ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ୍ ସର୍କୁଲାର ଜାରି
ଜେଏମଜେ ବ୍ୟୁରୋ : ପୋଲିସ SI ପରୀକ୍ଷା ମହାଘୋଟାଲାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ସୋମବାର ଲୁକ ଆଉଟ୍ ସର୍କୁଲାର ଜାରି କରିଛି।ଏପରିକି ସର୍କୁଲାର ଜାରି ପରେ ଶଙ୍କର ପୃଷ୍ଟି, ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟକୁ ଫ୍ରିଜ…
କଳିଙ୍ଗା ଘାଟି ଭୂସ୍ଖଳନ ସ୍ଥଳରେ ପୁଣି ଧୋଇଗଲା ୨୫ଫୁଟ ସିମେଣ୍ଟ କଂକ୍ରିଟ ରାସ୍ତା
ଜେଏମଜେ ବ୍ୟୁରୋ : କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଧୋଇ ହୋଇଯିବା ଘଟଣାକୁ ଆଜି ୨୮ଦିନ ବିତିଗଲା। ରାସ୍ତା ନିର୍ମାଣ ଚାଲିଛି। କିନ୍ତୁ ବର୍ଷା ତୁହାକୁ ତୁହା ହେଉଥିବା ବେଳେ ଦୁଇ ଦୁଇ ଥର ସେଇ ଗୋଟିଏ ସ୍ଥାନରେ ଭୂସ୍ଖଳନ…
RTI ତଥ୍ୟ ପ୍ରଦାନରେ ଅବହେଳା 50 ହଜାର ତଣ୍ଡ ଗଣିବେ ତହସିଲଦାର :ହାଇକୋର୍ଟଙ୍କ ନିର୍ଦ୍ଦେଶ
ଜେଏମଜେ ବ୍ୟୁରୋ : ସୂଚନା ଅଧିକାର ଆଇନ ଅନୁଯାୟୀ ଲୋଡ଼ା ଯାଇଥିବା ତଥ୍ୟ ପ୍ରଦାନରେ ଅବହେଳା ଓ ଏ ସଂପର୍କିତ ମାମଲାରେ ରାଜ୍ୟ ସୂଚନା କମିସନ ପ୍ରଦାନ କରିଥିବା ଆଦେଶକୁ ଚାଲେଞ୍ଜ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ…
ବିହାରରେ NDA ଆସନ ବୁଝାମଣା:ବିଜେପି ୧୦୧ ଆସନରେ ଲଢ଼ିବ
ଜେଏମଜେ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ନେଇ NDAରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି । ନୂଆଦିଲ୍ଲୀରେ ମାରାଥନ ବୈଠକ ପରେ କେଉଁ ଦଳ କେତେ ଆସନରେ ପ୍ରାର୍ଥୀ ଦେବ ନିର୍ଦ୍ଧାରିତ ହୋଇଛି । ଏନେଇ ବିଜେପିର ବିହାର ନିର୍ବାଚନ…
ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି: ଶ୍ରୀମୟୀ ମିଶ୍ର
ଜେଏମଜେ ବ୍ୟୁରୋ : ପୁଣି ସୋସିଆଲ ମିଡ଼ିଆ ପୋଷ୍ଟରେ ଟାର୍ଗେଟ କଲେ ଶ୍ରୀମୟୀ । ପ୍ରତାପ ଜେନାଙ୍କ ମନ୍ତବ୍ୟକୁ ନେଇ ମାରିଲେ ତେରେଛା ବାଣ । କହିଲେ ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି’। ଏଥର ପାଣ୍ଡିଆନଙ୍କ…
ନୂଆପଡ଼ା ଉପନିର୍ବାଚନ : କିଏ ହେବ ବିଜେଡି ପ୍ରାର୍ଥୀ ?
ଜେଏମଜେ ବ୍ୟୁରୋ : ଉପନିର୍ବାଚନ ପୂର୍ବରୁ ନୂଆପଡ଼ା ରାଜନୀତିରେ ବଡ଼ ଓଲଟପାଲଟ ହୋଇଛି । ବିଜେଡିକୁ ଲାଗିଛି ଶକ୍ତ ଝଟକା । ଅପ୍ରତ୍ୟାଶିତ ଭାବେ ବିଜେପିରେ ସାମିଲ ହୋଇଛନ୍ତି ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ବିଜେଡି…
ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନବୀନ ନିବାସରେ ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ
ଜେଏମଜେ ବ୍ୟୁରୋ : ଆଜି ବିଜେପିରେ ଜୟ ଢୋଲକିଆ ମିଶିବା ପରେ ନବୀନ ନିବାସରେ ଆରମ୍ଭ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଦଳର ରାଜନୈତିକ ବ୍ୟାପାର କମିଟ ବୈଠକ ଆରମ୍ଭ ହୋଇଥିବାର ଜଣାପଡିଛି। ବିରୋଧୀ ଦଳର ନେତା ତଥା ବିଜେଡି ସୁପ୍ରିମୋ ନବୀନ…
କ୍ଷମତା ସଂକୋଚନ ଘଟଣା : 50 ରୁ ଉର୍ଦ୍ଧ ବ୍ଲକ ଅଧ୍ୟକ୍ଷ ନବୀନ ଙ୍କୁ ଭେଟିଲେ.
ଜେଏମଜେ ବ୍ୟୁରୋ : ରାଜ୍ୟର ପ୍ରାୟ ପଚାଶରୁ ଅଧିକ ପଞ୍ଚାୟତ ସମିତିର ଚେୟାରମ୍ୟାନମାନେ ଶନିବାର ନବୀନ ନିବାସ ଠାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ପଂଚାୟତର ନିର୍ବାଚିତ ପ୍ରତିନଧିମାନଙ୍କ ପ୍ରଶାସନିକ ଓ ଆର୍ଥିକ କ୍ଷମତା ସଂକୋଚନ ପାଇଁ ରାଜ୍ୟ ସରକାରଙ୍କ…
ରହସ୍ୟ ଘେରରେ ନବୀନଙ୍କ ଲମ୍ବା ଦିଲ୍ଲୀ ଗସ୍ତ
ଜେଏମଜେ ବ୍ୟୁରୋ : ସେପ୍ଟେମ୍ବର ୭ରେ ଦିଲ୍ଲୀ ଯାଇଥିଲେ ବିଜେଡ଼ି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ । ୩୨ ଦିନ ରହିବା ପରେ ସେ ଆଜି ସଂଧ୍ୟାରେ ନବୀନ ନିବାସ ଫେରି ଆସିଛନ୍ତି । ରାଜନୀତିରେ ପ୍ରବେଶ ପରେ ପ୍ରଥମ ଥର…
ପଦ୍ମ ଧରିଲେ ଜୟ ଢୋଲକିଆ
ଜେଏମଜେ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ଉଷ୍ଣତା ବୃଦ୍ଧି ପାଇଛି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରୋ ଯୋଗ ଦେଇଛନ୍ତି। ଏହା ସହିତ ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ ସମୀକରଣକୁ ନୂଆ ଦିଗ ଦେଇଛି।…
















