IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବଡ଼ ଦାୟିତ୍ବ

ଜେଏମଜେ ବ୍ୟୁରୋ : ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବଡ଼ ଦାୟିତ୍ବ । ରଥଯାତ୍ରାରେ ପୋଲିସ ପରିଚାଳନା ଦାୟିତ୍ବ ବୁଝିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । ନୀତିକାନ୍ତି ଓ ଉତ୍ସବ ପାଳନ ବେଳେ ପୋଲିସ୍‌ ବ୍ୟବସ୍ଥା ଦେଖିବେ । ରବିବାର ଭୋରରୁ ଶରଧାବାଲିରେ…

ଶରଧାବାଲି ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ, ବଦଳିଲେ ପୁରୀ ଜିଲ୍ଲାପାଳ, ଏସ୍‌ପି ଏବଂ ଦୁଇ ଅଧିକାରୀ ନିଲମ୍ବିତ

ଅଘଟଣ ପରେ ଆକ୍ସନ । ପୁରୀ ଶରଧାବାଲି ଦଳଚକଟା ଘଟଣାରେ ରାଜ୍ୟସରକାରଙ୍କ କଠୋର ଆକ୍ସନ । ଅଘଟଣ ପାଇଁ ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍ପି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ୱାଇଁଙ୍କ ବଦଳରେ ଚଞ୍ଚଳ ରଣାକୁ ମିଳିଛି ନୂଆ…

ପୁରୀରେ ଦଳାଚକଟା ଘଟଣା, ବଳି ପଡିବେ କି ବଡ ଅଫିସର, ପ୍ରଶାସନିକ ଅବହେଳା କହିଲେ ଆଇନ ମନ୍ତ୍ରୀ.

ପୁରୀ :(ଜେଏମଜେ ବ୍ୟୁରୋ ): ଖୁବ ଶୀଘ୍ର ବଳିପଡିବେ ବଡ ଅଫିସର। ପୁରୀରେ ହୋଇଥିବା ଦଳଚକଟା ଘଟଣାରେ ପ୍ରଶାସନର ଅବହେଳା ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି। ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ…

ଦଳାଚକଟା ପଛରେ ସାଙ୍ଘାତିକ ଅବ୍ୟବସ୍ଥା. ପ୍ରଶାସନ ମାନିବାକୁ ନାରାଜ

ଜେଏମଜେ ବ୍ୟୁରୋ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସି ଜୀବନ ହରାଇଲେ ଶ୍ରଦ୍ଧାଳୁ। ଏହା କ’ଣ ଥିଲା ସେମାନଙ୍କର ନିୟତି ? ଦଳାଚକଟା ପାଇଁ ଦାୟୀ କିଏ ? କିଏ ଏତେ ବଡ଼ ଅଘଟଣର ଦୋଷ ମୁଣ୍ଡାଇବ ? ନା ବିନା…

ଶାରଧାବାଲି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା.

ଜେଏମଜେ ବ୍ୟୁରୋ : ଶରଧାବାଲିରେ ରଥାରୂଢ଼ ଦାରୁବ୍ରହ୍ମଙ୍କୁ ଦର୍ଶନ ବେଳେ ଠେଲାପେଲା ଘଟଣା। ପୁରୀ ଅଘଟଣକୁ ନେଇ ଏକ୍ସରେ ପୋଷ୍ଟ କରି ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା…

ଶରଧାବାଲିରେ ଠେଲାପେଲା ଦଳାଚକଟା, ୩ ମୃତ

ପୁରୀ : (ଜେଏମଜେ ନ୍ୟୁଜ ):ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟା । ତିନି ଭକ୍ତଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକମାନେ ହେଲେ ଖୋର୍ଦ୍ଧା ଗୋବର୍ଦ୍ଧନପୁର…

ଶରଧାବାଲିରେ ନନ୍ଦିଘୋଷ, ତାଳଧ୍ୱଜଓ ଦର୍ପଦଳନ ରଥ।

ଜେଏମଜେ ବ୍ୟୁରୋ : ସରିଲା ରଥଟଣା। ଶରଧାବାଲିରେ ପହଞ୍ଚିଛନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ସୁଭଦ୍ରାଙ୍କ ଦର୍ପଦଳନ ରଥ। ପ୍ରଥମେ ତାଳଧ୍ୱଜ ଏବଂ ଦର୍ପଦଳନ ଶରଧାବାଲିରେ ପହଞ୍ଚିବା ପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା। ଦର୍ଶନ ପାଇଁ ଶରଧାବାଲିରେ…

ରଥଟଣା ବିଭ୍ରାଟ : ସରକାରଙ୍କ ଉପରେ ବର୍ଷିଲେ ବିଜୟ ମହାପାତ୍ର : କହିଲେ ମହାପ୍ରଭୁଙ୍କ ଘୋଷ ଯାତ୍ରା ନା ସରକାରଙ୍କ ପାର୍ଟି ଯାତ୍ରା ?

ରଥଟଣା ବିଭ୍ରାଟ : ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । କହିଲେ ମହାପ୍ରଭୁଙ୍କ ଘୋଷ ଯାତ୍ରା ନା ସରକାରଙ୍କ ପାର୍ଟି ଯାତ୍ରା ? ଜେଏମଜେ ବ୍ୟୁରୋ : ରଥଯାତ୍ରା ବିଭ୍ରାଟ ନେଇ ସରକାରଙ୍କ ଉପରେ ସାଂଘାତିକ ଅଭିଯୋଗ…

କେଉଁ ଭିଆଇପିଙ୍କ ପାଇଁ ମହାପ୍ରଭୁଙ୍କୁ ଅପେକ୍ଷା କରିବାକୁ ପଡୁଛି: ପିସିସି ସଭାପତି

ଜେଏମଜେ ବ୍ୟୁରୋ : ଏଥର ରଥଯାତ୍ରାର ଆୟୋଜନ ଅନ୍ୟ ବର୍ଷ ଅପେକ୍ଷା ଅଧିକ ଭଲ ହୋଇଥିଲା ବୋଲି ସରକାର ବାହାସ୍ଫୋଟ ମାରୁଥିଲେ । ତା’ସତ୍ତେ୍ୱ ରଥ ଚାଲିଲା ନାହିଁ । ରାଜ୍ୟର କୋଟି କୋଟି ଜଗନ୍ନାଥ ବିଶ୍ୱାସୀ ଭକ୍ତ ଏହାଦ୍ୱାରା ଗଭୀର…

ଗୁଜୁରାଟରେ ଗଡ଼ିଲା ରଥ, ମୁଖ୍ୟମନ୍ତ୍ରୀ କଲେ ଛେରା ପହଁରା

ଜେଏମଜେ ବ୍ୟୁରୋ : ପବିତ୍ର ରଥଯାତ୍ରା ଉପଲକ୍ଷେ ଅହମଦାବାଦରେ ଗଡିଲା ରଥ । ଆଜି ସକାଳେ ଅହମଦାବାଦରେ ୧୪୮ ତମ ରଥଯାତ୍ରା ପାଳିତ ହୋଇଯାଇଛି । ଯେଉଁଠାରେ ଜଗନ୍ନାଥମୟ ହୋଇଛି ପୂରା ପରିବେଶ । ଭକ୍ତ ଭଗବାନଙ୍କର ମିଳନ ହୋଇଛି ।…