ପୁନର୍ଗଠିତ ହେଲା ବିଜେଡି ମିଡିଆ ସେଲ୍

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପୁନର୍ଗଠିତ ହୋଇଛି ବିଜେଡି ମିଡିଆ ସେଲ୍ । ଏହାକୁ ପୁନର୍ଗଠନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ବୈଦ୍ୟୁତିକ ଗଣମାଧ୍ୟମ ମୁଖ୍ୟ ସଂଯୋଜକ ଭାବେ ବିଧାୟକ ଅରୁଣ ସାହୁଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ବରିଷ୍ଠ ସଂଯୋଜକ ଭାବେ ଦେବେଶ ଆଚାର୍ଯ୍ୟ ଏବଂ ଲେନିନ ମହାନ୍ତି ସଂଯୋଜକ ଭାବେ ଦାୟିତ୍ୱ ତୁଲାଇବେ । ସେହିପରି ସଂଜୟ ଦାସବର୍ମାଙ୍କୁ ମୁଦ୍ରିତ ଗଣମାଧ୍ୟମ ମୁଖ୍ୟ ସଂଯୋଜକ ଦାୟିତ୍ବ ଦିଆଯାଇଛି ।ବିଧାୟକ ଗୌତମବୁଦ୍ଧ ଦାସଙ୍କୁ ବରିଷ୍ଠ ସଂଯୋଜକ ଏବଂ ପ୍ରିୟବ୍ରତ ମାଝୀଙ୍କୁ ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଜେଡିର ସୋସିଆଲ ମିଡିଆ ଓ IT ସେଲ୍ ମୁଖ୍ୟ ସଂଯୋଜକ ଦାୟିତ୍ବରେ ରହିବେ ପ୍ରତାପ ଜେନା । ବରିଷ୍ଠ ସଂଯୋଜକ ଦାୟିତ୍ବରେ ରହିବେ ପ୍ରଣବ ବଳବନ୍ତରାୟ । ସ୍ୱୟଂ ପ୍ରକାଶ ମହାପାତ୍ରଙ୍କୁ ସୋସିଆଲ ମିଡିଆ ସଂଯୋଜକ ଓ ଅମରେଶ ପତ୍ରୀଙ୍କୁ IT ସଂଯୋଜକ ଦାୟିତ୍ବ ଦିଆଯାଇଛି ।

  • jmjnewso

    Related Posts

    ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପି ଉପରେ ନବୀନଙ୍କ କଡ଼ା ପ୍ରହାର

    Spread the love

    Spread the loveଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ଅବସରରେ ରାଜ୍ୟର ବିଜେପି ସରକାର ଉପରେ କଡ଼ା ପ୍ରହାର କରିଛନ୍ତି ବିରୋଧୀ ଦଳ ନେତା ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ବୁଧବାର, ଗାନ୍ଧୀ…

    SIR ବିବାଦକୁ ନେଇ ଦେଶବ୍ୟାପୀ ପ୍ରତିବାଦ, ଦିଲ୍ଲୀରେ ୭୦୦ରୁ ଅଧିକ ଅଟକ

    Spread the love

    Spread the loveଜେଏମଜେ ବ୍ୟୁରୋ : SIRକୁ ନେଇ ବିବାଦ ଥମିବାର ନାଁ ନେଉନି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଦିଲ୍ଲୀର ଯନ୍ତରମନ୍ତରରେ ବିଭିନ୍ନ ବିରୋଧୀ ଦଳ, ଛାତ୍ର ଓ ଯୁବ ସଂଗଠନ ପ୍ରତିବାଦ…

    Leave a Reply

    Your email address will not be published. Required fields are marked *

    You Missed

    ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ

    ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ

    ପାର୍ବଣରେ ଚଳ ଚଞ୍ଚଳ ହେଲାଣି ବିଭିନ୍ନ ଶକ୍ତିପୀଠ

    ପାର୍ବଣରେ ଚଳ ଚଞ୍ଚଳ ହେଲାଣି ବିଭିନ୍ନ ଶକ୍ତିପୀଠ

    ପୁନର୍ଗଠିତ ହେଲା ବିଜେଡି ମିଡିଆ ସେଲ୍

    ପୁନର୍ଗଠିତ ହେଲା ବିଜେଡି ମିଡିଆ ସେଲ୍

    ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା, ଆସନ୍ତା ୬ରୁ ଅନଲାଇନ୍ ଆବେଦନ

    ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା, ଆସନ୍ତା ୬ରୁ ଅନଲାଇନ୍ ଆବେଦନ

    ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପି ଉପରେ ନବୀନଙ୍କ କଡ଼ା ପ୍ରହାର

    ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପି ଉପରେ ନବୀନଙ୍କ କଡ଼ା ପ୍ରହାର

    ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମଫେଡ୍

    ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମଫେଡ୍