveରାୟଗଡ : ଜେଏମଜେ ନ୍ୟୁଜ (ସୁପ୍ରିୟା ଷଡ଼ଙ୍ଗୀ ): – ରାୟଗଡ଼ ଜିଲ୍ଲାର କଂଗ୍ରେସ ଦଳ ପକ୍ଷରୁନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ଅଭିଯୋଗକୁ ନେଇ ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ପଦଯାତ୍ରା କରଯାଇଛି। ଭାରତର ନିର୍ବାଚନ ପ୍ରକ୍ରିୟା…

    Leave a Reply

    Your email address will not be published. Required fields are marked *

    You Missed

    କନିସି ଠାରେ ଗାନ୍ଧୀ ଜୟନ୍ତୀ ପାଳିତ : ଯୋଗ ଦେଲେ ପରିବହନ ମନ୍ତ୍ରୀ

    କନିସି ଠାରେ ଗାନ୍ଧୀ ଜୟନ୍ତୀ ପାଳିତ : ଯୋଗ ଦେଲେ ପରିବହନ ମନ୍ତ୍ରୀ

    ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶlତ୍ରୀ ଜୟନ୍ତୀ ପାଳିତ

    ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶlତ୍ରୀ ଜୟନ୍ତୀ ପାଳିତ

    ନିମ୍ନମାନର କାମକୁ ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

    ନିମ୍ନମାନର କାମକୁ ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

    ଦୁଇ ବାଇକ ମୁହାଁମୁହିଁ ଧକ୍କା ; ଚାରି ଆହତ

    ଦୁଇ ବାଇକ ମୁହାଁମୁହିଁ ଧକ୍କା ; ଚାରି ଆହତ

    କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୬ଅନୁଷ୍ଠିତ

    କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୬ଅନୁଷ୍ଠିତ

    ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