ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ… ଏପଟେ ବିଜେଡିରୁ ନିଳମ୍ବିତ ହେଲେ ଅମରେଶ ଜେନା
ଜେଏମଜେ ବ୍ୟୁରୋ : ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ । ବାଲେଶ୍ୱରରୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ପରେ ବିଏମସି କର୍ପୋରେଟର ଅମରେଶ ଜେନା ବିଜେଡିରୁ ନିଳମ୍ବିତ ହୋଇଛନ୍ତି। ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଅମରେଶ ଜେନା…
ଭିଜିଲାନ୍ସ ଜାଲରେ ଜୟପୁର ଫରେଷ୍ଟ ରେଞ୍ଜର: ଘରୁ ମିଳିଲା ଟ୍ରେଜେରି ଭର୍ତ୍ତି ଟଙ୍କା, ଦେଢ କେଜି ସୁନା
ଭିଜିଲାନ୍ସରେ ପୁଣି ଜଣେ ସରକାରୀ ବାବୁ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଫରେଷ୍ଟ ରେଞ୍ଜର ରାମଚନ୍ଦ୍ର ନେପକ ଘରେ ଭିଜିଲାନ୍ସ ରେଡ କରିଛି । ଚଢାଉ ବେଳେ ଫରେଷ୍ଟ ରେଞ୍ଜରଙ୍କ ଘରୁ ମିଳିଛି ଅମାପ ସମ୍ପତ୍ତି । ଟଙ୍କାର…
ଭିଜିଲାନ୍ସ ସ୍କାନରରେ ବିଏମସି ଅଧିକାରୀ
ଜେଏମଜେ ବ୍ୟୁରୋ : ଭିଜିଲାନ୍ସ ସ୍କାନରରେ ବିଏମସି ଅଧିକାରୀ । ଆୟବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଆଜି ସକାଳୁ ସକାଳୁ ବିଏମସି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘର ରେଡ୍ କରିଛି ଭିଜିଲାନ୍ସ ଟିମ । ନିର୍ବାହୀ ଯନ୍ତ୍ରୀଙ୍କ ଭୁବନେଶ୍ୱର ବଡଗଡ…
ବଳାତ୍କାର ଅଭିଯୋଗରେ ଜେଲ ଯାଇଥିବା ଉଦିତ୍ ପ୍ରଧାନ ଦେଲେ ସାଂଘାତିକ ବୟାନ,କହିଲେ ସେ ଯୁବତୀ କିଏ ମୁ ଜାଣିନି..
ଜେଏମଜେ ବ୍ୟୁରୋ : ନାରୀ ସୁରକ୍ଷାର ନାରା ଦେଇ ସରକାରଙ୍କୁ ହରଡ଼ ଘଣାରେ ପକାଇ ଆସୁଥିଲେ। ହେଲେ ନିଜ ଦଳର ଛାତ୍ର ନେତା ବଳାତ୍କାର ଅଭିଯୋଗରେ ଗିରଫ ପରେ ଏବେ ଅଡୁଆ ସ୍ଥିତିରେ କଂଗ୍ରେସ। ବଳାତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି…
ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ
ଜେଏମଜେ ବ୍ୟୁରୋ : ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । କଟକରୁ ଅଭିଯୁକ୍ତକୁ ଗିରଫ କଲା ପୁଲିସ୍ । ଦ୍ବିତୀୟ ଅଭିଯୁକ୍ତକୁ ଗିରଫ ପାଇଁ ଚଢ଼ଉ ଜାରି । ମାମଲାର ତଦନ୍ତ ପାଇଁ ଏସ୍ପିଙ୍କ ନେତୃତ୍ବରେ ଗଠନ ହୋଇଛି…
ନାବାଳିକା ଗଣ ଦୁଷ୍କର୍ମ ମାମଲା ରେ କୋଚ ଙ୍କୁ ଉଠାଇନେଲା ପୋଲିସ
ଜେଏମଜେ ବ୍ୟୁରୋ : ଏବେ ଅଶାନ୍ତ ହୋଇପଡିଛି ଓଡିଶା । ଲଗାତାର କିଛି ଦିନ ହେବ ଚାରିଆଡୁ ଖାଲି ଦୁଷ୍କର୍ମ ଓ ହତ୍ୟା ଘଟଣା ସାମ୍ନାକୁ ଆସୁଛି । ନିକଟରେ ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଘଟଣା ହେଉ କି…
ମୃଦୁ ପାନୀୟରେ ନିଶା ମିଶାଇ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ଛାତ୍ର କଂଗ୍ରେସ ସଭାପତି ଗିରଫ
ଭୁବନେଶ୍ବର: (ଜେଏମଜେ ବ୍ୟୁରୋ )ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଛି। ମଞ୍ଚେଶ୍ବର ଥାନା ପୁଲିସ ଆଜି ରାତିରେ ଉଦିତଙ୍କୁ ଉଠାଇ ନେଇଛି। ଆସନ୍ତାକାଲି…
ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର, ସଦ୍ୟତମ ସୂଚନା ଜାରି କଲା ଦିଲ୍ଲୀ ଏମ୍ସ
ଜେଏମଜେ ବ୍ୟୁରୋ : ନିମାପଡ଼ା ବଳଙ୍ଗାରେ ଏକ ସାଂଘାତିକ ଘଟଣା କ୍ରମେ ଆହତ ହୋଇଥିବା ନାବାଳିକାଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ ଦିଲ୍ଲା ଏମ୍ସ ପଠାଯାଇଛି। ଭୁବନେଶ୍ବର ଏମ୍ସରୁ ଗ୍ରୀନ କରିଡର ମାଧ୍ୟମରେ ତାଙ୍କୁ ବିମାନ ବନ୍ଦର ନିଆଯାଇଥିଲା। ସେଠାରୁ ଏକ…
ଭିଜିଲାନ୍ସ ପଞ୍ଝାରେ କୁବେର ଡିଫୋ. ଠାବ ହେଲାଣି ୧୧୫ ପ୍ଲଟ୍.
ଜେଏମଜେ ବ୍ୟୁରୋ : ଓଡ଼ିଶା ଭିଜିଲାନ୍ସ ଦ୍ୱାରା ରବିବାର କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ନିତ୍ୟାନନ୍ଦ ନାୟକଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି (DA) ଅଭିଯୋଗରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ତଦନ୍ତରେ…
ଅଧିକ ଚିକିତ୍ସା ପାଇଁ ଏୟାର ଲିଫ୍ଟରେ ବଳଙ୍ଗା ପିଡିତାଙ୍କୁ ନିଆଗଲା ଏମ୍ସ ନୂଆଦିଲ୍ଲୀ
ଜେଏମଜେ ବ୍ୟୁରୋ : ଅଧିକ ତଥା ଭଲ ଚିକିତ୍ସା କରିବା ପାଇଁ ଆଜି ବଳଙ୍ଗା ପିଡିତାଙ୍କୁ ନୂଆଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କୁ ୟାର ଲିଫ୍ଟ ଦ୍ବାରା ନୂଆଦିଲ୍ଲୀ ଏମ୍ସକୁ ନିଆଯାଇଛି। ସେଠାରେ ତାଙ୍କର ଭଲ ଚିକିତ୍ସା ହୋଇପାରିବ ବୋଲି ଏମ୍ସ ଭୁବନେଶ୍ବର…















