ଭତ୍ତା ପାଇଁ ବୟସ ଜାଲିଆତି କଲେ ନିଆଯିବ କଡା କଡା କର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ଭତ୍ତା ପାଇଁ ବୟସ ଜାଲିଆତି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା । ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଭତ୍ତା ପାଇଁ ବୟସ ଜାଲିଆତି କରୁଥିବା ଲୋକଙ୍କ…
ଆଗାମୀ ୩ ବର୍ଷରେ ନିଯୁକ୍ତି ହେବେ ୪୫ ହଜାର ରେଗୁଲାର ଶିକ୍ଷକ
ଜେଏମଜେ ବ୍ୟୁରୋ : ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦବୋଧନ । ସେ କହିଛନ୍ତି, ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଦୁଇଟି ବଡ ଆହ୍ବାନ ରହିଛି । ପ୍ରଥମଟି ହେଲା ଡ୍ରପ…
ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ, ପୂଜା ପୂର୍ବରୁ ସଜଡ଼ାଯିବ ସମସ୍ତ ଖାଲଖମା ରାସ୍ତା ସହ ମୁକୁଳା ଡ୍ରେନ୍
ଜେଏମଜେ ବ୍ୟୁରୋ : ଦୁର୍ଗାପୂଜା ପୂର୍ବରୁ ସଜଡ଼ାଯିବ ସହରାଞ୍ଚଳର ସମସ୍ତ ଖାଲ ଖମା ରାସ୍ତା। ଏନେଇ ବିଭାଗ ପ୍ରସ୍ତୁତ ରହିଥିବା ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା। ମୁକୁଳା ଡ୍ରେନ କାମ ତୁରନ୍ତ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଦୁର୍ଗାପୂଜା ପୂର୍ବରୁ ସଜଡ଼ାଯିବ ସହରାଞ୍ଚଳର…
ଫେରିବ ମହାପ୍ରଭୁଙ୍କ ସମ୍ପତ୍ତି: ମନ୍ତ୍ରୀ
ଜେଏମଜେ ବ୍ୟୁରୋ : ରାଜ୍ୟ ଏବଂ ରାଜ୍ୟ ବାହାରୁ ଫେରିବ ମହାପ୍ରଭୁ ଜଗନ୍ନାଥଙ୍କ ଭୂସମ୍ପତ୍ତି । ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର । ଏହାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ମହାପ୍ରଭୁଙ୍କ…
ବିଜେପି ସରକାର ଆସିଲା ଗ୍ରାମାଞ୍ଚଳରେ ବିକାଶ କାମ ଠପ। ପଡିନି ମାଟି ମୁଠାଏ, ବଢିଛି ଅସନ୍ତୋଷ…
ଜେଏମଜେ ବ୍ୟୁରୋ : ଗ୍ରାମାଞ୍ଚଳରେ ବିକାଶ କାମ ଠପ ହୋଇପଡିଛି । ରାସ୍ତାଘାଟରୁ ଆରମ୍ଭ କରି ବ୍ରିଜ, ସବୁ କାମ ଅଧପନ୍ତରିଆ ଭାବେ ପଡିରହିଛି । ଗାଁରେ ଉନ୍ନୟନ କାମ ଠିକ ଭାବେ ହେଉ ନଥିବାରୁ ବିଧାନସଭା କମିଟିରେ ଉଦବେଗ ପ୍ରକାଶ…
ଆଗକୁ ଚାଲିବ ୧ହଜାର ଇ-ବସ୍: ପ୍ରଦୂଷଣମୁକ୍ତ ପରିବହନକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ
ଜେଏମଜେ ବ୍ୟୁରୋ : ପ୍ରଦୂଷଣମୁକ୍ତ ପରିବହନକୁ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଆଗକୁ ଇ-ବସ୍ ଜରିଆରେ ଓଡ଼ିଶାରେ ଯାତ୍ରୀ ପରିବହନ ସେବାକୁ ନିୟନ୍ତ୍ରିତ କରିବାକୁ ଯୋଜନା କରାଯାଉଛି। ବର୍ତ୍ତମାନ ଓଡ଼ିଶାରେ ୪୫୦ଟି ଇ-ବସ୍ ଚାଲୁଥିବା ବେଳେ ଆଗକୁ ଇ-ବସ୍ ସଂଖ୍ୟାକୁ…
ଏନଏସି ଘୋଷଣା ପରେ ବିଭିନ୍ନ ଅଞ୍ଚଳରୁ ଉଠିଲାଣି ବିଦ୍ରୋହର ସ୍ୱର.
