୨୦୨୪ ଲୋକସଭା ନିର୍ବାଚନରେ ହେରଫେର ହୋଇଥିଲା,ଆମ ପାଖରେ ତଥ୍ୟ ପହଞ୍ଚିଛି: ରାହୁଲ

ଜେଏମଜେ ବ୍ୟୁରୋ : ସମସ୍ତଙ୍କୁ ଚକିତ କରିବା ଭଳି ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଶନିବାର କଂଗ୍ରେସ ଆଇନଗତ ଟିମର କନଫରେନ୍ସରେ ରାହୁଲ ଅଭିଯୋଗ କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ…

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ବିଜେଡିର ପ୍ରେସମିଟ୍: ସରକାରଙ୍କୁ କଲେ ଟାର୍ଗେଟ

ଜେଏମଜେ ବ୍ୟୁରୋ : ବହୁଚର୍ଚ୍ଚିତ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ନେଇ ବିଜୁ ଜନତା ଦଳ ଶୋକ ପ୍ରକାଶ କରିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।…

ବିଜେଡି ସଂସଦୀୟ ଦଳରେ ଫାଟ! ଉପରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି ନଜର.

ଜେଏମଜେ ବ୍ୟୁରୋ : ୱାକଫଠାରୁ ବିଜେଡି ସଂସଦୀୟ ଦଳ ଭିତରେ ସୃଷ୍ଟି ହୋଇଥିବା ଫାଟ ଏବେ ଜଳଜଳ ଦିଶୁଛି । ଅପରେସନ୍ ସିନ୍ଦୂର ଆଲୋଚନାରେ ବରିଷ୍ଠ ସାଂସଦ ମୁନ୍ନା ଖାଁ ଓ ଦେବାଶିଷ ସାମନ୍ତରାୟଙ୍କୁ କହିବାକୁ ସୁଯୋଗ ମିଳିଲାନି । ଯାହା…

ମୋହନ, ମନମୋହନଙ୍କ ସରୁନି ଅଙ୍କକଷା: ବିଜେପିରେ ସଙ୍ଗଠନ ଓ ମନ୍ତ୍ରିମଣ୍ଡଳ ଦ୍ୱନ୍ଦ୍ବ..

ଜେଏମଜେ ବ୍ୟୁରୋ : ବିଜେପିରେ ସଙ୍ଗଠନ ଓ ମନ୍ତ୍ରିମଣ୍ଡଳ ଦ୍ୱନ୍ଦ୍ବ..ମୋହନ, ମନମୋହନଙ୍କ ସରୁନି ଅଙ୍କକଷାଦିଲ୍ଲୀରୁ ଫେରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ପ୍ରଥମେ ସଙ୍ଗଠନ ହେବ, ତା’ ପରେ ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦ ଘୋଷଣା କରାଯିବ…

ମୋଦୀଙ୍କୁ ଚ୍ୟାଲେଞ୍ଜ୍ ଦେଲେ ଖଡ୍‌ଗେ, ସମୟ ଆସିବ…ଆପଣଙ୍କ ଅହଂକାର ଭାଙ୍ଗିବା ଲୋକେ ଆସିବେ.

ଅହଂକାରୀ ସରକାର ବିରୋ‌ଧୀଙ୍କ ପ୍ରଶ୍ନର ଉତ୍ତର ‌ଦେବାକୁ ଉଚିତ୍ ମଣି ନଥିଲେ। ଦିନେ ନା ଦିନେ ଆପଣଙ୍କ ଅହଂକାର ଭାଙ୍ଗିବା ଲୋକେ ଆସିବେ। ସେତେବେଳେ ଉଚିତ୍ ଜବାବ ମିଳିବ। ଜେଏମଜେ ବ୍ୟୁରୋ.:କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ସଂସଦରେ କହିଛନ୍ତି, ଅପ‌ରେସନ ସିନ୍ଦୂର…

ରାଜ୍ୟ ବିଜେପିରେ ହଲଚଲ,ଚର୍ଚ୍ଚା ବଢ଼ାଇଲା ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା !

ଜେଏମଜେ ବ୍ୟୁରୋ : ରାଜ୍ୟ ବିଜେପିରେ ହଲଚଲ ବଢ଼ିବାରେ ଲାଗିଛି । ଆରମ୍ଭ ହୋଇ ସାରିଛି କି ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳର ପ୍ରାରମ୍ଭିକ ପ୍ରକ୍ରିୟା ? ଦିଲ୍ଲୀ ଓ ଭୁବନେଶ୍ୱରରେ ହାଇ ଲେଭଲ ମିଟିଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ବଢାଇଛି…

ଉପ-ରାଷ୍ଟ୍ରପତି ନିର୍ବାଚନରେ କାହା ସମର୍ଥନରେ ବିଜେଡି?

ଜେଏମଜେ ବ୍ୟୁରୋ : ଉପ-ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି? ଏହାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପଡ଼ିଛି ଦଳ । ଦଳ କାହାକୁ ସମର୍ଥନ ଦେବ ତାକୁ ନେଇ ଦଳୀୟ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ସଂଖ୍ୟା ଦୃଷ୍ଟିରୁ…

ଧନଖର, ମୋଦିଙ୍କୁ ନେଇ ଖାର୍ଗେଙ୍କ ମନ୍ତବ୍ୟ. ରାଜନୀତିରେ ହଇଚଇ

ଜେଏମଜେ ବ୍ୟୁରୋ : ଜଗଦୀପ ଧନଖରଙ୍କ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଦେଶରେ ରାଜନୀତି ଜୋର ଧରିଛି। ଏହି ସମୟରେ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର କହିଛନ୍ତି , ଏହା ଧନଖର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ମନ୍ତ୍ରୀ ଆଶାୟୀ ଓ ଆଶଙ୍କାରେ ମୋହନଙ୍କ ନୂଆ ଟିମ!

ଜେଏମଜେ ବ୍ୟୁରୋ : ମୁଖିଆ ବଦଳିଲେ, ପ୍ରଶାସନର ନବକଳେବର ହେଲା । ଏବେ ସରକାରଙ୍କ ପାଳି। ମନ୍ତ୍ରିମଣ୍ଡଳ ଅଦଳବଦଳ ହଁ ନା ଭିତରେ ଏବେ ଚର୍ଚ୍ଚାକୁ ଆସିଲାଣି ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଯିବେ । ଏହାସହ ଫାଙ୍କା ପଡିଥିବା…

ପରିମଳ କର୍ମଚାରୀଙ୍କୁ ମିଳିବ ବାସଗୃହ ସହ ଜୀବନ ବୀମା

ଜେଏମଜେ ବ୍ୟୁରୋ : ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ଗରିମା ଜାତୀୟ କର୍ମଶାଳାର ଉଦଘାଟନ ହୋଇଯାଇଛି | ପରିମଳ କର୍ମଚାରୀଙ୍କୁ ସଶକ୍ତ କରିବାର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…