ଆଲୋଚନା ସରିଛି, ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଜେଏମଜେ ବ୍ୟୁରୋ : ୭ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ଯେ ୭ ଦଫା ଦାବିକୁ ନେଇ ସଫଳ ଆଲୋଚନା…
ରାହୁଲଙ୍କ ଭାଷଣ ଶୁଣି ଚିହିଁକି ଉଠିଲେ ସୁରେଶ ପୂଜାରୀ
ଜେଏମଜେ ବ୍ୟୁରୋ :ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଜୋରସୋରରେ ଭାଜପା ଉପରେ ବର୍ଷିଛନ୍ତି ରାହୁଲ। ଭାଜପାକୁ ଟାର୍ଗେଟ୍ କରି…
ପ୍ରେମୀ ଯୁଗଳଙ୍କ ବେକରେ ହଳ କରାଇଲେ : ଗାଁ ରେ କଙ୍ଗାରୁ କୋର୍ଟ
ଜେଏମଜେ ବ୍ୟୁରୋ : ଏବେବି ବଞ୍ଚିରହିଛି ପୁରାତନ ପରମ୍ପରାକୁ ନେଇ କଙ୍ଗାରୁକୋର୍ଟ। ଗୋଟିଏ ବଂଶର ହେବା ପ୍ରେମୀ ଯୁଗଳଙ୍କୁ ମହଙ୍ଗା ପଡ଼ିଛି। ବିଲରେ ହଳ କରିବାପରେ ତଡ଼ା ଖାଇଲେ। ଆଉ ଏବେ ଉଭୟଙ୍କ ଖୋଜ ଖବର ନାହିଁ। ଏପରି ଏକ ଅଭାବନୀୟ…
ଓଡ଼ିଶାରେ କଂଗ୍ରେସର କୌଣସି ସ୍ଥାନ ନାହିଁ: ମନମୋହନ
ଜେଏମଜେ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରର ବରମୁଣ୍ଡା ପଡ଼ିଆ ହେଉଥିବା ସମାବେଶରେ ବିଜେପିକୁ କଡ଼ା ଟାର୍ଗେଟ୍ କରିଛନ୍ତି ରାହୁଲ। ଏହା ସହ ବିଜେପି ସରକାର ଉପରେ ବିଭିନ୍ନ ଆରୋପ ମଧ୍ୟ ଲଗାଇଛନ୍ତି । ଏହାକୁ ନେଇ ଏବେ…
ସାଦା ପୋଷାକରେ ଗଞ୍ଜେଇକୁ ଧରିବାକୁ ଆସି ହଟହଟାହେଲା ପୋଲିସ
ଜେଏମଜେ ବ୍ୟୁରୋ : ମହଙ୍ଗା ପଡିଲା ସାଧା ପୋଷାକରେ ଚଢାଉ । ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ ମାରିଲେ ଲୋକେ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ଗଞ୍ଜେଇ ବେପାରୀଙ୍କୁ ଧରିବାକୁ ଆସି…
ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି: କଂଗ୍ରେସ ଗାଡିକୁ ବାଟ ଛାଡିବା ନେଇ ପ୍ରତିକ୍ରିୟା ଦେଲେ ପରିବହନ ମନ୍ତ୍ରୀ.
ଜେଏମଜେ ବ୍ୟୁରୋ : ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ରାଜ୍ୟରେ ଜାରି ରହିଛି। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ। ତେବେ, କଂଗ୍ରେସ ଦଳର…
ଆସୁଛନ୍ତି ରାହୁଲ: କଡ଼ା ସୁରକ୍ଷା ବ୍ୟବସ୍ଥା, ଦିନ ୧୦ରୁ ଟ୍ରାଫିକ୍ କଟକଣା
ଜେଏମଜେ ବ୍ୟୁରୋ : ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭୁବନେଶ୍ବର ଆସୁଛନ୍ତି। ଏଥି ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜଣେ ଆଇଜି ଓ ୨ ଡିଆଇଜି ରୢାଙ୍କର ଅଧିକାରୀଙ୍କୁ ଦାୟିତ୍ୱ…
ଆଜି ଆସୁଛନ୍ତି ରାହୁଲ ଗାନ୍ଧୀ,ଉତ୍ସାହରେ ଉଛୁଳୁଛି କଂଗ୍ରେସ ଶିବିର
ଜେଏମଜେ ବ୍ୟୁରୋ : ଲମ୍ବା ଅବଧି ପରେ ଉତ୍ସାହରେ ଉଛୁଳୁଛି କଂଗ୍ରେସ ଶିବିର । ଆଜି ଆସୁଛନ୍ତି କଂଗ୍ରେସର ସବୁଠାରୁ ଲୋକପ୍ରିୟ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ।…
୭୬ତମ ବନ ମହୋତ୍ସବ ପାଳିତ
କଳାହାଣ୍ଡି:(ଜେଏମଜେ ନ୍ୟୁଜ): ସରକାରଙ୍କ ପକ୍ଷରୁ ମାଁ ପାଇଁ ଗଛଟିଏ ଓ ଭଉଣୀ ପାଇଁ ଗଛ ଟିଏ ନୈ ଜୁଲାଇ ମାସର ଏକ ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ଅଧିନରେ ୭୬ତମ୍ ବନ…
ଜୁଲାଇ ୮ ରେ ରାଜ୍ୟ ବିଜେପି ସଭାପତି ଚୟନ.
ଜେଏମଜେ ବ୍ୟୁରୋ : ଦୀର୍ଘଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଦୀର୍ଘଦିନ ହେବ ରାଜ୍ୟ ବିଜେପି ସଭାପତି ଚୟନକୁ ନେଇ ଲାଗି ରହିଥିବା ଆଶଂକାର ପୂର୍ଣ୍ଣଛେଦ ପଡିଚି । ଜୁଲାଇ ମାସ ୮ ତାରିଖରେ ରାଜ୍ୟ…
















