ଏଣିକି ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ମୁଖ୍ୟମନ୍ତ୍ରୀ ବସ୍ ସେବା

ଜେଏମଜେ ବ୍ୟୁରୋ : ଶିକ୍ଷା ସୁବିଧାକୁ ଉନ୍ନତ କରିବା ପାଇଁ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ଅଧୀନରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରାକୁ ଅନୁମୋଦନ କରିଛନ୍ତି।ସ୍କୁଲ ୟୁନିଫର୍ମ ପିନ୍ଧିଥିବା କିମ୍ବା ପରିଚୟପତ୍ର ବହନ କରୁଥିବା ଛାତ୍ରଛାତ୍ରୀମାନେ…

ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ..ବନ୍ଦ ହେବ ଡିଜେ ଗାଡି…

ଜେଏମଜେ ବ୍ୟୁରୋ : ରାଜ୍ୟରେ ଡିଜେ ଗାଡ଼ି ଉପରେ କଟକଣା ଜାରି କରିଛି ରାଜ୍ୟ ପରିବହନ ପ୍ରାଧିକରଣ (STA)। ଗାଡ଼ିର ମୂଳ ଢାଞ୍ଚାରେ ବେଆଇନ ପରିବର୍ତ୍ତନ, ଅତ୍ୟଧିକ ଶବ୍ଦ ଓ ଆଲୋକ ବ୍ୟବସ୍ଥା ବ୍ୟବହାର ବିରୋଧରେ STA ଏକ ସର୍କୁଲାର ଜାରି…

ଆସନ୍ତା କାଲି ଅଧିବେଶନ,ସରକାରଙ୍କୁ ଘେରିବେ ବିରୋଧୀ : ଅନାସ୍ଥା ପାଇଁ କଂଗ୍ରେସର ସଜବାଜ

ଜେଏମଜେ ବ୍ୟୁରୋ : କାଲି ବସୁଛି ବିଧାନସଭାର ମୌସୁମୀ ଅଧିବେଶନ । ଦୀର୍ଘ ୫ମାସ ପରେ ବସୁଥିବାରୁ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଲେଣି ବିରୋଧି । ସ୍ବଳ୍ପ ସମୟର ଅଧିବେଶନ ହୋଇଥିଲେ ବି ବେଶ ସରଗରମ ରହିବ ବିଧାନସଭା…

କଳିଙ୍ଗା ଘାଟିରେ ସାଂଘାତିକ ସ୍ଥିତି, ଭୂସ୍ଖଳନ ପରେ ପାହାଡ଼ରୁ ଖସିଲା ବଡ଼ ବଡ଼ ପଥର: ଯାତାୟାତ ବନ୍ଦ.

କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସାଂଘାତିକ ସ୍ଥିତି। ଭୂସ୍ଖଳନ ପରେ ଧସିଲା ବଡ଼ ବଡ଼ ପଥର ଓ ମାଟି ଅତଡ଼ା। ରାସ୍ତାରେ ମାଟି ଓ ପଥର ଗଦେଇ ହୋଇଥିବାରୁ ରାସ୍ତା ଅବରୋଧ ହୋଇଛି। ଫଳରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ବିଚ୍ଛିନ୍ନ…

ଧୃତରାଷ୍ଟ୍ର ଉପାଖ୍ୟାନ ପରେ ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟାସୀ ପ୍ରସଙ୍ଗ

ଜେଏମଜେ ବ୍ୟୁରୋ : ଧୃତରାଷ୍ଟ୍ର ଉପାଖ୍ୟାନ ପରେ ଏବେ ଭଣ୍ଡ ସନ୍ନ୍ୟାସୀ ପ୍ରସଙ୍ଗ ଉଠାଇ ପୁଣି ଥରେ ଚର୍ଚ୍ଚାରେ ବିଜେଡିର ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର। ଏହା ପରୋକ୍ଷରେ ପାଣ୍ଡିଆନ୍‌ଙ୍କ ସଂପର୍କରେ ଲେଖାଯାଇଥିବା ଚର୍ଚ୍ଚା ହେଉଛି। ଶ୍ରୀମୟୀ ମିଶ୍ର  ନିଜର ସୋସିଆଲ୍ ମିଡିଆ…

