ମହିଳା ଓ ଶିଶୁ ସୁରକ୍ଷା ପ୍ରତି ଗୁରୁତ୍ୱ: ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ସ୍ବେଚ୍ଛାସେବୀ
ଜେଏମଜେ ବ୍ୟୁରୋ : ମହିଳା ଏବଂ ଶିଶୁ ସୁରକ୍ଷାକୁ ନେଇ ସରକାରଙ୍କ ବଡ ପଦକ୍ଷେପ । ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର । କୌଣସି ମହିଳା ବିରୋଧୀ ଅପରାଧ ହେଲେ ପୀଡ଼ିତାଙ୍କୁ ତ୍ବରିତ ନ୍ୟାୟ ଦେବାରେ ସାହାଯ୍ୟ…
ସ୍କୁଲ ପିଲାଙ୍କୁ ମିଳିବ ଚାଉଳ, ବ୍ୟାଙ୍କ ଖାତାକୁ ଯିବ ଟଙ୍କା
ଜେଏମଜେ ବ୍ୟୁରୋ : ଚଳିତ ବର୍ଷ ହିଟୱେଭ ଯୋଗୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହୋଇଥିଲା ସ୍କୁଲ। ଟାଣ ଖରା ଆସିଲା ଓ ସ୍କୁଲ ୫ ମେ ପରିବର୍ତ୍ତେ ୨୩ ଏପ୍ରିଲରୁ ବନ୍ଦ ରଖାଯାଇଥିଲା। ଏହି ସମୟ ମଧ୍ୟରେ ୧୧ ଦିନ…
ଜେଲ୍ ଗଲେ ପଦରୁ ବିଦା ହେବେ PM, CM, ମନ୍ତ୍ରୀ; ଲୋକସଭାରେ ବିଲ୍ ଆଗତ ପରେ କପି ଚିରି ଫିଙ୍ଗିଲେ ବିରୋଧୀ… ଗୃହ ମୁଲତବୀ
ଜେଏମଜେ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ୧୩୦ ତମ ସମ୍ବିଧାନ ସଂଶୋଧନ ବିଲ୍ ୨୦୨୫, କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍ ୨୦୨୫ ଏବଂ ଜମ୍ମୁ ଏବଂ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫ ଆଗତ କରିଛନ୍ତି…
ବିଜେଡି ହାତରୁ ଖସିଲା ଧର୍ମଶାଳା: ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ କୁମାର ବଳବନ୍ତରାୟ
ଜେଏମଜେ ବ୍ୟୁରୋ : ଅନାସ୍ଥା ପୂର୍ବରୁ ଇସ୍ତଫା…ବିଜେଡି ହାତରୁ ଖସିଲା ଧର୍ମଶାଳା। ଏଠାକାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ତ ଗତ ନିର୍ବାଚନରେ ଶୋଚନୀୟଭାବେ ପରାଜୟ ବରଣ କରିଥିଲେ। ଏବେ ତାଙ୍କ ଭାଇ ପ୍ରଭାତ କୁମାର ବଳବନ୍ତରାୟ ଧର୍ମଶାଳା ପଞ୍ଚାୟତ ସମିତି…
ନାମାଙ୍କନ ଦାଖଲ କଲେ ଏନଡିଏ ପ୍ରାର୍ଥୀ ରାଧାକୃଷ୍ଣନ, ନିଜେ ପ୍ରସ୍ତାବକ ହେଲେ ମୋଦି.
ଜେଏମଜେ ବ୍ୟୁରୋ : ଇଣ୍ଡିଆ ବ୍ଲକରୁ ଉପରାଷ୍ଟ୍ରପତି ପଦ ପାଇଁ ବି. ସୁଦର୍ଶନ ରେଡ୍ଡିଙ୍କ ନାମ ଘୋଷଣା ସହିତ, ଉପରାଷ୍ଟ୍ରପତି ପଦ ପାଇଁ ଦୌଡ଼ ଏବେ ରୋଚକ ହୋଇଛି । NDA ପ୍ରାର୍ଥୀ ସିପି ରାଧାକୃଷ୍ଣନ ଆଜି ଉପରାଷ୍ଟ୍ରପତି ପଦ ପାଇଁ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ, ‘ଜଣଶୁଣାଣି’ରେ ଚାପୁଡ଼ା ମାରିଲେ ଅଭିଯୋଗକାରୀ
ଜେଏମଜେ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରକୁ ଜନଶୁଣାଣି ସମୟରେ ଆକ୍ରମଣ ହୋଇଥିବା ଖବର ଆସିଛି । ମୁଖ୍ୟମନ୍ତ୍ରୀଙ୍କ ସିଭିଲ ଲାଇନ୍ସ ସ୍ଥିତ ସରକାରୀ ବାସଭବନରେ ଆୟୋଜିତ ଜନଶୁଣାଣିରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।…
ପିଏମ୍, ସିଏମ୍ କିମ୍ବା ମନ୍ତ୍ରୀ…୩୦ ଦିନରୁ ଅଧିକ ଦିନ ଜେଲ୍ ଗଲେ ହରାଇବେ ପଦବୀ.
ଜେଏମଜେ ବ୍ୟୁରୋ : ଆଇନ ଆଗରେ ସମସ୍ତେ ସମାନ । ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ ଯଦି ଏହି ପଦରେ ଥିବା ବ୍ୟକ୍ତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସେ ଓ ଗିରଫ ହୁଅନ୍ତି ତେବେ ନିଆଯିବ କଡ଼ା ଆକ୍ସନ । ଏହାକୁ…
ବର୍ଷର ଶେଷ ଚନ୍ଦ୍ରଗ୍ରହଣ, କେତେ ସମୟ ରହିବ ଗ୍ରହଣ ଓ ସୂତକ କାଳ ?
ଜେଏମଜେ ବ୍ୟୁରୋ : ହିନ୍ଦୁ ଧର୍ମରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣର ଅନେକ ମହତ୍ତ୍ବ ରହିଛି । ମାତ୍ର ବିଜ୍ଞାନ ଏହାକୁ ଏକ ଜ୍ୟୋତିର୍ବିଜ୍ଞାନ ଘଟଣା ଭାବରେ ଦେଖିଥାଏ । ଚଳିତ ବର୍ଷ ଅର୍ଥାତ 2025ର ଦ୍ବିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ…
ବିଗୁଡିଛି ବିଜେଡି ସ୍ଥିତି.
ଜେଏମଜେ ବ୍ୟୁରୋ : ବିଜୁ ଜନତା ଦଳ ପାଇଁ ବିରାଟ ସମସ୍ୟାଦେଖା ଦେଲାଣି ଗୋଟେପଟେ ଦଳର ସ୍ଥିତି ବିଗୁଡୁଥିବା ବେଳେ, ହଠାତ୍ ଦଳର ମୁଖିଆଙ୍କ ସ୍ୱାସ୍ଥ୍ୟ ବିଗିଡିଯିବା । ଏବେ ଦଳ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି…
ବିଜେଡିକୁ ଅଡୁଆ ଉପରାଷ୍ଟ୍ରପତି ଭୋଟ
ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିରୋଧୀ ଇଣ୍ଡି ମେଣ୍ଟ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି ବିରୋଧୀ ମେଣ୍ଟ । ପୂର୍ବରୁ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ ଘୋଷଣା କରିଛି…
















