୪ ଟି ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ.
ଜେଏମଜେ ବ୍ୟୁରୋ : ୪ ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ । ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ ସଂଶୋଧନ କରାଯାଇଛି । ୧ କୋଟି ପର୍ଯ୍ୟନ୍ତ ପ୍ରକଳ୍ପର ଇନସେନ୍ତିଭ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇ ପାରିବେ ।…
ଏଣିକି ଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ରହିବେ ‘ଶକ୍ତିଶ୍ରୀ’ ସଂଯୋଜିକା
ଜେଏମଜେ ବ୍ୟୁରୋ : ଏଣିକି ଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ରହିବେ ‘ଶକ୍ତିଶ୍ରୀ’ ସଂଯୋଜିକା। ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଏନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ହୋଇଛି। ବାଲେଶ୍ୱର ଏଫଏମ ଘଟଣା ପରେ ଉଚ୍ଚ ଶିକ୍ଷା…
ଲାଲକିଲ୍ଲାରେ ନିଜର ଭାଷଣ ପାଇଁ ଜନତାଙ୍କ ଠାରୁ ପରାମର୍ଶ ମାଗିଲେ ମୋଦି
ଜେଏମଜେ ବ୍ୟୁରୋ : ପ୍ରତିବର୍ଷ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତା ଦିବସ ପାଳନ କରେ । ଏହି ବର୍ଷ ଦେଶ ଏହାର ୭୯ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ସ୍ୱାଧୀନତା ଦିବସ ପାଳନ ପାଇଁ ଦେଶର ବିଭିନ୍ନ ସ୍ଥାନରେ…
କାଶୀପୁର ପଞ୍ଚାୟତ ସମିତି କାର୍ଯାଳୟ ଠାରେ ବ୍ଲକ ଉନ୍ନୟନ ସମୀକ୍ଷା ବୈଠକ
ରାୟଗଡା : ଜେଏମଜେ ନ୍ୟୁଜ : କାଶୀପୁର ପଞ୍ଚାୟତ ସମିତି କାର୍ଯାଳୟ ଠାରେ ବ୍ଲକ ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସମୀକ୍ଷା ବୈଠକ ରେ ରାୟଗଡା ବିଧାୟକ ଶ୍ରୀ କାଡ୍ରାକା ଆପଲସମୀ ଉପସ୍ଥିତ ଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ…
ଇଞ୍ଜିନିୟରଙ୍କୁ ପରିସ୍ରା ପିଆଇବା ଘଟଣା: ଗିରଫ ହେଲେ ଅଭିଯୁକ୍ତ ପିଅନ
ଜେଏମଜେ ବ୍ୟୁରୋ : ଆର. ଉଦୟଗିରି ପୋଲିସ ଆରଡବ୍ଲୁଏସଏସ କାର୍ଯ୍ୟାଳୟରେ କନିଷ୍ଠ ଇଞ୍ଜିନିୟର ସଚିନ ଗୌଡ଼ଙ୍କୁ ପରିସ୍ରା ପରିବେଷଣ କରିବା ଅଭିଯୋଗରେ ପିଅନ ଶିବ ନାରାୟଣ ନାୟକଙ୍କୁ ଗିରଫ କରିଛି । ଜନସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିବା ଏହି ଆଶ୍ଚର୍ଯ୍ୟଜନକ ମାମଲାରେ,…
ଆଜିଠାରୁ UPI ନିୟମରେ ପରିବର୍ତ୍ତନ.
ଜେଏମଜେ ବ୍ୟୁରୋ : ଆଜିଠାରୁ ୟୁପିଆଇରେ ଲାଗୁ ହେଲା ନୂଆ ନିୟମ। ପ୍ରଭାବିତ ହେବ ୟୁପିଆଇ ଓ ବ୍ୟାଙ୍କ ନେଣଦେଣ। ଦେଣନେଣ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ନୂଆ ନିୟମ ଲାଗୁ ହେଲା। ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ପେମେଣ୍ଟ୍ କରିହେବ। ଫିଙ୍ଗରପ୍ରିଣ୍ଟରେ ପେମେଣ୍ଟ୍…
ଦ୍ବୈତନଗରୀକୁ ଛୁଇଁଲା ନିଷିଦ୍ଧ କଫ୍ ସିରପ୍ ଲିଙ୍କ୍: ୩୪ ଲକ୍ଷର କଫ୍ ସିରପ୍ ଜବତ.
ଜେଏମଜେ ବ୍ୟୁରୋ : ଦ୍ବୈତନଗରୀକୁ ଛୁଇଁଲାଣି ନିଷିଦ୍ଧ କଫ୍ ସିରପ୍ ଲିଙ୍କ୍। କଟକରୁ ଆଜି ବିପୁଳ ପରିମାଣର କୋଡାଇନ୍ ମିଶ୍ରିତ କଫ୍ ସିରପ୍ ଜବତ ହୋଇଛି। କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ବାଦାମବାଡ଼ିର ନ୍ୟୁ ଏଲ୍ଆଇସି କଲୋନିରେ ଏକ କୋରିଅର୍ ସଂସ୍ଥାରେ ଚଢ଼ଉ କରି…













