ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷାକଲେ ମୁଖ୍ୟମନ୍ତ୍ରୀ.
ଜେଏମଜେ ବ୍ୟୁରୋ : ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ…
ସଚିବ ସ୍ତରୀୟ ବୈଠକରେ ୧୦ଟି ଦିଗ ଉପରେ ଧ୍ୟାନକେନ୍ଦ୍ରିତ କରିବା ନେଇମୁଖ୍ୟ ସଚିବଙ୍କ ନିର୍ଦେଶ
ଜେଏମଜେ ବ୍ୟୁରୋ : ଆଜି ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କାର୍ଯ୍ୟଶୈଳୀକୁ ଆହୁରି ଉତ୍ତମ କରିବା ପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦିଆଯିବ ଉଚିତ୍ ତା’ ଉପରେ ଆଲୋଚନା…
କେନ୍ଦ୍ର କ୍ୟାବିନେଟରେ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସ ଏମ) ପ୍ରକଳ୍ପକୁ ମଞ୍ଜୁରୀ
ଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ଅଧୀନରେ ଆଉ ଚାରୋଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଓଡ଼ିଶା, ପଞ୍ଜାବ ଓ ଆନ୍ଧ୍ରପ୍ରଦେଶରେ ଏସବୁ ୟୁନିଟ ପ୍ରତିଷ୍ଠା ହେବ…
ନେତ୍ରୋତ୍ସବ ଉଚ୍ଚ ବିଦ୍ୟାଳୟ ଠାରେ ସଂସ୍କୃତ ଦିବସ ପାଳିତ
ଜେଏମଜେ ବ୍ୟୁରୋ : ବିଶ୍ବର ସବୁଠାରୁ ପୁରାତନ ଭାଷା ସଂସ୍କୃତ । ବେଦଠାରୁ ଆରମ୍ଭ କରି ପୁରାଣ, ଉପନିଷେଦ ଆଜି ସଂସ୍କୃତ ଭାଷାରେ ରଚିତ । ଯୁଗେ ଯୁଗେ ସଂସ୍କୃତ ଭାଷାର ମହତ୍ବ ରହି ଆସିଛି । ହିନ୍ଦୁ ଧର୍ମର ଏହା…
ଆଜି ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ସମ୍ଭାବନା!
ଜେଏମଜେ ବ୍ୟୁରୋ : ଆଜି ଉପରାଷ୍ଟପ୍ରତି ପ୍ରାର୍ଥୀ ଘୋଷଣା କରିପାରେ ଏନଡିଏ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଉପସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଏବଂ ଏନଡିଏର ମନ୍ତ୍ରୀମାନଙ୍କ ନେଇ ଉଚ୍ଚସ୍ତରୀୟ ବୈଠକ ହେବାର ଅଛି ।…
ନିର୍ବାଚନ କମିଶନଙ୍କୁ ବାରମ୍ବାର ୧୭ସି ଫର୍ମ ମାଗିଲେ ମିଳିଲାନି: ହାଇକୋର୍ଟ ଯିବ BJD
ଜେଏମଜେ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନରେ ଭୋଟିଂ ଓ ଗଣତିରେ ହୋଇଛି ତ୍ରୁଟି । ନିର୍ବାଚନ କମିଶନଙ୍କୁ ବାରମ୍ବାର ୧୭ସି ଫର୍ମ ମାଗିଲେ ମିଳିଲାନି । ମିଳିଲାନି କୌଣସି ସନ୍ତୋଷଜନକ ଉତ୍ତର । ଏଣିକି ନିର୍ବାଚନ କମିସନଙ୍କ ବିରୋଧରେ ହାଇକୋର୍ଟଙ୍କ…
ସମୁଦ୍ରର ଲୁଣି ପାଣିରୁ ମିଳିବ ମଧୁର ଜଳ: କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ୱାରା ପ୍ରକଳ୍ପ ଉଦଘାଟିତ
ଛତ୍ରପୁର,( ଜେଏମଜେ ନ୍ୟୁଜ ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟ ଭାରତୀୟ ବିରଳ ମୃତ୍ତିକା (ଆଇଆରଇ) ଲିମିଟେଡ୍ ପରିସରରେ ସମୁଦ୍ରର ଲୁଣି ପାଣିକୁ ମଧୁର ଜଳରେ ପରିଣତ କରିବା ପ୍ରକଳ୍ପ ରବିବାର ଉଦଘାଟିତ ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ…
ଦାୟିତ୍ୱ ଗ୍ରହଣ କଲେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା
ଭୁବନେଶ୍ୱର(ଜେଏମଜେ ବ୍ୟୁରୋ): ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭାବେ ଶୋଭନା ମହାନ୍ତି ଦାୟିତ୍ଵ ଗ୍ରହଣ କରିଛନ୍ତି। ତାଙ୍କ ସହ ମହିଳା କମିସନର ଅନ୍ୟ ସଦସ୍ୟାମାନେ ମଧ୍ୟ ନିଜ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ମହିଳା କମିସନ କାର୍ଯ୍ୟାଳୟରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି।…
ଡିଜିଟାଲ୍ ଠିକଣା ବାଟବଣା: ୪୧ରୁ ୧୭ ବିଭାଗ ଚିଠି ଦେଉନାହାନ୍ତି
ଭୁବନେଶ୍ୱର : ଜେଏମଜେ ବ୍ୟୁରୋ : ରାଜ୍ୟ ସରକାର ସରକାରୀ ବ୍ୟବସ୍ଥାରେ ସ୍ବଚ୍ଛତା ଓ ବୈଷୟିକ ଜ୍ଞାନକୁ ଗୁରୁତ୍ବ ଦେଉଛନ୍ତି। ସବୁ ବିଭାଗରେ ଚିଠି ଅପ୍ଲୋଡ୍ କରିବାକୁ ୨ରୁ ୩ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ହେଲେ ପୁରୁଣା ଚିଠି ଯେପରି…
ଅଧାବାଟରେ ଅଟକିଲା ପ୍ରତିବାଦ: ରାହୁଲ ଓ ପ୍ରିୟଙ୍କାଙ୍କୁ ଉଠାଇ ନେଲା ପୁଲିସ
ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଏବଂ ୨୦୨୪ ଲୋକସଭା ନିର୍ବାଚନ ସମୟରେ ଭୋଟ ଚୋରି ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ କେନ୍ଦ୍ର କରି ନିର୍ବାଚନ ଆୟୋଗଙ୍କ ବିରୋଧରେ ପ୍ରତିବାଦକୁ ଓହ୍ଲାଇଛନ୍ତି ୩୦୦ରୁ ଅଧିକ ସାଂସଦ। ସୋମବାର ରାହୁଲ…
















