ରଥଟଣା ବିଭ୍ରାଟ : ସରକାରଙ୍କ ଉପରେ ବର୍ଷିଲେ ବିଜୟ ମହାପାତ୍ର : କହିଲେ ମହାପ୍ରଭୁଙ୍କ ଘୋଷ ଯାତ୍ରା ନା ସରକାରଙ୍କ ପାର୍ଟି ଯାତ୍ରା ?

Spread the love

ରଥଟଣା ବିଭ୍ରାଟ : ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । କହିଲେ ମହାପ୍ରଭୁଙ୍କ ଘୋଷ ଯାତ୍ରା ନା ସରକାରଙ୍କ ପାର୍ଟି ଯାତ୍ରା ?

ଜେଏମଜେ ବ୍ୟୁରୋ : ରଥଯାତ୍ରା ବିଭ୍ରାଟ ନେଇ ସରକାରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଅଭିଯୋଗ ଆଣିବା ପରେ ସରକାରଙ୍କୁ ନେଇ ସେ କହିଛନ୍ତି , ଗତକାଲିର ଘଟଣା ଅତ୍ୟନ୍ତ ଲଜ୍ଜାଜନକ ଅଟେ । ସ୍ପଷ୍ଟ ବାରି ହୋଇପଡୁ ଛି ସରକାରଙ୍କ ଚରମ ଦାୟିତ୍ଵ ହୀନତା । ମୁଖ୍ୟମନ୍ତ୍ରୀ ରଥ ସମୀକ୍ଷାରେ କହିଥିଲେ ତ୍ରୁଟିଶୂନ୍ୟ ଓ ଇତିହାସ କରିବୁ ।
ଯାହା କହିଥିଲେ ତାହା କାର୍ଯ୍ୟରେ ଦେଖାଇଲେ । ନିଜ ବିବେକକୁ ପଚାରନ୍ତୁ ତ୍ରୁଟି ଶୂନ୍ୟ ଥିଲା ନା ନାହିଁ ।

ତମେ କିଏ ଇତିହାସ କରିବ ମହାପ୍ରଭୁଙ୍କୁ ନେଇ ? ପୁରୀ ରଥଯାତ୍ରା ପୂର୍ବରୁ ଅନ୍ୟମାନଙ୍କର ମତାମତ ନେବା , କାହାର କାହା ସହିତ ସମନ୍ନୟ ନଥିଲା । ଶୃଙ୍ଖଳିତ ରଥଯାତ୍ରା ନଥିଲା , ତ୍ରୁଟି ହେଲେ ପ୍ରଭୁ କାହାକୁ ସହିବେନି । କାଲି ରଥଯାତ୍ରାରେ ଅଧିକ ଲୋକ ନଥିଲେ । ଏଥିସହ ସେ କହିଛନ୍ତି ହଜାର କର୍ଡନ ପାସ ଓ ୫ ହଜାର ପହଣ୍ଡି ପାସ ଦିଆଯାଇଛି , ଇତିହାସରେ କେବେ ୧୦ ହଜାର ପାସ ଦିଆଯାଇଥିଲା? ସରକାରୀ ରେକର୍ଡ କାଢି କୁହନ୍ତୁ ସରକାର । ଘୋଷ ଯାତ୍ରା ନା ପାର୍ଟି ଯାତ୍ରା ? ଲଜ୍ଜାଜନକ ବିବୃତ୍ତି ଗଣମାଧ୍ୟମରେ ଦିଅନ୍ତୁ ନାହିଁ ସରକାର । ୨୦୦ ପ୍ଲାଟୁନ ଫୋର୍ସ କଣ କରୁଥିଲେ ? କର୍ଡନ କାହିଁକି ଖାଲି କରିନଥିଲେ ? ଏଥିସହ ସେ କହିଛନ୍ତି ସରକାର ବିବୃତ୍ତି ଦେଲା ବେଳେ ଲଗାମ ଦେଉନାହାନ୍ତି । ସରକାର ସମର୍ପଣ ଭାବ ଦେଖାନ୍ତୁ , ୩୩ ବର୍ଷ ପରେ ଏଭଳି ବିଭ୍ରାଟ ଦେଖିବାକୁ ମିଳିଲା ୧୯୯୨ ମସିହାରେ ଏଭଳି ଘଟଣା ଘଟିଥିଲା..

  • jmjnewso

    Related Posts

    IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବଡ଼ ଦାୟିତ୍ବ

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବଡ଼ ଦାୟିତ୍ବ । ରଥଯାତ୍ରାରେ ପୋଲିସ ପରିଚାଳନା ଦାୟିତ୍ବ ବୁଝିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । ନୀତିକାନ୍ତି ଓ ଉତ୍ସବ ପାଳନ ବେଳେ ପୋଲିସ୍‌ ବ୍ୟବସ୍ଥା ଦେଖିବେ । ରବିବାର…

    ଶରଧାବାଲି ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ, ବଦଳିଲେ ପୁରୀ ଜିଲ୍ଲାପାଳ, ଏସ୍‌ପି ଏବଂ ଦୁଇ ଅଧିକାରୀ ନିଲମ୍ବିତ

    Spread the love

    Spread the loveଅଘଟଣ ପରେ ଆକ୍ସନ । ପୁରୀ ଶରଧାବାଲି ଦଳଚକଟା ଘଟଣାରେ ରାଜ୍ୟସରକାରଙ୍କ କଠୋର ଆକ୍ସନ । ଅଘଟଣ ପାଇଁ ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍ପି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ୱାଇଁଙ୍କ ବଦଳରେ ଚଞ୍ଚଳ ରଣାକୁ…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!