ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ଚଞ୍ଚକତା !ଟେଣ୍ଡର ଚୁକ୍ତି ଅବଧି ସରିବା 2 ବର୍ଷ ପରେ ବି ଚାଲିଛି ଗ୍ରାମ୍ୟ ରାସ୍ତା କାମ..ତଦନ୍ତ ପାଇଁ ପହଞ୍ଚିଲେ ଅଧିକ୍ଷଣ ଯନ୍ତ୍ରୀ..

ଜେଏମଜେ ବ୍ୟୁରୋ : ଅଢେଇ କୋଟି ଟଙ୍କା ବ୍ୟୟ ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମ ରେ ମହା ଘୋଟଲା…ନିମ୍ନମାନର କାମ ତାହା ପୁଣିଚୁକ୍ତିନାମା ଅବଧି ସରିବାର 2 ବର୍ଷ ପରେ ବି ଚାଲିଛି କାମ..ଏସ୍ଟିମେଟ ଉଲଘଂନ ରେ କରାଯାଇଛି କାମ..ପଟୁବାଲି…

ଓୟୁଡବ୍ଲ୍ୟୁଜେ ଗଞ୍ଜାମ ଶାଖା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଜେଏମଜେ ବ୍ୟୁରୋ : ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା ଶାଖା ଆନୁକୂଲ୍ୟରେ ବ୍ରହ୍ମପୁର ରାଜସ୍ୱ ଡାକ ବଙ୍ଗଳା ଠାରେ ଜିଲ୍ଲା ସଭାପତି ଅରୁଣ କୁମାର ପଣ୍ଡା ଙ୍କ. ସଭାପତିତ୍ୱ ରେଏକ ବୈଠକ ଅନୁଷ୍ଠିତ ହୋଇଯାଇଛି…ଅନୁଷ୍ଠିତ ବୈଠକ ରେମୁଖ୍ୟ ଅତିଥି…

ସହର ବୁଲିଲେ ସ୍ଥିତି ପରଖିଲେ କବିସୂର୍ଯ୍ୟନଗର ବିଧାୟକ

ସହର ବୁଲିଲେ ସ୍ଥିତି ପରଖିଲେ କବିସୂର୍ଯ୍ୟନଗର ବିଧାୟକ..ରାସ୍ତା, ପରିବେଶ, ଡ୍ରେନ, ବୁଲି ବୁଲି ଦେଖିଲେ ସାହି ବାସିନ୍ଦା ଙ୍କ. ସହ ଆଲୋଚନା କଲେ..ଆଜି ସକାଳୁ ସକାଳୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ସହର ର 16 ଓ 17 ନଂ ୱାର୍ଡ…

ଫରେଷ୍ଟରଙ୍କ ଆତ୍ମହତ୍ୟା ପଛରେ ଚାରା ଦୁର୍ନୀତି ଗୁମର; ପିସି ଦାବି ସହ ଡିଏଫଓ ଦେଉଥିଲେ ମାନସିକ ନିର୍ଯାତନା !

ରାୟଗଡା : (ଜେଏମଜେ ନ୍ୟୁଜ) କଳାହାଣ୍ଡି ଫରେଷ୍ଟର୍ ସଞ୍ଜୟ ନାୟକ ଖାଲି ଜୀବନ ହାରିନାହାଁନ୍ତି, ବରଂ ବର୍ଷ ବର୍ଷର ଚାରା ଘୋଟାଲାର ମହାଖୁଲାସା କରିଛନ୍ତି ସୁଇସାଇଡ୍ ନୋଟରେ। ଚାରା ରୋପଣ ନାଁରେ କେମିତି ଧଳାହାତୀଙ୍କ ପକେଟ୍ ଗରମ ହୁଏ, ତା’ର ଇଙ୍ଗିତ…

ଭଞ୍ଜନଗର ରେ ଡ୍ରାଇଭର ଦିବସ ପାଳିତ

ଭଞ୍ଜନଗର : ସଡକ ପରିବହନ ଡ୍ରାଇଭର ସଙ୍ଘ ତରଫରୁ ଡ୍ରାଇଭର ଦିବସ ପାଳନ ହୋଇ ଯାଇଛି।ସୂଚନାଯୋଗ୍ୟ ଯେ ସରକାର ସବୁ ଦିନ ପରି ୧୭ସେପ୍ଟେମ୍ବର କୁ ଡ୍ରାଇଭର ଦିବସ ଭାବେ ନିର୍ଦ୍ଧାରଣ କରିଛନ୍ତି ,ତେଣୁ ଓଡ଼ିଶାର କୋଣ ଅନୁକୋଣରେ ଏହି ଦିବସ…

କବିସୂର୍ଯ୍ୟନଗର ରେ ସୁଭଦ୍ରା ଯୋଜନାର ଲୋକାର୍ପଣ ଉତ୍ସବ ସମାରୋହ

ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମିନି ଷ୍ଟାଡିୟମ ପରିସରରେ ଶିକ୍ଷକ ଦିବାକର ଶତପଥୀ ଙ୍କ ସଂଯୋଜନା ରେ ଏବଂ ବିଡ଼ିଓ ସାଗରୀକା ଷଡ଼ଙ୍ଗୀ ଙ୍କ. ସଭାପତିତ୍ୱ ରେ ସୁଭଦ୍ରା ଯୋଜନା ର. ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ…

କବିସୂର୍ଯ୍ୟନଗରରେ ବୁଲିଲା ସୁଭଦ୍ରା ସଚେତନତା ରଥ

ଜେଏମଜେ ବ୍ୟୁରୋ : ବିସୂର୍ଯ୍ୟନଗର ରେ ସୁଭଦ୍ରା ସଚେତନତା ରଥ କୁ ଆଜି ସବୁଜ ପତାକା ଦେଖାଇ ଶୁଭରମ୍ଭ କଲେ ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ ବୀରେନ୍ଦ୍ର ଖଟାଇ..ବ୍ଲକ ପରିସରରେ ବିଡ଼ିଓ ସୁଶ୍ରୀ ସାଗରୀକା ଷଡ଼ଙ୍ଗୀ ଙ୍କ ସଂଯୋଜନା ରେ ଏକ ସଚେତନତା…

” ଅଧିକାର ମୋତେ ଦରକାର ” କହି NAC ସମ୍ମୁଖରେ ଧାରଣା.ରେ ବସିଲେ କାଉନ୍ସିଲର

ଜେଏମଜେ ବ୍ୟୁରୋ : ଏନଏସି ଅଧକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟର ତଦନ୍ତ ଦାବୀ କରିବା ସହ ମୋ ଅଧିକାର ମୋତେ ଦରକାର କହି କୋଦଳା NAC କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି ଜଣେ କାଉନସିଲର.. ଗଞ୍ଜାମ ଜିଲ୍ଲା…

ରାୟଗଡା ଜିଲ୍ଲାରେ OUWJ ଲୋଗୋ ଉନ୍ମୋଚନ ସମାରୋହ

ରାୟଗଡା :(ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ): ରାୟଗଡା ଜିଲ୍ଲାରେ OUWJ ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ.ହୋଇଯାଇଛି. ରାୟଗଡା ଠକର ବାପା ଆଶ୍ରମ ପରିସରରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ଶାଖା ଆନୁକୂଲ୍ୟରେ ଜିଲ୍ଲା ସଭାପତି ଖଗେଶ୍ୱର ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ…

ଦୁର୍ନୀତି ପିସି ପ୍ରସଙ୍ଗ ଭିତ୍ତିରେ ସରିଲା ସ୍ୱାୟତ୍ତ ଶାସନ ଦିବସ ସଭା

କବିସୂର୍ଯ୍ୟନଗର NAC ରେ କୁହୁଳୁଥିବା ବିବାଦ ଆଜି ସ୍ୱାୟତ୍ତ ଶାସନ ଦିବସ ରେ ପଦାରେ ପଡିଲା..NAC ପରିସରରେ ମଞ୍ଚ ଉପରେ ଦେଖିବାକୁ ମିଳିଲା ଅଭାବନୀୟ ଦୃଶ୍ୟ..NAC ଦୁର୍ନୀତି ମଞ୍ଚରେ ପଡିଲା..ସହରରେ ବୁଲିଲା…କିଏ କେତେ PC ନେଉଛି.. କିଏ କଣ ବିକିଲା.. କାହାର…