ଫାଇଲ୍ ଚୋରି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ
ଭୁବନେଶ୍ୱର:ଜେଏମଜେ ନ୍ୟୁଜ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍ଓ)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଫାଇଲ୍ ଚୋରି ଘଟଣାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ। ଏହି ଘଟଣାରେ ବିଜୁ ଜନତା ଦଳର ନେତାମାନେ ନବୀନ ସରକାରକୁ ବଦନାମୀରୁ ରକ୍ଷା କରିବା ପାଇଁ…
ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର
ଜେଏମଜେ ନ୍ୟୁଜ : ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ। ଗାଡି ଚାଲାଣ ପାସ କରିଦେବାକୁ ନେଉଥିଲେ ଲାଞ୍ଚ । କାର୍ଯ୍ୟାଳୟ ଓ…
ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ
କୋରାପୁଟ : ଜେଏମଜେ ନ୍ୟୁଜ : ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରରେ ଭକ୍ତଙ୍କ ଅପାର ସମାଗମ ଦେଖିବାକୁ ମିଳିଛି। ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନ ଏବଂ ପଡ଼ୋଶୀ ରାଜ୍ୟରୁ ଆସିଥିବା…
ଆଜୀବନ ସଜା କାଟୁଥିଲେ: ୧୯ କଏଦୀଙ୍କୁ ମିଳିଲା ନୂଆ ଜୀବନ
ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଆଜୀବନ କାରାଦଣ୍ଡ ଭେଗୁଥିବା ୧୯ଜଣ କଏଦୀଙ୍କୁ ନୂଆ ଜୀବନ ମିଳିଛି । ଉତ୍ତମ ବ୍ୟବହାର ଓ ଚାଲିଚଳଣି ପାଇଁ ସେମାନଙ୍କୁ ବିଭିନ୍ନ ଜେଲ୍ରୁ ଆଗୁଆ ଖଲାସ କରାଯାଇଛି । ସେମାନଙ୍କୁ ଉତ୍ତରୀୟ ପିନ୍ଧାଇବା ସହ…
କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ, କବିସୂର୍ଯ୍ୟନଗର, ଗଞ୍ଜାମ ପକ୍ଷରୁ ସପ୍ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଗତ ୨ ଅଗଷ୍ଟ ୨୦୨୬ ତାରିଖରେ କବିସୂର୍ଯ୍ୟନଗରସ୍ଥିତ କଲ୍ୟାଣ ମଣ୍ଡପଠାରେ ଏକ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହ…











