ବିଜେଡିରେ ଶୁଭିଲାଣି:ପାଣ୍ଡିଆନଙ୍କୁ ଛାଡ଼, ନ ହେଲେ ତୁମକୁ ଛାଡୁଛୁ:

ଜେଏମଜେ ବ୍ୟୁରୋ : ବିଜୁ ଜନତା ଦଳ(ବିଜେଡି) ରାଜନୀତିରେ ବର୍ତ୍ତମାନ ଏକ ନୂଆ ମୋଡ ସୃଷ୍ଟି ହୋଇଛି। ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ବିଜେଡିଠାରୁ ଏବେ ଦଳର ନେତାମାନେ ମୁହଁ ଫେରାଇବା ପ୍ରକ୍ରିୟା ଜୋର୍‌ ଧରିଛି। ଗୋଟିଏ ସପ୍ତାହ…

ସତରେ କ’ଣ ବିଜେଡି ପାଣ୍ଠିକୁ ହଡ଼ପ କରିବା ପାଇଁ ଭିକେ ପାଣ୍ଡିଆନଙ୍କ ଉଦ୍ୟମ କି?ପାଣ୍ଡିଆନ ବିରୁଦ୍ଧରେ କହୁ କହୁ ଚି଼ଙ୍କି ଉଠୁଛି ବିଜେଡି

ଜେଏମଜେ ବ୍ୟୁରୋ : ସତରେ କ’ଣ ବିଜେଡି ପାଣ୍ଠିକୁ ହଡ଼ପ କରିବା ପାଇଁ ଭିକେ ପାଣ୍ଡିଆନ ଛାଇଭଳି ନବୀନ ପଟ୍ଟନାୟକଙ୍କ ପାଖେପାଖେ ରହୁଛନ୍ତି? ଦଳୀୟ ପାଣ୍ଠି ପାଇଁ କ’ଣ ନବୀନଙ୍କ ଜୀବନ ପ୍ରତି ବିପଦ ରହିଛି? ଏଭଳି କିଛି ସାଘାଂତିକ ଅଭିଯୋଗ…

ପାର୍ଟି ଫଣ୍ଡ ହଡ଼ପ କରିବା ପାଇଁ ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ୍: ସରୋଜ ପାଢ଼ୀ

ଜେଏମଜେ ବ୍ୟୁରୋ : ପାର୍ଟି ଫଣ୍ଡ ହଡ଼ପ କରିବା ଲାଗି ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ୍। ଆଜି ଏଭଳି ବିସ୍ଫୋରକ ଟିପ୍ପଣୀ ଦେଇଛନ୍ତି ବିଜେପି ବିଧାୟକ  ସରୋଜ ପାଢ଼ୀ। ସେ କହିଛନ୍ତି, ବିଜେଡି ପାର୍ଟି ଫଣ୍ଡ ପାଇଁ କେତେବେଳେ ନବୀନ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ : ରାହୁଲ ଓ ବିରୋଧୀଙ୍କୁ କଲେ କଡ଼ା ସମାଲୋଚନା

ଜେଏମଜେ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଲୋକସଭାରେ ଆଗତ ୧୩୦ତମ ସମ୍ୱିଧାନ ସଂଶୋଧନ ବିଲ୍ ଉପରେ ସେ କହିଛନ୍ତି ଜେଲରେ ଥାଇ ଚାଲିପାରିବନି ସରକାର । ସେ ମଧ୍ୟ…

ବିଜେଡି ଜିଲ୍ଲା ସଭାପତି ଙ୍କୁ ଭେଟିଲେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରୁ ଶତାଧିକ କର୍ମୀ।

କବିସୂର୍ଯ୍ୟନଗର : (ଜେଏମଜେ ବ୍ୟୁରୋ ): ଗତ ସାଧାରଣ ନିର୍ବାଚନ ପର ଠାରୁ ବିଜେଡି ନେତୃତ୍ୱ ବିହୀନ ହୋଇପଡିଥିବା ଯୋଗୁ ସବୁ ପଞ୍ଚାୟତ ରେ ନିର୍ବାଚିତ ପ୍ରତିନିଧି, କର୍ମୀ ଶାସକ ଦଳ ଦ୍ୱାରା ଉପେକ୍ଷିକ ହେଉଛନ୍ତି.. ହେଲେ ଏବେ ଜିଲ୍ଲା ସଭାପତି…

ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ

ବାଲିଗୁଡ଼ା:(ଜେଏମଜେ ନ୍ୟୁଜ):  ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ ଘଟିଛି । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି କରେନ୍ଦ୍ର । ସେ ବାଲିଗୁଡ଼ା ବିଧାନସଭା ଆସନରୁ ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।…

କବିସୂର୍ଯ୍ୟନଗର ଠାରେ ତିନି ଦିନ ବ୍ୟାପୀ CPI ର ଜିଲ୍ଲା ସମ୍ମିଳନୀ

ଜେଏମଜେ ବ୍ୟୁରୋ : କବିସୂର୍ଯ୍ୟନଗର ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର 24 ତମ ଜିଲ୍ଲା ସମ୍ମିଳନୀ ସାଥୀ ପ୍ରବୀଣ କୁମାର ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି. ତ୍ୟାଗ, ସଂଗ୍ରାମଓ ବଳିଦାନ ର 100 ବର୍ଷ ପୂର୍ତ୍ତି ଅବସରରେ…

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ; ଥାନା ଆଗରେ ରାତିସାରା ଧାରଣାରେ ବସିଲେ ବିଧାୟକ

ଜେଏମଜେ ବ୍ୟୁରୋ : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ; ଥାନା ଆଗରେ ରାତିସାରା ଧାରଣାରେ ବସିଲେ ବିଧାୟକ –ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଏକ…

ଅନିଶ୍ଚିତତା ଭିତରେ କଲେଜ ନିର୍ବାଚନ.

ଜେଏମଜେ ବ୍ୟୁରୋ : ନୂଆ ସରକାର ଆସିଲା, ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ହେବ ବୋଲି ଆଶା ଉଇଁଲା। ମାତ୍ର ହାତରେ ଖୁବ୍ କମ୍ ସମୟ ଥିବାରୁ ସରକାର ଚଳିତ ବର୍ଷ ନୁହେଁ ଆର…

ହସ୍ପିଟାଲରୁ ବାହାରିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ.

ଜେଏମଜେ ବ୍ୟୁରୋ : ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଡିହାଇଡ୍ରେସନ ଯୋଗୁଁ ସେ କିଛିଦିନ ତଳେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଆଡ଼ମିଶନ ହୋଇଥିଲେ । ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସେ ଫେରିଛନ୍ତି ।…