ଆମଦାନୀ ନେତାଙ୍କ ସହ ନବୀନ ଙ୍କ ଆଲୋଚନା

ଜେଏମଜେ ବ୍ୟୁରୋ : ବିଜେପି ଛାଡ଼ି ବିଜେଡିକୁ ଆସିଥିବା ନେତାଙ୍କ ସହ ନବୀନଙ୍କ ଭେଟଘାଟ୍ । ଆଲୋଚନା କଲେ ଆଉ ପ୍ରତିଶ୍ରୁତି ବି ଦେଲେ। ଯାହାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା। ବ୍ରହ୍ମପୁର ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ…

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୩ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବରେ ବାଜିଲା ମୋହର

ଜେଏମଜେ ବ୍ୟୁରୋ : ଅଗ୍ନିବୀରଙ୍କୁ ନେଇ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ। ହେଲେ କ୍ୟାବିନେଟରେ ପାରିତ ହୋଇଥିବା ପ୍ରସ୍ତାବ ଗୁଡ଼ିକ ମଧ୍ୟରେସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି…

ଅନାସ୍ଥା ରେ ହାରିଲେ ପୁରୁଷୋତ୍ତମପୁର ଏନଏସି ଅଧକ୍ଷା: ବିଜେଡି ହାତରୁ ଗଲା NAC

ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ଅଧକ୍ଷା ଙ୍କ ଆଜି ଥିଲା ଅନାସ୍ଥା ଭୋଟ..10ଜଣ କାଉନସିଲର ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଦେଲେ ଭୋଟ l ଗାଦି ଚୁତ ହେଲେ ପୁରୁଷୋତ୍ତମପୁର ଏନଏସି ଅଧକ୍ଷା ପ୍ରାୟଙ୍କା ଗୌଡ଼ l ଯାହା…

” ଅଧିକାର ମୋତେ ଦରକାର ” କହି NAC ସମ୍ମୁଖରେ ଧାରଣା.ରେ ବସିଲେ କାଉନ୍ସିଲର

ଜେଏମଜେ ବ୍ୟୁରୋ : ଏନଏସି ଅଧକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟର ତଦନ୍ତ ଦାବୀ କରିବା ସହ ମୋ ଅଧିକାର ମୋତେ ଦରକାର କହି କୋଦଳା NAC କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି ଜଣେ କାଉନସିଲର.. ଗଞ୍ଜାମ ଜିଲ୍ଲା…

ସ୍ୱାମୀ ଲଣାନନ୍ଦ, ନବ ଦାସ, ମମିତା ମେହେର ହତ୍ୟା ପ୍ରସଙ୍ଗର ସିବିଆଇ ତଦନ୍ତ ଦାବୀ କଲେ ଜୟନାରାୟଣ

ଜେଏମଜେ ବ୍ୟୁରୋ : ଶୂନ୍ୟକାଳରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସ୍ୱାମୀ ଲଣାନନ୍ଦ, ନବ ଦାସ, ମମିତା ମେହେର ହତ୍ୟା ପ୍ରସଙ୍ଗ ଉଠାଇଲେ । ମମିିତା ହତ୍ୟା ଅଭିଯୁକ୍ତ ଗୋବନ୍ଦ ସାହୁଙ୍କ ମୃତ୍ୟୁ ପ୍ରସଙ୍ଗ ମଧ୍ୟ…

ସରକାରୀ ପ୍ରସ୍ତାବରେ ନାହିଁ ନୂଆ ଏନଏସି..

ଜେଏମଜେ ବ୍ୟୁରୋ : ସରକାରୀ ପ୍ରସ୍ତାବରେ ନାହିଁ ନୂଆ ଏନଏସି..ପୂର୍ବ ସରକାରଙ୍କ ୫୭ ଏନ୍‌ଏସି ଘୋଷଣାକୁ ନେଇ ମନ୍ତ୍ରୀଙ୍କ ଉତ୍ତର । ଗୃହରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉତ୍ତର । ନିର୍ବାଚନକୁ ଆଖିରେ ରଖି ପୂର୍ବ ସରକାର ଏନ୍‌ଏସି…

ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ: ନବୀନ

ଜେଜମଜେ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛି ବିଜେଡି ପୋଲାଭରମ ଟିମ୍‌ । ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ବିରୋଧ କରାଯିବ । ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢେଇ ଜାରି ରହିବ । ପୋଲାଭରମ ଟିମ୍‌…

ମନ୍ତ୍ରୀଙ୍କ ବଡ ଘୋଷଣା : ଦୟା ନଦୀରେ ହେବ ୫ଟି ମେଗା ପ୍ରକଳ୍ପ

ଜେଏମଜେ ବ୍ୟୁରୋ : ଦୟାରୁ ଜଳ ଉଠାଣ ପାଇଁ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ଡେଲାଙ୍ଗରେ ହେବ। ଏସମ୍ପକରେ ବାଚସ୍ପତି କହିଛନ୍ତି ଯେ ପ୍ରଦୂଷଣ ମୁକ୍ତ ଜଳ ସଂରକ୍ଷଣକୁ ସରକାର ଗୁରୁତ୍ୱ ଦିଅନ୍ତୁ। ସେହିପରି ଲୁଣି ପାଣି ହେବ ପିଇବା…

ପୁନଃ ପରୀକ୍ଷା ଦାବୀ କରି ଓଏସଏସଏସସି ଅଫିସ ଘେରିଲେ ପରୀକ୍ଷାର୍ଥୀ.

ଜେଏମଜେ ବ୍ୟୁରୋ :ଭୁବନେଶ୍ବର ଓଟ୍ରିପଲ-ଏସସି ଅଫିସ ଘେରିଲେ ଶହ ଶହ ପରୀକ୍ଷାର୍ଥୀ । ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଓଟ୍ରିପଲ-ଏସସି ଅଫିସ ଘେରାଉ କରିଛନ୍ତି । ଯୋଗ୍ୟ ପରୀକ୍ଷାର୍ଥୀମାନେ ମେରିଟ୍ ତାଲିକାରୁ ବାଦ୍ ପଡ଼ିବାରୁ ପରୀକ୍ଷାର୍ଥୀମାନେ ପ୍ରତିବାଦ କରି ଦାୟିତ୍ୟହୀନତାକୁ ଦୋଷାରୋପ…

୨୦୨୪-୨୫ ବଜେଟର ବ୍ୟୟମଞ୍ଜୁରୀ ବିଲ ପାରିତ :

(ଜେଏମଜେ ବ୍ୟୁରୋ) ତିନି ଦିନର ବିରତି ପରେ ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଜାରି ରହିଛି। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଆଜି…