ଉଦ୍ୟମିତା ପ୍ରୋତ୍ସାହନ ସ୍ବାବଲମ୍ବୀ ସଚେତନ କାର୍ଯକ୍ରମ ଅନୁଷ୍ଠିତ.
ଜେଏମଜେ ବ୍ୟୁରୋ : ଉଦ୍ୟମିତା ପ୍ରୋତ୍ସାହନ ସ୍ବାବଲମ୍ବୀ ସଚେତନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ସ୍ବାବଲମ୍ବୀ ଭାରତ ଅଭିଯାନ ଗଞ୍ଜାମ ଜିଲ୍ଲା ପକ୍ଷରୁ ପୋଲସରା ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସ୍ବାବଲମ୍ବୀ ଭାରତ ଅଭିଯାନ ପକ୍ଷରୁ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ…
ରାୟଗଡ଼ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ବାର୍ଷିକ ସମ୍ମିଳନୀ ଏବଂ ସାଧାରଣ ନିର୍ବାଚନ।
ରାୟଗଡ଼ (ଜେଏମଜେ ନ୍ୟୁଜ): ରାୟଗଡ଼ ସହର ବିଜୁ ପଟ୍ଟନାୟକ ଓଡ଼ିଟରୀୟମ ଠାରେ ଓଡ଼ିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ରାୟଗଡ଼ ଶାଖାର ବାର୍ଷିକ ସମ୍ମିଳନୀ ଏବଂ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜସ୍ଵ କ୍ଷେତ୍ର ଅଧିକାରୀ ସଂଘ ରାଜ୍ୟ…
ଗାଁ ଠୁ ସହର ସବୁଠି ରାସ୍ତାର ଦୟନୀୟ ଅବସ୍ଥା, ଶାସକ-ବିରୋଧୀଙ୍କ ସମାନ ଅଭିଯୋଗ.
ଜେଏମଜେ ବ୍ୟୁରୋ : ଉପାନ୍ତରୁ ଉପକୂଳ, ଗାଁରୁ ସହର । ରାସ୍ତା ପାଲଟିଛି ଏବେ ମରଣଯନ୍ତା । ବର୍ଷା ଅସରାଏ ହେଲେ କଥା ସରିଲା । ଶୋଚନୀୟ ରାସ୍ତାକୁ ନେଇ ବିଧାନସଭାର ଷ୍ଟାଣ୍ଡିଂ କମିଟି ଉଦବେଗ ପ୍ରକାଶ କରିଥିବା ବେଳେ ପୂଜା…
ପୁଣି ଚର୍ଚ୍ଚାରେ ଗୋପାଳପୁର: ଥାନାରେ ଫିନାଇଲ୍ ପିଇଲେ ନାବାଳିକା, ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍ପି
ବ୍ରହ୍ମପୁର: (ଜେଏମଜେ ବ୍ୟୁରୋ): ସୂଚନା ମୁତାବକ, ଆଜି ସକାଳ ୧୧ଟା ବେଳେ ଜଣେ ନାବାଳିକା ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିଲେ। ସମୁଦ୍ରକୂଳରେ ବୁଲିସାରିବା ପରେ ଜଣକ ଘରକୁ ୨ ଘଣ୍ଟା ପାଇଁ ଭଡ଼ାରେ ମାଗିଥିଲେ। ସେ ମନା କରିବା…
ଅବ୍ୟବସ୍ଥା ଭିତରେ କୋଦଳା NAC ରେ ପାଳିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ.ଅଲୋଡ଼ା ହୋଇଗଲେ କି ଜାତିର ପିତା ମହାତ୍ମା ଗାନ୍ଧୀ
କୋଦଳା : (ଜେଏମଜେ ନ୍ୟୁଜ) ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଅବ୍ୟବସ୍ଥା ଭିତରେ ପାଳିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଆସ୍କା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶନୀ କବିସୂର୍ଯ୍ୟନଗର ବିଧାୟକ ଶ୍ରୀଯୁକ୍ତ ପ୍ରତାପ…
କଟକ ରେଲୱେ ଷ୍ଟେସନରେ ଖସିପଡ଼ିଲା ଛାତ।
ଜେଏମଜେ ବ୍ୟୁରୋ : କଟକ ରେଳ ଷ୍ଟେସନରେ ବୁଧବାର ଅପରାହ୍ନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ପ୍ଲାଟଫର୍ମ ଉପରେ ଏକ ଛାତ ଭୁଶୁଡ଼ି ପଡ଼ିଛି। ପୂର୍ବତଟ ରେଳବାଇ ଅନୁଯାୟୀ, ଦୁର୍ଘଟଣାଟି ଅପରାହ୍ନ ପ୍ରାୟ ୩.୪୫ ସମୟରେ ଘଟିଥିଲା । ଯାହାଫଳରେ ପ୍ଲାଟଫର୍ମ…
“ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ପକ୍ଷରୁମନ୍ତ୍ରୀଙ୍କ ନିକଟରେ 3 ହଜାର ଟଙ୍କା ଭତ୍ତା ଦାବୀ
କଳାହାଣ୍ଡି (ଜେଏମଜେ ନ୍ୟୁଜ ): ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ଦଳ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦-୩୫୦୦ ଟଙ୍କା କରିବା ପାଇଁ ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲେ। ତେଣୁ ରାଜ୍ଯର ପାଖାପାଖି ୬୦ଲକ୍ଷରୁ ଉର୍ଦ୍ଧ୍ବ ଗରିବ, ଅସହାୟ…
କବିସୂର୍ଯ୍ୟ ରକ୍ତଦାନ ସେବା ସଙ୍ଘ ଆନୁକୂଲ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ
ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ କବିସୂର୍ଯ୍ୟ ରକ୍ତଦାନ ସେବା ସଙ୍ଘ ର ଷଷ୍ଠ ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାର୍ଥୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. ରକ୍ତଦାନ ସେବାସଙ୍ଘ ପ୍ରତିଷ୍ଠାତା ସୁମନ୍ତ କୁମାର ଚର୍ଚ୍ଚି…
ଗଛକାଟି ପକାଇ ରାସ୍ତା ଅବରୋଧକଲେ ଗ୍ରାମବାସୀ. ଜିଲ୍ଲାପାଳ ଅଟକିଲେ
ରାୟଗଡ଼ା: ରାୟଗଡ଼ା ଜିଲ୍ଳାପାଳ ଆଶୁତୋଷ କୁଲକୁର୍ଣିଙ୍କ କଲ୍ୟାଣସିଂହପୁର ବ୍ଲକ ଗସ୍ତ ସମୟରେ ରାସ୍ତାରେ ସ୍ଥାନୀୟ ଗ୍ରାମବାସୀ ଗଛକାଟି ପକାଇ ଜିଲ୍ଲାପାଳଙ୍କ ରାସ୍ତା ଅବରୋଧ କରିଥିଛନ୍ତି। କଲ୍ୟାଣସିଂପୁର ବ୍ଲକ ପରିଦର୍ଶନରେ ଯାଇଥିବା ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅନ୍ୟ…
ଆଇପିଏସ୍ ସ୍ତରରେ ଅଦଳବଦଳ: ବଦଳିଲେ ପୁରୀ ଏସ୍ପି, ପ୍ରତୀକ ସିଂହଙ୍କୁ ମିଳିଲା ଦାୟିତ୍ବ.
ଜେଏମଜେ ବ୍ୟୁରୋ : ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇପିଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାର ୧୭ ଜଣ ଆଇପିଏସ୍ ଓ ଜଣେ ଓଏଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି…
















