କବିସୂର୍ଯ୍ୟନଗର ରେ ସୁଭଦ୍ରା ଯୋଜନାର ଲୋକାର୍ପଣ ଉତ୍ସବ ସମାରୋହ
ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମିନି ଷ୍ଟାଡିୟମ ପରିସରରେ ଶିକ୍ଷକ ଦିବାକର ଶତପଥୀ ଙ୍କ ସଂଯୋଜନା ରେ ଏବଂ ବିଡ଼ିଓ ସାଗରୀକା ଷଡ଼ଙ୍ଗୀ ଙ୍କ. ସଭାପତିତ୍ୱ ରେ ସୁଭଦ୍ରା ଯୋଜନା ର. ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ…
ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି :୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ବାଣ୍ଟିବେ ପ୍ରଥମ କିସ୍ତି ଟଙ୍କା
ଜେଏମଜେ ବ୍ୟୁରୋ : ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜ ଜନ୍ମଦିନରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ବାଣ୍ଟିବେ ପ୍ରଥମ କିସ୍ତି ଟଙ୍କା । ମୋଦିଙ୍କ ଗସ୍ତକୁ ନେଇ ସବୁଠି ଉତ୍ସାହ । ମଙ୍ଗଳବାର…
OSRTC ରେ ୩ ବର୍ଷରେ ୩୧ କୋଟି କ୍ଷତି: ବସ କୁ ମୁହଁ ମୋଡ଼ୁଛନ୍ତି ଯାତ୍ରୀ :
ଜେଏମଜେ ବ୍ୟୁରୋ : ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି) ବସ କୁ ମୁହଁ ମୋଡୁଛନ୍ତି ଯାତ୍ରୀ । ନିମ୍ନମାନର ସେବା ଓ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁ ଅଧିକାଂଶ ସମୟ ଖାଲି ପଡୁଛି ସିଟ୍ । ଗତ ୩ ବର୍ଷରେ…
୧ ଟଙ୍କା ନଆସିଲେ ବି ୧୭ରେ ମିଳିବ ଟଙ୍କା
ଜେଏମଜେ ବ୍ୟୁରୋ : ଆସନ୍ତାକାଲି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ସୁଭଦ୍ରାର ଶୁଭାରମ୍ଭ ହେବ । ତେବେ ଏହା ପୂର୍ବରୁ ପରୀକ୍ଷାମୂଳକଭାବେ ୧ ଟଙ୍କା ଲେଖାଏଁ କିଛି ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । ତେବେ ଯେଉଁମାନଙ୍କ ଆକାଉଣ୍ଟକୁ…
ବଦଳିଲା ‘ମୋ ସ୍କୁଲ ଅଭିଯାନ’ ନାଁ ଏଣିକି ‘ପଞ୍ଚସଖା ଶିକ୍ଷା ସେତୁ’..
ଜେଏମଜେ ବ୍ୟୁରୋ : ବଦଳିଲା ‘ମୋ ସ୍କୁଲ ଅଭିଯାନ’ ନାଁ । ‘ମୋ ସ୍କୁଲ ଅଭିଯାନ’କୁ ‘ପଞ୍ଚସଖା ଶିକ୍ଷା ସେତୁ’ ନାମରେ ନାମିତ କରାଗଲା । ୨୦୧୭ରୁ ଆରମ୍ଭ ହୋଇଥିଲା ଏହି ‘ମୋ ସ୍କୁଲ୍ ଅଭିଯାନ’ । ଏଣିକି ‘ପଞ୍ଚସଖା ଶିକ୍ଷା…
ବ୍ରହ୍ମପୁରରୁ ଟାଟାନଗରକୁ ଗଡିବ ବନ୍ଦେ ଭାରତ ଟ୍ରେନ. ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଜେଏମଜେ ବ୍ୟୁରୋ : ଆସନ୍ତାକାଲି (ରବିବାର)ଠୁ ରାଜ୍ୟରେ ଗଡିବ ଆଉ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ । ବ୍ରହ୍ମପୁରରୁ ଟାଟାନଗରକୁ ଗଡିବାକୁ ଥିବା ଏକ୍ସପ୍ରେସକୁ ବ୍ରହ୍ମପୁରରେ ଶୁଭାରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଯୋଗେ ସବୁଜ ପତାକା…
ରାଜ୍ୟରେ ଲାଗୁ ହେବ କାମଧେନୁ ଯୋଜନା
ଜେଏମଜେ ବ୍ୟୁରୋ : ପୁଣି ବଡ ନିଷ୍ପତ୍ତି ନେଲେ ମୋହନ ସରକାର । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ଜାତୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ସୂଚନା ଦେଇଛନ୍ତି। କାମଧେନୁ ଯୋଜନା…
କବିସୂର୍ଯ୍ୟନଗରରେ ବୁଲିଲା ସୁଭଦ୍ରା ସଚେତନତା ରଥ
ଜେଏମଜେ ବ୍ୟୁରୋ : ବିସୂର୍ଯ୍ୟନଗର ରେ ସୁଭଦ୍ରା ସଚେତନତା ରଥ କୁ ଆଜି ସବୁଜ ପତାକା ଦେଖାଇ ଶୁଭରମ୍ଭ କଲେ ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ ବୀରେନ୍ଦ୍ର ଖଟାଇ..ବ୍ଲକ ପରିସରରେ ବିଡ଼ିଓ ସୁଶ୍ରୀ ସାଗରୀକା ଷଡ଼ଙ୍ଗୀ ଙ୍କ ସଂଯୋଜନା ରେ ଏକ ସଚେତନତା…
ନବୀନଙ୍କ ପାଣ୍ଡିଆନ ପ୍ରୀତି!
ଜେଏମଜେ ବ୍ୟୁରୋ : ଏବେବି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ପାଣ୍ଡିଆନ ପ୍ରୀତି ଯାଇନାହିଁ । ପାଣ୍ଡିଆନଙ୍କ ପାଇଁ ଦଳ ହାରିଲା ବୋଲି ସମସ୍ତେ କହୁଥିଲେବି ନବୀନଙ୍କ ମନ କିନ୍ତୁ ମାନୁନାହିଁ । ସକ୍ରିୟ ରାଜନୀତିରୁ ଅବସର ନେଇଛି ବୋଲି ଘୋଷଣା…
ମମତା କହିଲେ ମୁ ଇସ୍ତଫା ଦେବାକୁ ପ୍ରସ୍ତୁତ
ଜେଏମଜେ ବ୍ୟୁରୋ : କୋଲକାତା ବଳାତ୍କାର-ହତ୍ୟା ମାମଲା ଏବଂ ମମତା ବାନାର୍ଜୀ ସରକାରଙ୍କୁ ବିରୋଧ କରୁଥିବା ଜୁନିୟର ଡାକ୍ତରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଜୁନିଅର ଡାକ୍ତରମାନେ ଧର୍ମଘଟରେ ଅଛନ୍ତି ଏବଂ ନ୍ୟାୟ ଦାବିରେ ବିରୋଧ କରୁଛନ୍ତି। ଧର୍ମଘଟ ବନ୍ଦ କରିବାକୁ…
















