୨୯ ତାରିଖରେ ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା : ହେଲେ 2ୟ ଶନିବାର ଖୋଲା ରହିବ ସବୁ ଅଫିସ.

ଜେଏମଜେ ବ୍ୟୁରୋ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ଉପଲକ୍ଷରେ ରାଜ୍ୟ ସରକାର ୨୯ ଅଗଷ୍ଟ (ଶୁକ୍ରବାର) ରାଜ୍ୟର ସମସ୍ତ ସ୍କୁଲ୍‌ ବନ୍ଦ୍‌ ରଖିବାକୁ ଘୋଷଣା କରିଛନ୍ତି। ଗଣଶିକ୍ଷା ବିଭାଗର ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରାଯାଇଛି।ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ‘ନୂଆଁଖାଇ’ ଭେଟି: ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଯୋଜନାର କିସ୍ତି

ଭୁବନେଶ୍ବର:( ଜେଏମଜେ ବ୍ୟୁରୋ )ରାଜ୍ୟ ସରକାରଙ୍କ ସିଏମ୍‌-କିଷାନ ଯୋଜନାର କିସ୍ତି ଆସନ୍ତାକାଲି (୨୭ ତାରିଖ) ପ୍ରଦାନ କରାଯିବ। ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯିବ। ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା…

ଆମ ଶାସନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

ଜେଏମଜେ ବ୍ୟୁରୋ : ଆଜିଠୁ ଆରମ୍ଭ ହେଲା ଆମ ଶାସନ.। ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ବାରା ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି, ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ,…

ଆଜିଠୁ ‘ଆମ ଶାସନ’

ଭୁବନେଶ୍ବର: (ଜେଏମଜେ ବ୍ୟୁରୋ ): ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଥାନା, ହସ୍ପିଟାଲ, ତହସିଲ୍‌ ଆଦିକୁ ଲୋକ ଗଲେ ସେଠାରେ ‌େସମାନଙ୍କୁ ସବୁ ସୁବିଧା ମିଳୁଛି…

ନୂଆଖାଇ ପରଦିନ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୂଆଖାଇ ପର୍ବ ଉପଲକ୍ଷେ ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କରାଯାଇଛି । କୃଷି ଭିତ୍ତିକ ଗଣପର୍ବ ନୂଆ ଖାଇ ଅବସରରେ ପ୍ରତିବର୍ଷ ଛୁଟି ଘୋଷଣା କରାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ…

ସରିଲା ରାଜ୍ୟ କ୍ୟାବିନେଟ୍‌: ୪ଟି ପ୍ରସ୍ତାବ ରେ ବାଜିଲା. ମୋହର।

ଭୁବନେଶ୍ବର: (ଜେଏମଜେ ବ୍ୟୁରୋ ): ରାଜ୍ୟ କ୍ୟାବିନେଟର ୨୪ତମ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ୩ଟି ବିଭାଗର ୪ଟି ପ୍ରସ୍ତାବକୁ ଅନୁମୋଦନ…

ସମବାୟ ବିକାଶ ପାଇଁ ଆବଶ୍ୟକ ସହାୟତା ଦେବେ କେନ୍ଦ୍ର ସରକାର.

ଜେଏମଜେ ବ୍ୟୁରୋ : ଆଜି ଲୋକସେବା ଭବନରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀଙ୍କ ସହିତ ଓଡିଶାରେ ସମବାୟ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି।…

ରାଜ୍ୟରେ ଥିବା ଭୂମିହୀନଙ୍କୁ ଖୋଜିଖୋଜି ପଟ୍ଟା ଦେବେ ତହସିଲଦାର

ଜେଏମଜେ ବ୍ୟୁରୋ : ରାଜ୍ୟରେ ରହିବେନି ଭୂମିହୀନ। ରାଜ୍ୟରେ ଥିବା ଭୂମିହୀନଙ୍କୁ ଖୋଜିଖୋଜି ପଟ୍ଟା ଦେବେ ତହସିଲଦାର। ନବରଙ୍ଗପୁରଜିଲ୍ଲା ପାପଡାହାଣ୍ଡିର ସହିଦ ମିନାର ଠାରେ ସହିଦ ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତା…

ମନ୍ତ୍ରୀଙ୍କ ନାଲି ଆଖିକୁ ମାନୁନି ଅମଲା ସଙ୍ଘ.14 ଦିନରେ ପହଞ୍ଚିଲା ଆନ୍ଦୋଳନ।

ଭୁବନେଶ୍ୱର (ଜେଏମଜେ ବ୍ୟୁରୋ): ଥରେ ନୁହେଁ, ଦୁଇ ଥର ନାଲି ଆଖି ଦେଖାଇଲେଣି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଆନ୍ଦୋଳନ ଆରମ୍ଭ ହେବାର ତିନି ଦିନ ପରେ କହିଥିଲେ, ‘ରାଜସ୍ବ ଅମଲା ସଂଘର ସମୂହ ଛୁଟି ଗ୍ରହଣ କରାଯିବନି। କାମ ନାହିଁ…

ପୂରଣ ହେବ ୩୦୦ ଅଗ୍ନିଶମ ପଦବୀ: ମୁଖ୍ୟମନ୍ତ୍ରୀ

ଜେଏମଜେ ବ୍ୟୁରୋ : ଅଗ୍ନିଶମ ବିଭାଗରେ ଖାଲି ୩୦୦ ପଦବୀ ଡିସେମ୍ବର ସୁଦ୍ଧା ପୂରଣ ହେବ । ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା । କହିଲେ ଅଗ୍ନିଶମ ବିଭାଗ ପକ୍ଷରୁ ୯୧୧ ଅଗ୍ନିଯୋଦ୍ଧା ପଦବୀ ପୂରଣ…