ରାଜ୍ୟରେ ୧୬ ନୂଆ ଏନଏସି ଆଉ ୭ ନୂଆ ମ୍ୟୁନିସିପାଲଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହେଲେ ଏହି ଘୋଷଣା କିନ୍ତୁ ଏବେ ମୋହନ ସରକାରର ତଣ୍ଟିରେ କଣ୍ଟା ସାଜିବାକୁ ଯାଉଛି । ଯେଉଁ ଯେଉଁ ଏରିଆ ଏବେ…
ଆର୍ଥିକ ବର୍ଷ ଅଧା ହେବାକୁ ବସିଲାଣି ଖର୍ଚ୍ଚ ହେଇପାରୁନି ବଜେଟ ଟଙ୍କା!
ଜେଏମଜେ ବ୍ୟୁରୋ : ବଜେଟ ଟଙ୍କା ଖର୍ଚ୍ଚ କରିପାରୁ ନାହାନ୍ତି ପ୍ରମୁଖ ବିଭାଗ। ସଚିବ ସ୍ତରୀୟ ବୈଠକରେ ତାଗିଦ ପରେ ବି ଅନେକ ବିଭାଗ ପଛରେ ପଡିଛନ୍ତି । ବଡ ବଡ ବିଭାଗ ହେଲେ ଖର୍ଚ୍ଚରେ ଦୁର୍ବଳ । ଦେଖନ୍ତୁ କେଉଁ…
୭ରେ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ: ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ରୁ ପାକତ୍ୟାଗ ସହ ଅନ୍ନ ଭୋଜନ ଓ ଦେବନୀତି ନିଷେଧ
ଜେଏମଜେ ବ୍ୟୁରୋ : ଚଳିତ ବର୍ଷ ସେପ୍ଟେମ୍ବର ୭ ତାରିଖ ରବିବାର ଭାଦ୍ରବ ପୂର୍ଣ୍ଣିମାରେ ଭାରତରେ ସବୁଠି ବିରଳ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏହା ଭାରତ ତଥା ଓଡ଼ିଶା ସମେତ ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ନ୍ୟୁଜିଲ୍ୟାଣ୍ଡ, ଆଫ୍ରିକା, ପ୍ରଶାନ୍ତ ମହାସାଗର, ଆଟ୍ଲାଣ୍ଟିକ୍…
ଥମିଗଲା ନୂଆ ଜିଲ୍ଲା ଗଠନ ଦାବି : ଏନ୍ଏସି, ମ୍ୟୁନିସିପାଲିଟି ଉପହାର ରେ ସବୁ ନୀରବ।
ଜେଏମଜେ ବ୍ୟୁରୋ : ଯାଜପୁରର ଚଣ୍ଡିଖୋଲରୁ ଆରମ୍ଭ କରି ଗଞ୍ଜାମର ଭଞ୍ଜନଗର, ଆସିକା, ମୟୂରଭଞ୍ଜର କରଞ୍ଜିଆ ପର୍ଯ୍ୟନ୍ତ ରାଜ୍ୟର ୧୬ଟି ଜିଲ୍ଲାର ୨୮ଟି ଅଞ୍ଚଳକୁ ଜିଲ୍ଲା ମାନ୍ୟତା ଦେବାକୁ ଦାବି ହେଉଥିଲା। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭିନ୍ନ ଭିନ୍ନ ସଂଗଠନ…
















