‘ବିଜେଡି କାନ୍ଦୁଛି କାହାରି ପାଇଁ’.. ବିଧାନସଭାରେ ପାଣ୍ଡିଆନଙ୍କୁ ଟାର୍ଗେଟ..

ଭୁବନେଶ୍ୱର : ଜେଏମଜେ ବ୍ୟୁରୋ : ବିଧାନସଭାରେ ପୁଣି ଉଠିଲା ପାଣ୍ଡିଆନଙ୍କ ନାଁ । ମୁଲତବୀ ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନଙ୍କ ନାଁ । ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକ ମାନେ ‘କାଗଜ ବାଘ’ (Paper Tiger) ଥିଲେ ବୋଲି କଟାକ୍ଷ…

ଅଧ୍ୟକ୍ଷଙ୍କ ନିର୍ଦେଶ, ଅଧିକାରୀଙ୍କ ଉପସ୍ଥିତ ରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ…

ବ୍ରହ୍ମପୁର /କବିସୂର୍ଯ୍ୟନଗର /କୋଦଳା : (ଜେଏମଜେ ନ୍ୟୁଜ ): ଟେଣ୍ଡେର ରେ ଜାଲିଆତି ଉଦ୍ୟମ କୁ ପ୍ରତିବାଦ କରିବାରୁ କାଉନ୍ସିଲର ତଥା ସାମ୍ବାଦିକ ଙ୍କୁ ପିଟିଲେ.. ତାହା ପୁଣି NAC କାର୍ଯ୍ୟଳୟ ପରିସରରେ ଅଧ୍ୟକ୍ଷ ଙ୍କ ନିର୍ଦେଶ ଏବଂ ଅଧିକାରୀ ଙ୍କ…

କୋଦଳା NAC ରେ ଟେଣ୍ଡର ଜାଲିଆତି! RTI ରେ ତଥ୍ୟ ମାଗିବାରୁ କାଉନ୍ସିଲରଙ୍କୁ ମରଣାନ୍ତକ ଆକ୍ରମଣ.

କୋଦଳା :ଜେଏମଜେ ବ୍ୟୁରୋ : ଟେଣ୍ଡେର ରେ ଜାଲିଆତି ଉଦ୍ୟମ.. ଧରାପଡିଯିବା ଆଗରୁ ଏନଏସି ପରିସରରେ କାଉସିଲର ତଥା ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ଗୁରୁତର ଅବସ୍ଥା ରେ ବ୍ରହ୍ମପୁର ସ୍ଥାନାନ୍ତର.. ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା NAC ପରିସରରେ..ଏବେ…

ଆଧାର କାର୍ଡ ଭାରତୀୟ ନାଗରିକତାର ନିର୍ଣ୍ଣାୟକ ପ୍ରମାଣ ନୁହେଁ- ସୁପ୍ରିମକୋର୍ଟ

ଜେଏମଜେ ବ୍ୟୁରୋ : ଆଧାରକୁ ନାଗରିକତ୍ୱର ନିର୍ବିବାଦ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିରୋଧକରି ଦାଏର ଅନେକ ପିଟିଶନ ଉପରେ ଚୂଡ଼ାନ୍ତ ଶୁଣାଣି…

ସବୁ କଲେଜ ଜମିକୁ ଜବରଦଖଲ ମୁକ୍ତ କରାଯିବ-ଉଚ୍ଚଶିକ୍ଷା ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ୮ଟି କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ ରାଉରକେଲା ସ୍ୱୟଂ ଶାସିତ…

DAV ପବ୍ଲିକ ସ୍କୁଲ ପକ୍ଷରୁ ‘ଆକ୍ସନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ’ ସଚେତନତା କାର୍ଯ୍ୟକ୍ରମ୍

ବ୍ରହ୍ମପୁର:(ଜେଏମଜେ ନ୍ୟୁଜ): ଡି ଏ ଭି ପବ୍ଲିକ ସ୍କୁଲ ବ୍ରହ୍ମପୁର ଛାତ୍ରଛାତ୍ରୀମାନେ ଗ୍ଲୋବାଲ୍ ୱର୍ମିଙ୍ଗ୍ ଓ କ୍ଲାଇମେଟ୍ ଚେଞ୍ଜକୁ ମନେ ରଖି “ଆକ୍ସନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ” କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଥମେ ଗାଇଡ୍ କ୍ୟାପ୍ଟେନ୍ ମିସ୍ ସ୍ୱପ୍ନା ପାଣିଗ୍ରାହୀ ସ୍କାଉଟ୍…

କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ

କୋଦଳା 🙁 ଜେଏମଜେ ନ୍ୟୁଜ )ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଦିନ କୋଦଳା ଶ୍ରୀ ଶ୍ରୀ ଦଣ୍ଡେଶ୍ୱରଙ୍କ ପିଠରେ ଅନୁଷ୍ଠିତ ହୋଇଯାଇଛି.. ବେଗୁନିଆପଡା ବ୍ଲକ ଡ୍ରାଇଭର ସଂଘ ସଭାପତି ଗୋପୀନାଥ ପଣ୍ଡାଙ୍କ ନେତୃତ୍ୱରେ କୋଦଳା ପେଟ୍ରୋଲ ପମ୍ପ ନିକଟରୁ ଏକ…

ଗୃହରେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: (ଜେଏମଜେ ବ୍ୟୁରୋ ): ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସପ୍ତଦଶ ବିଧାନସଭାର ୫ମ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ…

ରାଜ୍ୟରେ ଖୋଲିବନି ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ୍

ଭୁବନେଶ୍ୱର: (ଜେଏମଜେ ବ୍ୟୁରୋ ): ରାଜ୍ୟରେ ଖୋଲିବନି ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ। ଏନେଇ ଗୁରୁବାର ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଏହି ସୂଚନା…

କାର୍ଯ୍ୟରେ ଅବହେଳା ପାଇଁ ୯୧ ସରକାରୀ ଅଧିକାରୀଙ୍କ ଦରମାବନ୍ଦ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ.

ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ ନକରିଵାରୁ କଟକର ୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚିଠି କରିଛନ୍ତି। ନଭେମ୍ବର ମାସର ଦରମା ବନ୍ଦ ପାଇଁ ଜିଲ୍ଲା…