ପ୍ରତି ଜିଲ୍ଲା ଏବଂ ପୌର ସଂସ୍ଥାରେ ଆୟୋଜନ ହେବ `ଆବାସ ଦିବସ’:ସମସ୍ତ ଜିଲ୍ଲପାଳଙ୍କୁ ଚିଠି ଲେଖିଲେ ନଗର ଉନ୍ନୟନ ବିଭାଗର ସଚିବ

ଜେଏମଜେ ବ୍ୟୁରୋ : ରାଜ୍ୟରେ ପାଳନ ହେବ ଆବାସ ଦିବସ । ପ୍ରତି ଜିଲ୍ଲା ଏବଂ ପୌର ସଂସ୍ଥାରେ ଆୟୋଜନ ହେବ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ମେଳା । ସମସ୍ତ ଜିଲ୍ଲପାଳଙ୍କୁ ଚିଠି ଲେଖିଛନ୍ତି ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ…

ଆଜି ସର୍ବଦଳୀୟ ବୈଠକ: ୧୮ରୁ ଆରମ୍ଭ ହେବ ବିଧାନସଭା

ଜେଏମଜେ ବ୍ୟୁରୋ : ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ଏଥିରେ ମୋଟ୍‌ ୭ଟି କାର୍ଯ୍ୟଦିବସ ରହିଛି। ରାଜ୍ୟରେ ଏବେ ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ଥିବାରୁ ଏହି ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି।…

ବିଜେଡି କୃଷକ ସମାବେଶରୁ ଦୂରେଇ ଗଲେ ଦୁଇ ପୂର୍ବତନ କୃଷିମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ ଓ ଅରୁଣ ସାହୁ

ଜେଏମଜେ ବ୍ୟୁରୋ : ବିଜେଡି କୃଷକ ସମାବେଶରୁ ଦୂରେଇ ଗଲେ ଦୁଇ ପୂର୍ବତନ କୃଷିମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ ଓ ଅରୁଣ ସାହୁ। ଖାଲି ସେତିକି ନୁହେଁ ସେଦୁହେଁ ଏକଦା ସମବାୟ ମନ୍ତ୍ରୀ ବି ଥିଲେ। ଏହା ଚର୍ଚ୍ଚାର ବିଷୟ ହୋଇଛି। ଖାଲି…

ଆରମ୍ଭ ହୋଇଛି ପାର୍ବଣ, ବିଭିନ୍ନ ଶକ୍ତି ଓ ଦେବୀ ପୀଠରେ ଆରମ୍ଭ ହୋଇଯାଇଛି ଷୋଡ଼ଶ ଉପଚାର ପୂଜାର୍ଚ୍ଚନା..

ଜେଏମଜେ ବ୍ୟୁରୋ : ଆଜି ଠାରୁ ବିଭିନ୍ନ ଶକ୍ତି ପୀଠ ଓ ଦେବୀ ପୀଠ ମାନଙ୍କରେ ଦୁର୍ଗା ଉତ୍ସବ ପାଇଁ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା କରାଯାଉଛି । ଖୋର୍ଦ୍ଧା ଜିଲ୍ଲାର ବାଣପୁରର ମା’ ଭଗବତୀ ମନ୍ଦିର, ଭୁଷଣ୍ଡପୁରର ମା’ ଉଗ୍ରତାରା ମନ୍ଦିର,…

ଦୈନନ୍ଦିନ ସରକାରୀ କାର୍ଯ୍ୟରେ AIର ଉପଯୋଗ କରିବେ ରାଜ୍ୟ ସରକାର

ଭୁବନେଶ୍ଵର: କମିବ ସମୟ, ବଢ଼ିବ କାର୍ଯ୍ୟ ଦକ୍ଷତା । ସବୁ ବିଭାଗର କାର୍ଯ୍ୟ ଦକ୍ଷତା ବଢ଼ାଇବା ଲାଗି AIର ଉପଯୋଗ କରିବେ ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ…