ଦଳ ଭାଙ୍ଗିବାକୁ ପାଣ୍ଡିଆନ ଙ୍କ ଷଡଯନ୍ତ୍ର କି? ପୁଣି ବିଜେଡ଼ିର ନେତୃତ୍ୱ ନେବେ ଭିକେ ପାଣ୍ଡିଆନ୍‌!

ଜେଏମଜେ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନକୁ ଭିକେ ପାଣ୍ଡିଆନ୍‌ ପରିଚାଳିତ କରୁଥିଲେ । ତାହା ପୂର୍ବରୁ ପାଣ୍ଡିଆନ୍‌ କେବେ ସାମ୍ନାକୁ ଆସୁନଥିଲେ । କିନ୍ତୁ ୨୦୧୯ରେ ବିଜେଡ଼ି ସରକାର ଗଢ଼ିବା ପରେ ପାଣ୍ଡିଆନ୍‌ ସାମ୍ନାକୁ ଆସିଲେ । ସେହି ସମୟରେ…

ବିଜେପି ନା ବିଜେଡି, କେଉଁଠି ହେବ ବିସ୍ଫୋରଣ?

ଜେଏମଜେ ବ୍ୟୁରୋ : ରାଜ୍ୟ ରାଜନୀତିରେ ବଡ ହଲଚଲ । ବିଜେଡି ବିଧାୟକ ବିଜେପିକୁ ଯିବେ ନା ବିଜେପି ସାଂସଦ ବିଜେଡିକୁ ଆସିବେ? ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କିଛି ଦିନ ମଧ୍ୟରେ ରାଜ୍ୟ ରାଜନୀତିରେ ବଡ ଧରଣର ଅଦଳବଦଳ…

୨୪ରେ ରାଜଧାନୀରେ ହରତାଳ ପୂର୍ବରୁ ‘ଶଙ୍ଖ ଭବନ’ରେ ହଙ୍ଗାମା

ଜେଏମଜେ ବ୍ୟୁରୋ : ଆସନ୍ତା ୨୪ ତାରିଖରେ ରାଜଧାନୀରେ ୬ ଘଣ୍ଟିଆ ହରତାଳ ଡାକରା ଦେଇଛି ବିଜେଡି। ହେଲେ ହରତାଳ କରିବା ପୂର୍ବରୁ ଆଜି ଅପରାହ୍ନରେ ‘ଶଙ୍ଖ ଭବନ’ରେ ହୋଇଛି ହଙ୍ଗାମା। ଦୁଇ କାଉନ୍ସିଲରଙ୍କୁ ବିରୋଧ କରି ଅନ୍ୟ କାଉନ୍ସିଲର ଓ…

ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନକୁ ନେଇ ମୁହଁମୁହିଁ ହୋଇଛନ୍ତି ବିଜେପି-ବିଜେଡି ଓ କଂଗ୍ରେସ

ଜେଏମଜେ ବ୍ୟୁରୋ : ଓଡ଼ିଶାରେ ଖୁବ ଶୀଘ୍ର ଉପନିର୍ବାଚନ ହେବ ।କଂଗ୍ରେସ ସହ ହାତ ମିଶାଇବ ବିଜେଡି ।ଜଗତସିଂହପୁର କୁଜଙ୍ଗ ସମାବେଶରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି ।ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି ଓ…

୨୪ ତାରିଖରେ ବିଜେଡିର ୬ ଘଣ୍ଟିଆ ବନ୍ଦ ଡାକରା.

ଜେଏମଜେ ବ୍ୟୁରୋ : ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାର ପ୍ରତିବାଦ କରି ଆସନ୍ତା ୨୪ ତାରିଖ ଅର୍ଥାତ୍ ମଙ୍ଗଳବାର ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେବ ବିଜେଡି । ଏନେଇ ସାମ୍ବାଦିକ ସମ୍ମିଳନୀ…

ପୋଲିସର ବର୍ବରତାକୁ ବିରୋଧ କରି ରାଜଭବନ ଆଗରେ ମହିଳା ବିଜୁ ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ

ଜେଏମଜେ ନ୍ୟୁଜ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ରାଜଭବନ ଆଗରେ ମହିଳା ବିଜୁ ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ । ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡ଼ିଛି ବୋଲି…

ବିଜେଡି ଉପରେ ବର୍ଷିଲେ : ସୌମ୍ୟ କହିଲେ- ଯାହାର ଦେଖା ମିଳୁ ନଥିଲା, ସେ ଏବେ ନିନ୍ଦୁକ ସାଜିଛନ୍ତି

ଜେଏମଜେ ବ୍ୟୁରୋ : ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ରାଜନୈତିକ ବାୟାନବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ…

ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ

ଜେଏମଜେ ବ୍ୟୁରୋ : ଭରତପୁର ଥାନା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଏ ପ୍ରସଙ୍ଗ ନେଇ ଶନିବାର ବିଜୁ ମହିଳା ଜନତ ଦଳ ରାଜଭବନ ଆଗରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି । ଶଙ୍ଖ ଭବନରେ…

ବିଜେପି ଶାସନକୁ 100ଦିନ : ପ୍ରଗତିର ନୂଆ ସୂର୍ଯ୍ୟୋଦୟ ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଜେଏମଜେ ବ୍ୟୁରୋ : ଆଜି ବିଜେପି ରାଜ୍ୟରେ ସରକାର ଗଠନ କରିବାର ୧୦୦ ଦିନରେ ପହଞ୍ଚିଛି। ଏହି ଉପଲକ୍ଷେ ପୁରୀରେ ଆଜି ବିରାଟ ସମାବେଶର ଆୟୋଜନ କରାଯାଇଛି। ଶରଧାବାଲିଠାରେ ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ନାଁ ରଖାଯାଇଛି ପ୍ରଗତିର…

୩ ମାସ ପରେ ମଧ୍ୟ ପାଣ୍ଡିଆନଙ୍କ ଇକୋସିଷ୍ଟମରୁ ବାହାରି ପାରୁନାହାନ୍ତି ମୋହନ ସରକାର

ଜେଏମଜେ ବ୍ୟୁରୋ : ଜେଡିର ୨୪ବର୍ଷର ଶାସନକୁ ଧ୍ୱଂସ କରି ରାଜ୍ୟବାସୀ ବିଜେପି ସପକ୍ଷରେ ଜନାଦେଶ ଦେଲେ । ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ସରକାର ଗଢ଼ିବାର ୩ମାସ ବିତିସାରିଲାଣି । କିନ୍ତୁ ଏବେବି ବିଜେଡିର ସର୍ବେସର୍ବା ଭିକେ…