ମହିଳା ବିଜେଡି କର୍ମୀ ଙ୍କୁ ସଙ୍ଘବଦ୍ଧ ଆକ୍ରମଣ: ବିଜେଡି ପକ୍ଷରୁ ଡିଜିପିଙ୍କୁ ଦାବିପତ୍ର ପ୍ରଦାନ

ଜେଏମଜେ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାର ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ଓ ବଳାତ୍କାର ଉଦ୍ୟମ ଘଟଣା । ପିଡ଼ିତା ବିଜେଡିର ଜଣେ ସକ୍ରିୟ କର୍ମୀ । ପୋଲିସ ଡିଜିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ । ବିଜେଡ଼ି ମିଡ଼ିଆ ସେଲ୍ ନେତୃତ୍ଵରେ…

ମନ୍ତ୍ରୀଙ୍କ ନାଁ ହଟାଇବା ପାଇଁ ବିକ୍ରମ ପଣ୍ଡାଙ୍କୁ ଫସାଇଛି ପୁଲିସ: ବିଜେଡ଼ି ପ୍ରେସମିଟ

ଭୁବନେଶ୍ବର:(ଜେଏମଜେ ବ୍ୟୁରୋ): ଗତ ୧୬ ମାସର ବିଜେପି ସରକାର ରାଜ୍ୟରେ ଅପରାଧ ରୋକିବାରେ ବିଫଳ ହୋଇଛି। ଖାସ କରି ଗଞ୍ଜାମରେ ପୁଲିସ କିଛି ପଦକ୍ଷେପ ନେଉନି। ପୁଲିସ ଅପରାଧୀଙ୍କ ହାତବାରିସୀ ସାଜି ପ୍ରୋତ୍ସାହନ ଯୋଗାଉଛନ୍ତି ଅପରାଧ କରିବାକୁ। ପୀତବାସ ପଣ୍ଡା ହତ୍ୟାକାଣ୍ଡ…

ନୂଆପଡ଼ା ଉପ-ନିର୍ବାଚନ; ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କଲେ ଡିଜିପି

ଜେଏମଜେ ବ୍ୟୁରୋ : ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବହାଦୁର ଖୁରାନିଆ ଆଜି ପୋଲିସ ମୁଖ୍ୟାଳୟ ଠାରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ  ସମୀକ୍ଷା କରିଛନ୍ତି। ଡିଜିପି ଏକ ଅବାଧ, ସ୍ୱଚ୍ଛ, ମୁକ୍ତ…

ପୀତବାସ ପଣ୍ଡା ହତ୍ୟା କାଣ୍ଡ ମାମଲା: ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ..

ଜେଏମଜେ ବ୍ୟୁରୋ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା କାଣ୍ଡ ମାମଲା: ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ..ବିଜେଡି ଜିଲ୍ଲା ସଭାପତି ଙ୍କୁ ପୋଲିସ କୌଣସି ଅଜଣା ଜଗା ରେ ଜେରା କରୁଥୁବା ବେଳେ ବୈଦ୍ୟନାପୂର ଥାନା…

ଘାସିରାମ ମାଝୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା ବିଜେପି

ଭୁବନେଶ୍ୱର(ଜେଏମଜେ ବ୍ୟୁରୋ) : ନୂଆପଡା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ନୂଆପଡା ଥାନାରେ ରୁଜୁ ହୋଇଥିବା ଦୁଇଟି ଅଭିଯୋଗର ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ହୋଇନାହିଁ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି)…

ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ରାଜସ୍ୱ ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ସତର୍କ କଲେ ରାଜ୍ୟ ସରକାର। ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର…

ଦକ୍ଷିଣାଞ୍ଚଳ ଆଇଜିଙ୍କ ବଡ଼ ବୟାନ, ପୀତବାସ ପଣ୍ଡା ହତ୍ୟା ମାମଲାର ଖୁଲାସା ଖୁବଶୀଘ୍ର ହେବ:

ବ୍ରହ୍ମପୁର(ଜେଏମଜେ ବ୍ୟୁରୋ): : ପୀତବାସ ପଣ୍ଡା ହତ୍ୟା ମାମଲା। ଖୁବଶୀଘ୍ର ଘଟଣାରେ ଖୁଲାସା ହେବ । ଦିନେ କି ଦୁଇ ଦିନ ମଧ୍ୟରେ ଫୈସଲା ହୋଇଯିବ । ଯାହାକୁ ପରବର୍ତ୍ତୀ ସମୟରେ ଏସ୍‌ପି ଜଣାଇବେ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି…

ବଙ୍ଗୋପସଗାରରେ ଦାନା ବାନ୍ଧୁଛି ଲଘୁଚାପ, ସପ୍ତାହେ ଯାଏଁ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଜେଏମଜେ ବ୍ୟୁରୋ : ଆଜି ସୃଷ୍ଟି ହେବ ଲଘୁଚାପ। ବଙ୍ଗୋପସଗାରରେ ଦାନା ବାନ୍ଧୁଛି ଲଘୁଚାପ। ଘନୀଭୂତ ହୋଇ ଆସନ୍ତାକାଲି ଅବପାତରେ ପରିଣତ ହେବା ସମ୍ଭାବନା। ପ୍ରଭାବରେ ଆଜିଠୁ ସପ୍ତାହେ ଯାଏଁ ପ୍ରବଳ ବର୍ଷା ଆଶଙ୍କା ରହିଛି। ୨୦ ଜିଲ୍ଲାକୁ ପାଣିପାଗ…

ସରିଲା ନାମାଙ୍କନ: ଲଢେଇ ପାଇଁ ସରଗରମ ନୂଆପଡ଼ା

ଜେଏମଜେ ବ୍ୟୁରୋ : ସରିଲା ନାମାଙ୍କନ। ଏଥର ଆରମ୍ଭ ହେବ ମୁକାବିଲା । ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରସ୍ତୁତ। ଲଢେଇ ପାଇଁ ସରଗରମ ନୂଆପଡ଼ା। ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଆଉ କିଛି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି…

ନୂଆପଡ଼ା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ୧୯ ପ୍ରାର୍ଥୀ

ଜେଏମଜେ ବ୍ୟୁରୋ : ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଶେଷ ହେଲା ନାମାଙ୍କନ ପତ୍ର ଦାଖଲ । ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜୟ ଢୋଲକିଆ,…