ଡିଜିଟାଲ୍‌ ଠିକଣା ବାଟବଣା: ୪୧ରୁ ୧୭ ବିଭାଗ ଚିଠି ଦେଉନାହାନ୍ତି

ଭୁବନେଶ୍ୱର : ଜେଏମଜେ ବ୍ୟୁରୋ : ରାଜ୍ୟ ସରକାର ସରକାରୀ ବ୍ୟବସ୍ଥାରେ ସ୍ବଚ୍ଛତା ଓ ବୈଷୟିକ ଜ୍ଞାନକୁ ଗୁରୁତ୍ବ ଦେଉଛନ୍ତି। ସବୁ ବିଭାଗରେ ଚିଠି ଅପ୍‌ଲୋଡ୍‌  କରିବାକୁ ୨ରୁ ୩ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ହେଲେ ପୁରୁଣା ଚିଠି ଯେପରି…

ରାଜ୍ୟର କେଉଁ ସ୍କୁଲରେ ଅଛନ୍ତି କେତେ ଶିକ୍ଷକ? ତଥ୍ୟ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଜେଏମଜେ ବ୍ୟୁରୋ : ରାଜ୍ୟର କେଉଁ ସ୍କୁଲରେ ଅଛନ୍ତି କେତେ ଶିକ୍ଷକ? ତଥ୍ୟ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶବେଆଇନ ଭାବେ ଶିକ୍ଷକଙ୍କ ବଦଳି କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି । ରାଜ୍ୟରେ…

‘ଆଗାମୀ ଦିନରେ କୋଟିଆବାସୀଙ୍କୁ ସବୁ ପ୍ରକାରର ସୁବିଧା ମିଳିବ’

ଜେଏମଜେ ବ୍ୟୁରୋ : କୋଟିଆ ବିବାଦ ବିଷୟରେ ରାଜ୍ୟ ସରକାର ନିୟମିତ ଭାବେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି । କୋଟିଆ ସମସ୍ୟା ଏଭଳି ଏକ ସମସ୍ୟା ଯାହାର ମାନବୀୟ ଦୃଷ୍ଟିକୋଣ ରହିଛି। ରାଜ୍ୟ ସରକାରଙ୍କ ସେବା କୋଟିଆରେ ପହଞ୍ଚି…

ଜୟପୁରରେ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଜେଏମଜେ ବ୍ୟୁରୋ : ଆଜି ଆସିବ ସୁଭଦ୍ରା ତୃତୀୟ କିସ୍ତି । ରାଖୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ…

ଅପାରଗ ଅଧିକାରୀଙ୍କ ତାଲିକା ଦେଲେନି.ସରକାର ଙ୍କ ଉପରେ ରହି ଖେଳ କରୁଥିବା କିଏ ସେ ଅଧିକାରୀ?

ଜେଏମଜେ ବ୍ୟୁରୋ: କେହି ମାନିଲେନି ସରକାରୀ ନିର୍ଦେଶ.. ଅପାରଗଙ୍କୁ ଘୋଡେଇ ରଖିଲେ ବିଭାଗୀୟ ଉଚ୍ଚ ଅଧିକାରୀ.. ସରକାର ଙ୍କ ଠାରୁ ଉପରେ ଆଉ କାହାର ରହିଛି ଭିତିରିଆ ନିର୍ଦେଶ.. କିଏ ସେ ମୁଖିଆ?….ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ଅବମାନନା । ଅପାରଗ…

ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ – ମୁଖ୍ୟମନ୍ତ୍ରୀ

ଜେଏମଜେ ବ୍ୟୁରୋ: “ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ”, ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଭୁବନେଶ୍ଵର…

ରାଜ୍ୟରେ ହୋଇପାରିବନି ଗୋହତ୍ୟା : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

ଜେଏମଜେ ବ୍ୟୁରୋ : ରାଜ୍ୟରେ ହୋଇପାରିବନି ଗୋହତ୍ୟା । ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦ କଡ଼ାକଡ଼ି ହେବ । କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜନସ୍ବାର୍ଥ ମାମଲାର ଶୁଣାଣି କରି…

ସାରାକକୁ 13 ମାସ ବିତିଲା, ଶାସକ ଦଳର ନେତାଙ୍କୁ ଜାଣୁନାହାନ୍ତି ଅଫିସର

ଜେଏମଜେ ବ୍ୟୁରୋ : ଶାସକ ଦଳର ନେତାଙ୍କୁ ଜାଣୁନାହାନ୍ତି ଅଫିସର । ପୋର୍ଟ ଫୋଲିଓ କହିଲେ ବି ଚିହ୍ନିପାରୁନାହାଁନ୍ତି ଅଧିକାରୀ । ସଙ୍ଗୀନ ଅଭିଯୋଗ ଆଣିଲେ ସରକାରୀ ଦଳ ଉପ ମୁଖ୍ୟସଚେତକ । ବିରୋଧୀ କହିଲେ, ରାଜ୍ୟରେ ଚାଲିଛି ବିଚିତ୍ର ଶାସନ…

ରାଜ୍ୟରେ ବନ୍ଦ ହେବ ମହାପ୍ରୟାଣ!

ଜେଏମଜେ ବ୍ୟୁରୋ : ରାଜ୍ୟରେ ଏବେ କାର୍ଯ୍ୟକାରୀ ହେଉଥିବା ‘ମହାପ୍ରୟାଣ’ ଯୋଜନା ମାଗଣା ନୁହେଁ। କିଛି ଜିଲ୍ଲାରେ ଏହା ରେଡ୍‌କ୍ରସ ଦ୍ଵାରା ପରିଚାଳିତ ହେଉଥିବା ବେଳେ ଆଉ କିଛି ଜିଲ୍ଲାରେ ଏହା ଜିଲ୍ଲାପାଳଙ୍କ ଅଧୀନରେ ରହିଛି । ଏହା ବ୍ୟବସ୍ଥିତ ନ…

ଓଡ଼ିଆରେ ସାଇନ୍ ବୋର୍ଡ ନଲେଖିଲେ ଦିନକୁ ୫୦୦ ଟଙ୍କା ଗଣିବାକୁ ପଡିବ.

ଜେଏମଜେ ବ୍ୟୁରୋ : ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ସାଇନ୍ ବୋର୍ଡ ଲେଖିବା ବାଧ୍ୟତା ମୂଳକ କଲେ ରାଜ୍ୟ ସରକାର.. ନିର୍ଦେଶ ଖିଲାପ କଲେ ଦିନକୁ ଗଣିବେ 5 ଶହ ଟଙ୍କା..ପୁଣି ମନେ ପଡିଲା ଓଡ଼ିଆ ଫଳକ କଥା..ଓଡ଼ିଶାର…